‘ମୋ ମାଆ ଠାରୁ ଟଙ୍କା ନେଲୁ ମୋ ପାଖରେ ରହିଲୁ, ମୋ ଜୀବନ ନଷ୍ଟ କରିଛୁ ପ୍ୟାଣ୍ଟ ଖୋଲ…langala ହଅ…ମୋ ଗାଁରୁ ଯା..’ ଦେଖନ୍ତୁ Video

“ତୁ ମୋ ଜୀବନ ନଷ୍ଟ କରିଛୁ ଲ-ଙ୍ଗ-ଳା ହଅ । ଲ-ଙ୍ଗ-ଳା ହୋଇ ମୋ ଗାଁ ରୁ ତୁ ଯାଆ । ମୁଁ କିନ୍ନର ଜାଣି ତୁ ମୋତେ ଭଲ ପାଇଲୁ । ମୋତେ ବାହା ହେବୁ ବୋଲି କହିଲୁ । ମୋ ମାଆ ଠାରୁ ଟଙ୍କା ନେଲୁ । ମୋ ପାଖରେ ରହିଲୁ । ଆଉ ମୁଁ ତୋ ନାଁ ରେ ମଥା ରେ ସିନ୍ଦୁର ହାତରେ ଶଙ୍ଖା ଓ ପାଦରେ ଅଳତା ବି ପିନ୍ଧିଲି । ଆଉ ତୁ ତୋ ଗାଁ ଛାଡ଼ି ମୋ ଗାଁ ରେ ରହିଲୁ । ସେତିକିରେ ମନ ପୁରିଲା ନାହିଁ ଯେ, ମୋ ଗାଁ ର ଆଉ ଗୋଟିଏ ଝିଅ କୁ ଭଲ ପାଇଲୁ ।

ରାତି ଅଧରେ ମୋ ଘରୁ ଲୁଚି ପଳାଉ ଥିଲୁ । “ବାସ ଏହାପରେ କିନ୍ନର ଜଣକ ଭଲ ପାଇ ବାହା ହୋଇ ଥିବା ଲୋକ କୁ ନାଦେ ଛେଚିଲେ । ଭାଇରାଲ ହୋଇଥିବା ଏହି ଭିଡିଓ ଦେଖିଲେ ଆପଣ ମାନେ ଜାଣି ପାରିବେ ଯେ, ଉକ୍ତ ଭିଜୁଆଲ ରେ କିଭଳି ଜଣେ କିନ୍ନର ତାଙ୍କ ସ୍ବାମୀ ଙ୍କୁ ମାଡ଼ ମାରୁଛନ୍ତି । ହାତରେ ନାଇଥିବା ଶଙ୍ଖା ଗୁଡ଼ିକୁ ଖୋଲି ତାଙ୍କ ସ୍ବାମୀ ଙ୍କ ମୁହଁକୁ ଫୋଫାଡ଼ୁଛନ୍ତି ଏବଂ ବେକରେ ପିନ୍ଧି ଥିବା ମଙ୍ଗଳସୁତ୍ର ଖୋଲି ତାଙ୍କ ସ୍ୱାମୀ ମୁହଁ କୁ ପକାଉଛନ୍ତି ।

କାରଣ ତାଙ୍କର ସ୍ବାମୀ ତାଙ୍କ ଗାଁ ର ଆଉ ଗୋଟିଏ ଝିଅ କୁ ଭଲ ପାଇ ରାତି ଅଧରେ ଫେରାର ହୋଇ ଯାଉଥିଲେ । ତେବେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ର ଆଳି ବ୍ଲକ ରେ । ଯେଉଁଠି ଜଣେ କିନ୍ନର ଜଣେ ଯୁବକ ଙ୍କୁ ବିବାହ କରିଥିଲେ । ଏମିତିକି ସେ ଯୁବକ ଜଣକ କିନ୍ନର ଙ୍କ ସବୁ ସମ୍ପତ୍ତି ର ଦେଖାଶୁଣା ମଧ୍ୟ କରୁଥିଲେ ।

କିନ୍ନର ଙ୍କ ଘରେ ବି ରହୁଥିଲେ । ଏହାରି ଭିତରେ ସେହି କିନ୍ନର ଙ୍କ ଗଁ ର ଆଉ ଜଣେ ଯୁବତୀ ଙ୍କୁ ଭଲ ପାଇ ରାତି ଅଧରେ ଘରୁ ଲୁଚି ପଳାଇ ଆସୁଥିଲେ । ଠିକ ଏତିକି ବେଳେ କିନ୍ନର ଙ୍କ ହାବୁଡ଼ରେ ପଡ଼ି ଯାଇଥିଲେ ପ୍ରେମୀ ଯୁଗଳ ଏବଂ ବହେ ଛେଚି ଥିଲେ ତାଙ୍କୁ କିନ୍ନର ।

ଯାହା ପରେ ଭଲ ପାଉଥିବା ଯୁବତୀ ଙ୍କୁ ସାଙ୍ଗରେ ଧରି ଗାଁ ଛାଡ଼ିଥିଲେ ଯୁବକ ଜଣକ ଏବଂ କିନ୍ନର ଜଣକ ତାଙ୍କ ସ୍ୱାମୀ ସହିତ ସବୁ ସମ୍ପର୍କ ଭାଙ୍ଗି ଦେଇଥିଲେ । ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆ ରେ ଜୋରସୋରରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ଲୋକମାନେ ନିଜର ଭିନ୍ନ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ତେବେ ଏହି ସମ୍ବନ୍ଧରେ ଆପଣ ମାନେ ନିଜର କଣ ମତାମତ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *