ଛାତି ଫଟେଇ କାନ୍ଦୁଛନ୍ତି ପିଣ୍ଟୁଙ୍କ ମା, ଆଉ ପଚାରୁଛନ୍ତି ସମସ୍ତେ ତ ଆସିଛ ମୋ ପୁଅ Pintu କୁଆଡେ ଗଲା ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଛାତି ଫତେଇ କାନ୍ଦୁଛନ୍ତି ପିନ୍ଟୁଙ୍କ ମା’ ! ନିଜର କୋହଭରା ହୃଦୟ ନେଇ ନିଜ ଗେଲ୍ହା ବସରିଆ ସାନ ପୁଅ ପିନ୍ଟୁ ପାଇଁ ଦୁଃଖରେ ଭାଙ୍ଗିପଡିଛନ୍ତି ମା’ । ତେବେ ଗତ କାଲି ପିନ୍ଟୁ ନନ୍ଦଙ୍କ ଦ୍ଵାଦଶ ସ୍ମୃତି ସଭାର ଆୟୋଜନ କରଯାଇଥିଲା । ଯେଉଁଠାକୁ ପିନ୍ଟୁ ନନ୍ଦଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ପାଇଁ ଅନେକ ଲୋକ ଆସିଥିଲେ । ସେଠାରେ ସମସ୍ତଙ୍କୁ ବୁଲି ବୁଲୁ ମା’ ମନ ନେଇ ପିନ୍ଟୁଙ୍କ ମା’ ପଚାରିଥିଲେ ।

ମୋ ପୁଅ ପିନ୍ଟୁ କେତେବେଳେ ଆସିବ । କେତେବେଳେ ପିନ୍ଟୁ ମୋ ସାନ ପୁଅ ମୋ ପାଖକୁ ଆସିବ । ମୋତେ ମା’ ବୋଲି ଡାକିବ । କେତେଦିନ ହେଲା ପିନ୍ଟୁଙ୍କୁ ମୁଁ ପାଖରୁ ଦେଖି ନାହିଁ । କେତେବେଳେ ଯେ ମୋ ପୁଅ ଆସିବ । ମୋତେ ମା’ ମା’ କହି ଡାକିବ । ମୋ ସାନ ପୁଅ ଜମାରୁ ମଧ୍ୟ ଭୋକ ସମ୍ଭାଳି ପାରେ ନାହିଁ । ଭାରି ଖାଇବା ପ୍ରିୟ ପିଲାଟି ! କେତେବେଳେ ମୋ ପିନ୍ଟୁ ଆସିବ ମୁଁ ତାକୁ ଆଜି ମୋ ନିଜ ହାତରେ ଖୁଆଇ ଦେବୀ ।

ଏପରି କହି କହି ନିଜ ମା’ ମନକୁ ବୁଝାଉଛନ୍ତି ପିନ୍ଟୁ ନନ୍ଦଙ୍କ ମା’ । ତେବେ ମା’ ର ସ୍ଥାନ ସର୍ବଦା ସ୍ଵତନ୍ତ୍ର ! ମା’ ସବୁବେଳେ ମା’ । ସେ ଯେତେ ଯାହା ହେଲେ ବି ୧୦ ମାସ ୧୦ ଦିନ ଗର୍ଭରେ ରଖି ଜନ୍ମ ଦେଇଥାଏ । ତେଣୁ ନିଜ ସନ୍ତାନକୁ ଯେତେବେଳେ ସେ ନିଜ ଆଖି ସାମ୍ନାରେ ହରାଇ ଦେଇଥାଏ ।

ସେତେବେଳେ ନା ସେ କାହାକୁ ନିଜର ମନର ଅସଲି ଦୁଃଖ ଖୋଲିକି କହିପାରେ । ନା ମନର କୋହକୁ ମନ ଭିତରେ ଚାପି ରଖିପରେ । ଖାଲି ଯାହା କୁହୁଳି କୁହୁଳି ମନ ଭୀତରେ ନିଜ ସନ୍ତାନକୁ ମା’ ଖୋଜୁଥାଏ । ସେହିପରି ପିନ୍ଟୁ ନନ୍ଦଙ୍କୁ ତାଙ୍କ ମ’ ଓ ବାପା ଉଭୟ ବହୁତ ଝୁରୁଛନ୍ତି । ତାଙ୍କୁ ଏବେ ପର୍ଯ୍ୟନ୍ତ ମଧ୍ୟ ଲାଗୁଛି ।

ପିନ୍ଟୁ ଯେପରି ପୁଣି ଠାରେ ତାଙ୍କ ପାଖକୁ ଫେରି ଆସିବ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, ଶେୟାର କରନ୍ତୁ । ଏହା ସହିତ ମା’ ଙ୍କୁ ଅଧିକ ଭଲ ପାଉଥିବା ଲୋକେ କମେଣ୍ଟ ଲେଖିକି ଜଣାନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *