‘ଯଦି ସେମାନଙ୍କର ଇଚ୍ଛା ହେଉଛି ବାହା ହେବାକୁ ବାହା ହୁଅନ୍ତୁ, ଦିଲ୍ଲୀ ବମ୍ବେରେ ପୁଣି ୫ ରୁ ୬ ବାହା ହେଇ’ ବ୍ୟକ୍ତି ଜଣଙ୍କ Babushan ଙ୍କ ବିଷୟରେ ଯାହା କହିଲେ ଶୁଣି ମୁଣ୍ଡରେ ହାତ ଦେବେ…ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ବର୍ତ୍ତମାନ ଫେସବୁକ ହେଉ କି ୟୁ ଟ୍ୟୁବ ସବୁଆଡେ କେବଳ ଗୋଟିଏ ଚର୍ଚା ବାବୁସାନ ଏବଂ ପ୍ରକୃତି ମିଶ୍ରଙ୍କୁ ଆକ୍ରମଣ କରିଲେ ବାବୁସାନଙ୍କ ସ୍ତ୍ରୀ ତୃପ୍ତି । ଏବଂ ଥାନାରେ ମଧ୍ୟ ଏହି ମାମଲା ପହଞ୍ଚିଛି । ସେପଟେ ପ୍ରକୃତି ମିଶ୍ର ଙ୍କ ବାପା ଅଭିଯୋଗ କରିଛନ୍ତି ଯେ ତାଙ୍କ ଝିଅ ଉପରେ ଆକ୍ରମଣ କରାଯାଇଅଛି । ଏବଂ ବର୍ତ୍ତମାନ ବାବୁସାନଙ୍କ ସ୍ତ୍ରୀ, ଏବଂ ବାବୁସାନଙ୍କ ମା’ ଏବଂ ରାଙ୍କ ଶାଶୁ ଶଶୁର ବର୍ତ୍ତମାନ ଥାନାରେ ଆସି ପହଞ୍ଚିଛନ୍ତି ତାଙ୍କୁ କାଉଣ୍ଟର ବାଇଟ ଦେବା ନିମନ୍ତେ ।

ମାତ୍ର ସବୁଠାରୁ ବଡ କଥା ହେଉଛି ଯେଉଁମାନେ ପ୍ରଶଂସକ ଅଛନ୍ତି ଦର୍ଶକ ଅଛନ୍ତି ଉଭୟ ପକ୍ଷରୁ ସେ ପ୍ରକୃତି ମିଶ୍ରଙ୍କ କଥା କୁହାଯାଉ ଅଥବା ବାବୁସାନ ମହାନ୍ତିଙ୍କ କଥା କୁହାଯାଉ ତାଙ୍କର ଭିଡ ଲାଗିଥିଲା । ଥାନା ସାମ୍ନାରେ ଏକାଧିକ ଦର୍ଶକ ଆସି ଏକତ୍ରିତ ହୋଇଥିଲେ ।

ମାତ୍ର କିଛି ଫ୍ୟାନ୍ସ ମାନେ କହିଛନ୍ତି ଯେ ଏହିଭଳି ଯଦି ବାବୁସାନ ଯଦି ତାଙ୍କ ସ୍ତ୍ରୀ ଙ୍କୁ ଛାଡପତ୍ର ଦେଇ ପ୍ରକୃତିଙ୍କୁ ବିବାହ କରିବେ ତେବେ ତାହା କ’ଣ ସଠିକ ହେବ ? ଏହାକୁ ନେଇ କହିଛନ୍ତି ଯେ ଏଭଳି କରିଲେ ଅନ୍ୟାୟ ହେବ । ଆଉ କିଛି କିଛି ଲୋକେ କହିଛନ୍ତି ଫିଲ୍ମ ଷ୍ଟାର ଯଦି ଏଭଳି କରୁଛନ୍ତି ତେବେ ସାଧାରଣ ଜନତା ସେମାନଙ୍କ ଠାରୁ ହିଁ ପ୍ରେରିତ ହେବେ । ମାତ୍ର ଯାହା ହୋଇଛି ହୋଇଛି ଆଉ ଯେମିତି ଉଭୟ କିଛି ଭୁଲ କରନ୍ତୁ ନାହିଁ ।

କାରଣ ବାବୁସାନଙ୍କ ଗୋଟିଏ ପୁଅ ଅଛି ଏଭଳି କରିବା ସଠିକ ହେବ ନାହିଁ । ଆଉ ଜଣେ ଫ୍ୟାନ୍ସ କହିଛନ୍ତି ଯେ ଏହା ହେଉଛି ଫ୍ୟାମିଲି ମ୍ୟାଟର । ଯଦି ସେମାନେ ବିବାହ କରିବାକୁ କରୁଛନ୍ତି ତେବେ ଅସୁବିଧା କ’ଣ ଅଛି ? ଫିଲ୍ମ ଷ୍ଟାର ପୁଣି ୫ ରୁ ୬ ବିବାହ କରୁଛନ୍ତି ତେବେ ଏମାନେ ଯଦି ବାହାହେବେ ତେବେ କଣ ଅସୁବିଧା ହୋଇଗଲା ? କିନ୍ତୁ ତାଙ୍କ ତାଙ୍କ ମଧ୍ୟରେ ମନନେଇ ବିବାହ କରିବା ଉଚିତ ନା ଏଭଳି ବିବାହ କରିବା କେତେଦୂରେ ସଠିକ ?

ମାତ୍ର ଯଦି ଫ୍ୟାମିଲି କୁ ବୁଝେଇ ଆଗକୁ ନଯାଇ ପାରିଲେ ତେବେ ଫ୍ୟାମିଲି କୋର୍ଟ ଅଛି ସେଠାକୁ ଯାଇ ଏହି ମ୍ୟାଟରକୁ କ୍ଳୋଜ କରିବେ । କିନ୍ତୁ ରାସ୍ତାଘାଟରେ ଏହିଭଳି ଗଣ୍ଡୋଗଳ କରିବାଟା ସଠିକ ହେବନାହିଁ । ତେବେ ଏହିଭଳି ମନ୍ତବ୍ୟ ଦେଇଛନ୍ତି ଲୋକମାନେ । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *