‘ମୋ ଜୀବନ ନେଇଯା’ ପଛେ ମୁଁ ଦେହ ଦେବିନି, ମୋ ପାଇଁ ମୋ ଇଜ୍ଜତ ବଡ….’ ଅଙ୍କିତାଙ୍କ ସହ ଯାହା ହେଲା ନା ଶୁଣିଲେ ଆପଣଙ୍କ ହୋସ ଉଡିଯିବ

ବନ୍ଧୁଗଣ, ସୂଚନା ଅନୁଯାୟୀ ସେ ଦିନ ରାତିରେ ଅଙ୍କିତା ସହିତ କିଛି ଏଭଳି ଘଟିଥିଲା ଯାହାକୁ ପ୍ରକାଶ କରିବା ଏତେ ସହଜ ନୁହେଁ । ରାତିରେ ହୋଟେଲ ରେ ପହଞ୍ଚିଥିଲେ ବଡ ବଡିଆ ମନ୍ତ୍ରୀ ଙ୍କ ପୁଅ । ରିଷେପ୍ସନିଷ୍ଟ ଭାବରେ ହୋଟେଲରେ କାର୍ଯ୍ୟ କରୁଥିଲେ ଅଙ୍କିତା । ଠିକ ରାତି ବଢିବା ସହିତ ହୋଟେଲରେ ପହଞ୍ଚିବା ଗେଷ୍ଟ ମାନଙ୍କର ନଜର ଅଙ୍କିତାଙ୍କ ଶରୀର ଉପରେ ପଡିଥିଲା । ଅଙ୍କିତା ଙ୍କୁ 19 ବର୍ଷ ହୋଇଥିବା ବେଳେ ସେ ଦେଖିବାକୁ ଖୁବ ସୁନ୍ଦର ଥିଲେ ।

ଗେଷ୍ଟ ମାନଙ୍କ ମନକୁ ଜିତିବାକୁ ହୋଟେଲ ମାଲିକ ଅଙ୍କିତା ଙ୍କୁ କହିଲେ ଜାଅ ସେମାନଙ୍କ ସହିତ ଶାରୀରିକ ସମ୍ପର୍କ ରଖ, ତୁମକୁ ଗୋଟିଏ ରାତି ପାଇଁ ୧୦ ହଜାର ଟଙ୍କା ଦିଆଯିବ । ସେହି ସମୟରେ ଅଙ୍କିତାଙ୍କ ଶରୀରକୁ ମନଇଛା ଆଲିଙ୍ଗନ କରିଥିଲେ ସେମାନେ । ଯାହା କି ଅଙ୍କିତା କେବେ ମଧ୍ୟ ଚାହୁଁନଥିଲେ । କିନ୍ତୁ ତାଙ୍କ ସହିତ ଏଭଳି ଘଟିବ ଏବଂ ତାଙ୍କ ମାନସିକ ଚିନ୍ତା କୁ ଏଭଳି ଆଘାତ ଲାଗିଲା ଯେ ସେ ଏହିଭଳି ପଦକ୍ଷପ ନେବାକୁ ପଛାଇଲେ ନାହିଁ ।

ଘରର ଅଭାବ ହୋଇଛି କିନ୍ତୁ ଏ ସବୁ ସେ କରିପାରିବେ ନାହିଁ । ମାତ୍ର ଏଭଳି ଭାବରେ ତାଙ୍କର ଜୀବନ ଚାଲିଗଲା ସିନା ସେ ଶାରୀରିକ ସମ୍ପର୍କ ରଖିବାକୁ ଆଦୌ ରାଜି ହୋଇନଥିଲେ । ଆଉ ଗେଷ୍ଟ ମାନେ ଏହି ରାଗରେ ତାଙ୍କୁ ମାରିଦେଇଥିବା ସୂଚନା ମିଳିଛି । ତେବେ ପୋଷ୍ଟମଟମ ରିପୋର୍ଟ ଆସିଲା ପରେ ଏଘଟଣାର ସଠିକ ତଥ୍ୟ ମିଳିବ । ଶନିବାର ଦିନ ଋଷିକେଶର ଜିଲ୍ଲା କେନାଲରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା ।

ଏହି ମାମଲାରେ ବହୁ ବରିଷ୍ଠ ବିଜେପି ନେତା ବିନୋଦ ଆର୍ଯ୍ୟଙ୍କ ପୁଅ ପୁଲକିତ ଆଚାର୍ଯ୍ୟଙ୍କ ସମେତ ପୋଲିସ ୩ ଜଣଙ୍କୁ ଗିରଫ କରିଛି । ଅଙ୍କିତା ନିଖୋଜ ନେଇ ପ୍ରଥମେ ଖବର ଆସିଥିଲା । ଏହାପରେ କେନାଲ ତଳେ ତାଙ୍କ ମୃ-ତ ଦେହ ଉଦ୍ଧାର କରାଯାଇଥିଲା । ତଦନ୍ତ ସମୟରେ ଜଣାଯାଇଅଛି ଯେ ହୋଟେଲ କୁ ଆସୁଥିବା ଭିଆଇପି ଅତିଥିଙ୍କୁ ସ୍ପେଶିଆଲ ସର୍ଭିସ ଅଥବା ସେମାନଙ୍କ ଉପରେ ଶାରୀରିକ ସର୍ଭିସ ରଖିବାକୁ ଅଙ୍କିତା ଙ୍କ ଉପରେ ଚାପ ପକାଯାଉଥିଲା । ୱାଟ୍ସଆପ ଚାଟରେ ଏହିସବୁ କଥାର ଖୁଲାସା ହୋଇଛି ।

ମେସେଜ ରେ ଅଙ୍କିତା ତାଙ୍କର ଏକ ବନ୍ଧୁ ଙ୍କୁ ଏଭଳି କିଛି ଲେଖିଥିଲେ,- ମୁଁ ଗରିବ ହୋଇପାରେ କିନ୍ତୁ ୧୦ ହଜାର ଟଙ୍କା ପାଇଁ ମୁଁ ନିଜକୁ କେବେ ମଧ୍ୟ ବିକ୍ରି କରି ପାରିବି ନାହିଁ । ତେବେ ସଂପୂର୍ଣ୍ଣ ଭାବରେ ତଦନ୍ତ ହେଲା ପରେ ଏହି ଘଟଣା କଣ ମୋଡ ନେଉଛି ଜାଣିବା ବାକି ରହିଲା । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *