‘ମୋ ପୁଅ ଅବୁଝା ଟା ..ମୋତେ ଛାଡି ମୁମ୍ବାଇ ପଳେଇଵ..ତାଠୁ ଅଲଗା ମୁଁ ଏଇଠି ରହିବି…’ ଦେଖନ୍ତୁ ପୁଅ ବାବୁସାନଙ୍କୁ ନେଇ କଣ କହିଲେ Uttam Mohanty

ବନ୍ଧୁଗଣ, ସୂଚନା ଅନୁଯାୟୀ ଓଡିଆ ଇଣ୍ଡଷ୍ଟ୍ରୀର ପ୍ରସିଦ୍ଧ ଅଭିନେତା ଉତ୍ତମ ମହାନ୍ତି କହିଛନ୍ତି ଯେ “ମୋ ପୁଅ ଅଭୁଝାଟେ ବୁଝିଲାନି କିଛି କଥା” । ଏହିଭଳି ନିଜ ପୁଅ ବାବୁସାନ ପାଇଁ ଉତ୍ତର ରଖିଛନ୍ତି ଅଭିନେତା ଉତ୍ତମ ମହାନ୍ତି । ବାବୁସାନ ଶାନ୍ତନା ଦେଇ ବୁଝାଇଲେ ନିଜ ବାପା ଉତ୍ତମ ମହାନ୍ତି । ସେ ଖାଇଲେ ଯେ ପ୍ରକୃତି ସହିତ ଆଉ କିଛି ରହିବ ନାହିଁ ଆଗକୁ । ସେ ତାର ମୁମ୍ବାଇ ଫେରିଯିବ । ଏବଂ ମୁଁ ମୋର ଏଠି ଅଲଗା ରହିବି ।

ତେବେ ଏହିଭଳି କିଛି ସାନ୍ତ୍ଵନା ଦେଇ ନିଜ ବାପାଙ୍କୁ ବୁଝାଇଛନ୍ତି ବାବୁସାନ । ବାବୁସାନ ଏବେ ଚେନ୍ନାଇରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଛନ୍ତି । ଯେଉଁଠାରେ ସେ ପ୍ରକୃତିଙ୍କ ସହିତ ନିଜ ଫିଲ୍ମ ପ୍ରୋମୋଶନ କରିବା ସହିତ ପ୍ରକୃତିଙ୍କ ସହିତ ଆଗାମୀ ଫିଲ୍ମର ଘୋଷଣା କରିବାକୁ ଯିବାର ଯୋଜନା ରହିଥିଲା । ଏହିଘଟଣା ପରେ ବାବୁସାନ ଚେନ୍ନାଇରେ ପହଞ୍ଚିଥିବା ବେଳେ, ସେଠାରୁ ଏହିଭଳି ଭାବରେ ନିଜ ବାପାଙ୍କୁ ବୁଝାଇ ଶାନ୍ତ କରିଥିବା ଉତ୍ତମ ମହାନ୍ତି କହିଛନ୍ତି ।

ପ୍ରକୃତି ମୁମ୍ବାଇ ଫେରିଗଲେ ମୁଁ ଓଡିଶାରେ ରହି ସବୁ ଠିକ ହୋଇଯିବ ବୋଲି ନିଜ ବାପାଙ୍କୁ ବୁଝାଇ ଦେଲେ ବାବୁସାନ । ତେବେ ଗୋଟିଏ ପଟରେ ନିଜ ଝିଅ ପ୍ରକୃତି ମିଶ୍ରର ସନ୍ନମାନ ହାନୀହେବା ନେଇ, ଆଜି ଥାନାର ଦ୍ଵାରସ୍ଥ ହୋଇଥିଲେ ପ୍ରକୃତିଙ୍କ ବାପା । ନିଜ ଝିଅ ନିମନ୍ତେ ମନ୍ମଥ ମିଶ୍ର ଆଗେଇ ଆସିଛନ୍ତି ଲଢିବା ନିମନ୍ତେ ।

ବିଚ ରାସ୍ତାରେ ନିଜ ଝିଅ ସହିତ ଏଭଳି ଅଘଟଣକୁ ସହ୍ୟ କରିପାରିଲେନାହିଁ ବାପା ମା’ । ଅନ୍ୟପଟରେ ଅପରାଜିତା ମହାନ୍ତି ମଧ୍ୟ ନିଜ ବୋହୁ ତୃପ୍ତିଙ୍କ ସପକ୍ଷରେ ବାହାରିଥିଲେ ଏବଂ ସେ ମଧ୍ୟ ଥାନାରେ ପହଞ୍ଚିଥିଲେ ନିଜ ବୋହୁଙ୍କ ସହିତ ଏତଲା ଦେବା ନିମନ୍ତେ ପ୍ରକୃତି ମିଶ୍ର ଙ୍କ ବିରୋଧରେ । ତେବେ ବର୍ତ୍ତମାନ ଏହି ମାମଲା ଥାନାରେ ରୁଜୁ ହେବାପରେ ଆହୁରି ଏହା ଆଗକୁ ଲମ୍ବା ଚାଲିବା ନିମନ୍ତେ ଅନୁମାନ କରାଯାଉଅଛି ।

ବର୍ତ୍ତମାନ ଅପେକ୍ଷା ବାବୁସାନ ଏବଂ ପ୍ରକୃତିଙ୍କୁ । କେତେବେଳେ ବାବୁସାନ ଚେନ୍ନାଇରୁ ଫେରିବେ ଏବଂ ନିଜର ବୟାନ ଦେବେ । ଏଠାରେ ଉଭୟ ପରିବାରଙ୍କ ବୟାନ ରେକର୍ଡ ହୋଇସାରିଥିବା ବେଳେ ବର୍ତ୍ତମାନ ଅପେକ୍ଷା ମୁଖ୍ୟଚରିତ୍ର ବାବୁସାନ ଏବଂ ପ୍ରକୃତି ମିଶ୍ରଙ୍କୁ ।

ବର୍ତ୍ତମାନ ଉଭୟ ପରିବାର ତରଫରୁ ଏକ ପ୍ରକାରର ସ୍ପଷ୍ଟ ହୋଇସାରିଲାଣି ଯେ ଦୁହେଁ ସମ୍ପର୍କରେ ରହିଥିଲେ । ଏବଂ ପରିବାର ପକ୍ଷରୁ ସେମାନଙ୍କୁ ବୁଝାଇବାକୁ ଖୁବ ଚେଷ୍ଟା ମଧ୍ୟ ସରିଥିଲା । ଯାହାର ପରିଣାମ ଆଜି ସାମ୍ନାରେ ଆସିଛି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published.