ମୋ ମୁଣ୍ଡ ତା ବଡ଼ ତ ମୋ ସାଇଜର ହେଲମେଟ ମିଳୁନି ସେଥିପାଇଁ ମୁଁ ହେଲମେଟ ପିନ୍ଧିନି…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମୋ ମୁଣ୍ଡର ସାଇଜ ବଡ ! ତେଣୁ ମୁଁ ହେଲମେଟ ପିନ୍ଧି ନାହିଁ । ତେବେ ସୂଚନା ମୁତାବିକ ସରକାରଙ୍କ ଟ୍ରାଫିକ ରୁଲ ଓ ରେଗୁଲେଶନ ଅନୁଯାଇ ବହୁତ ଗୁଡିଏ ନିୟମ ରହିଅଛି । ଯାହାକୁ ମାନି ଗାଡି ଚଳାଇବା ପାଇଁ ସରକାର ତଥା ପରିବହନ ବିଭାଗ ତରଫରୁ ସୂଚନା ଜାରୀ କରାଯାଇଛି । ଯେଉଁଥିରେ ୨ ଚକିଆ ଯାନ ଚଳାଉ ଥିବା ଗାଡି ଚାଳକ ମାନେ ମୁଣ୍ଡରେ ହେଲମେଟ ପିନ୍ଧିବା ବୋଲି ବାଧ୍ୟତାମୂଳକ ବୋଲି ମଧ୍ୟ କୁହାଯାଇଛି ।

ଯାହା ଦ୍ଵାରା ଆପତ୍ତ କାଳୀନ ସଡକ ଦୁର୍ଘଟଣା ସମୟରେ ଉକ୍ତ ଗାଡି ଚାଳକ ଯେପରି ବିଶେଷ ଭାବରେ କୌଣସି ପ୍ରକାର କ୍ଷତିଗ୍ରସ୍ତ ନହୁଏ । ତେବେ ଏପରି ମଧ୍ୟ ବହୁ ଗାଡି ଚାଳକ ଅଛନ୍ତି । ଯେଉଁ ମାନେ ସରକାରଙ୍କ ହେଲମେଟ ପିନ୍ଧିବା କଥାକୁ ଅବମାନନା କରି ବିନା ହେଲମେଟରେ ଗାଡି ଚଳାଉଛନ୍ତି । ତେବେ ସେହିପରି ଜଣେ ଅମାନିଆ ବିନା ହେଲମେଟରେ ଗାଡି ଚଲାଉଥିବା ଗାଡି ଚାଳକ ରାସ୍ତାରେ ଯାଉଥିବା ସମୟରେ ପୋଲିସଙ୍କ ହାବୁଡରେ ପଡିଯାଇଥିଲେ ।

ତେବେ ସେଠାରେ ଉକ୍ତ ଗାଡି ଚାଳକଙ୍କୁ ଯେତେବେଳେ ପ୍ରଶ୍ନ କରଯାଇଥିଲା ? ଯେ ଗାଡି ଚଳାଇବା ସମୟରେ ହେଲମେଟ କାହିଁକି ଲଗାଇନ ? ତୁମେ କଣ ଗାଡି ଚଳାଇବା ସମୟରେ ହେଲମେଟ ପରିଧାନ କରି ଗାଡି ଚଳାଯିବା ଉଚିତ ବୋଲି ଜାଣି ନାହଁ । ସେତେବେଳେ ଉକ୍ତ ଗାଡି ଚାଳକ ଜଣଙ୍କ କହିଥିଲେ । ମୋର ମୁଣ୍ଡର ସାଇଜ ଟିକେ ବଡ । ମାର୍କେଟରେ ମୋ ମୁଣ୍ଡ ସାଇଜର ହେଲମେଟ ମିଳିବ କଷ୍ଟକର ହୋଇଯାଉଛି ।

ତେମୁ ମୁଁ ବିନା ହେଲମେଟରେ ଚାଲି ଆସିଛି । ଏହା ଛଡା ଉକ୍ତ ଗାଡି ଚାଳକ ଜଣଙ୍କ କାମ କରୁଥିବା ନିଜ କମ୍ପାନୀର ଟୋପି ମୁଣ୍ଡରେ ଲଗାଇ ଗାଡି ଚାଳନା କରୁଛନ୍ତି । ତେବେ ଉକ୍ତ ଗାଡି ଚାଳକଙ୍କ ପଛ ସିଟରେ ଅନ୍ୟ ଜଣେ ବସିଛନ୍ତି । ସେ ବି ମଧ୍ୟ ତାଙ୍କ କମ୍ପାନୀର ଟୋପି ବା ହେଲମେଟ ନିଜ ମୁଣ୍ଡରେ ଲଗାଇଛନ୍ତି । ହେଲେ ଗାଡି ଚଳାଇବା ସମୟରେ ସଠିକ ହେଲମେଟ ଲଗାଇ ନାହାନ୍ତି ।

ତେବେ ହେଲମେଟ ନପିନ୍ଧି ଗାଡି ଚଳାଇବା ଭୁଲ ଯୋଗୁ ଉକ୍ତ ଚାଳକଙ୍କୁ ଫାଇନ ମଧ୍ୟ କାଟିବାକୁ ପଡିଥିଲା । ତେବେ ନିଜ ସୁରକ୍ଷା ନିଜ ହାତରେ । ହେଲମେଟ ପିନ୍ଧି ଗାଡି ଚଳାଇବା ଓ ନିଜ ତଥା ଅନ୍ୟର ମଧ୍ୟ ଧନଜୀବନ ସୁରକ୍ଷା କରିବା । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *