କେଇ ମୂହୁର୍ତ୍ତର ଖୁସିରେ ଲାଗିଗଲା କାହା ନଜର ! ବାହାଘର ସାରିଲେ ଶବ ହୋଇ ଘରକୁ ଫେରିଲେ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବାହାଘରର ବରଯାତ୍ରୀ ଯାତ୍ରା ଜୀବନରେ ଆଣିଦେଲା ଜୀବନର ଶେଷ ଯାତ୍ରା ! ତେବେ ସୂଚନା ମୁତାବିକ ଝାରସୁଗୁଡାରୁ ବର ଗାଡି ବାହାଘର ପାଇଁ ସମ୍ବଲପୁର ଅଭିମୁଖେ ଯାଇଥିଲା । ଖୁସି ମଜାମସ୍ତି କରି ବରଯାତ୍ରୀ କନ୍ୟା ଘରକୁ ବାହାଘର ପାଇଁ ବାହାରିଥିଲେ । ତେବେ ସମ୍ବଲପୁରରେ ଥିବା କନ୍ୟା ଘରକୁ ଯାଇ ସେଠାରେ ବାହାଘରର ଆନନ୍ଦ ଉଠାଇ ଖାଇପିଇ ଘରକୁ ଫେରୁଥିଲେ ।

ଝାରସୁଗୁଡାର ପୁଅ କୁଶ ସହିତ ସମ୍ବଲପୁରର ଝିଅ ପ୍ରୀତିଛନ୍ଦାଙ୍କ ସହିତ ଗତ ଗୁରୁବାର ରାତିରେ ବାହାଘର ହେବା ପାଇଁ ହିଁ ବର ଘର ଲୋକେ ବରଯାତ୍ରୀ ଯାଇଥିଲେ । ତେବେ ହସଖୁସି ମନ ନେଇ ଘରକୁ ଫେରୁଥିବା ବେଳେ ଘଟି ଯାଇଥିଲା ଅଘଟଣ ! ବରଯାତ୍ରୀ ଗାଡିଟି ହଟାତ ନିଜର ଭାରସାମ୍ୟ ହରାଇ କେନାଲ ମଧ୍ୟକୁ ଖସି ପଡିଥିଲା । ତେବେ ଉକ୍ତ ବରଯାତ୍ରୀ ଗାଡିରେ ୧୧ ଜଣ ବରଯାତ୍ରୀ ଯାତ୍ରା କରୁଥିଲେ । ତେବେ ସମସ୍ତ ବରଯାତ୍ରୀ ମାନେ ଗାଡି ଓଲଟିଯିବା ସହ ପାଣିରେ ବୁଡି ଯାଇଥିଲେ ।

ତାପରେ ଏପରି ବଡ ଏକ ଅଘଟଣ ଘଟିଯିବା ପରେ ଯେତେବେଳେ ସୂଚନା ପାଇଁ ତାଙ୍କ ମାନଙ୍କୁ ମେଡିକାଲକୁ ଅଣା ଯାଇଥିଲା। ସେତେବେଳେ ଚାଲିଯାଇଥିଲା ୭ ବରଯାତ୍ରୀଙ୍କ ଜୀବନ ! ଆଉ ବାକି ୪ ଜଣ ବରଯାତ୍ରୀଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ଅବସ୍ଥାରେ ରହିଅଛି । ତେବେ ବିଳମ୍ବିତ ରାତ୍ରିରେ ବରଯାତ୍ରୀ ମାନେ ନିଜ ଘରକୁ ଫେରୁଥିବା ସମୟରେ ହିଁ ବଡ ଦୁର୍ଘଟଣା ଘଟିଯାଇଥିଲା । ବାହାଘର ମାହୋଲ ମଧ୍ୟରେ ସମସ୍ତଙ୍କ ମନ ପ୍ରଫୁଲିତ ଥିବା ସମୟରେ ଏପରି ଏକ ବଡ ଦୁର୍ଘଟଣା ବରଯାତ୍ରୀଙ୍କ ସହ ଘଟିଜୀବ ।

ତାହା କେହି ମଧ୍ୟ କେବେବି ଭାବି ନଥିଲେ । ଆରପାରିକୁ ଚାଲିଯାଇଥିବା ୭ ଲୋକଙ୍କୁ ହରାଇ ତାଙ୍କର ପରିବାର ଓ ଆତ୍ମୀୟ ସ୍ଵଜନ ଦୁଃଖରେ ଭାଙ୍ଗି ପଡିଛନ୍ତି । ମେଡିକାଲ ସାମ୍ନାରେ ଧାଡି ଧାଡି ହୋଇ ୭ ଜଣ ବରଯାତ୍ରୀଙ୍କ ମୃ-ତ ଶରୀର ପଡିରହିଛି । ଯାହାକୁ ଦେଖି ତାଙ୍କ ବନ୍ଧୁପରିଜନ ତଥା ନିଜ ଘର ସମ୍ପର୍କୀୟ ଲୋକଙ୍କ ଛାତି ଫାଟି ପଡୁଛି । ବରଯାତ୍ରୀ ଏପରି ଏକ କାଳରାତ୍ରି ପାଲଟିଜୀବ ବୋଲି କେହି କେବେ ସ୍ଵପ୍ନରେ ସୁଦ୍ଧା ଭାବିନଥିବେ ।

ସତେ ଯେପରି ବରଯାତ୍ରୀଙ୍କ ଦୁର୍ଘଟଣା ପାଇଁ ବାଟରେ ତାଙ୍କ ମୃ-ତ୍ୟୁ ରୂପକ ରାକ୍ଷସ ଅନାଇ ବସିଥିଲା ।  ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ଅଧିକ ସୂଚନା ପାଇବା ନିମନ୍ତେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *