ରାଜଧାନୀରେ Bhubaneswar ରେ ଭୟଙ୍କର ଘଟଣା ! ହୁତୁହୁତୁ ହୋଇ ଜଳିଗଲା ବୁଲେଟ…ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ଏଭଳି ଏକ ଅଘଟଣ ରାଜଧାନୀ ରେ ଘଟିଯାଇଛି ଯାହା ଦେଖି ସମସ୍ତେ ଭୟରେ ଥରହର ହେବାକୁ ଲାଗିଥିଲେ । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ । ଖବର ଅନୁଯାୟୀ ରାଜଧାନୀ ଭୁବନେଶ୍ବରରେ ଏକ ବୁଲେଟ ରେ ଜଣେ ବ୍ୟକ୍ତି ଯାଉଥିବା ସମୟରେ ହଠାତ ସେଥିରେ ନିଆଁ ଲାଗିଯାଇଥିଲା । ଏହି ନିଆଁ ଟି ମଝି ରାସ୍ତାରେ ଲାଗିଥିବାରୁ ସମସ୍ତେ ଡଋ ଯାଇଥିଲେ । ତେବେ ଏହିଭଳି ନିଆଁ କାହିଁକି ଲାଗିଲା ତାହାକୁ ନେଇ ବର୍ତ୍ତମାନ ସମସ୍ତେ ଆଲୋଚନା କରିବାରେ ଲାଗିଛନ୍ତି ।

ନିଆଁଟି ଚାହୁଁ ଚାହୁଁ ଏଭଳି ଭାବରେ ବଢିଲା ଯେ ଗାଡି ଟି ଜଳି ପାଉଁଶ ହେବାକୁ ଲାଗିଥିଲା । ସ୍ଥାନୀୟ ଲୋକେ ଯେତେ ପାଣି ପକାଇଥିଲେ ମଧ୍ୟ ନିଆଁଟି ଥମିବାର ନାମ ନେଉନଥିଲା । ସିଟ ସହିତ ଧୀରେ ଧୀରେ ସବୁକିଛି ଅଙ୍ଗାର ହେବାକୁ ଲାଗୁଥିଲା । ସେହି ସମୟରେ ସ୍ଥାନୀୟ ବାସିନ୍ଦା ଙ୍କ ମଧ୍ୟରୁ କେହି ଜଣେ ଅଗ୍ନିସମ ବିଭାଗକୁ ଫୋନ କରି ଜଣାଇଲେ ।

ଏହାପରେ ଅଗ୍ନିସମ ବିଭାଗ ର କର୍ମକର୍ତ୍ତା ମାନେ ଆସି ନିଆଁକୁ ବୁଝାଇବାକୁ ଲାଗିଲେ । ନିଆଁ ଏତେ ଜୋରସେ ବଢିବାକୁ ଲାଗିଥିଲା ଯେ ତାହା ସହଜରେ ବୁଝିବା ସମ୍ଭବ ନଥିଲା ତଥାପି ସମସ୍ତେ ଚେଷ୍ଟା କରି ନିଆଁ ଲିଭାଇବାରେ ସକ୍ଷମ ହେଲେ । ଲୋକମାନଙ୍କ ମନରେ ଯେଉଁ ଛନକା ପଶିଥିଲା ତାହା ମଧ୍ୟ ଦୂରେଇବାକୁ ଲାଗିଲା । ତେବେ ଗାଡି ମାଲିକ ଗାଡି ରାସ୍ତାରେ ରଖି ସେଠାରୁ ଅନ୍ୟତ୍ର ଚାଲିଯାଇଥିଲେ ।

ଏହା ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆ ରେ ବହୁଳ ଭାବରେ ଭା-ଇ-ରା-ଲ ହେବାରେ ଲାଗିଛି । ଆମ ଆଖପାଖରେ ଏହିଭଳି ଅନେକ ଦୁର୍ଘଟଣା ମାନ ଘଟିଥାଏ । ସେଥି ମଧ୍ୟରୁ କିଛି କିଛି ଦୁର୍ଘଟଣା ଏଭଳି ଭାବରେ ହୋଇଥାଏ ଯେ ଯାହାକୁ ସହଜରେ କହିବା ଅସମ୍ଭବ । ସାବଧାନତା ସହିତ ଜୀବନ ଅତିବାହିତ ନ କରିଲେ କେତେବେଳେ ଯେ କ’ଣ ହେବ ତାହା କହିବା କାହା ପକ୍ଷେ ଉଚିତ ନୁହେଁ ।

ଏହିଭଳି ଅଘଟଣରେ ଅନେକ କିଛି କ୍ଷୟ କ୍ଷତି ମଧ୍ୟ ହେବାର ଆଶଙ୍କା ରହିଥାଏ । ପୋଲିସ ମଧ୍ୟ ଘଟଣା ସ୍ଥାନରେ ପହଞ୍ଚି ବାଇକ କାହାର ପଚରା ଉଚରା କରିଥିଲେ କିନ୍ତୁ କେହି ଉଚିତ ଭାବରେ କହି ପାରୁନଥିଲେ । ଏହାକୁ ନେଇ ବର୍ତ୍ତମାନ ପୋଲିସ ଖୋଲତାଡ ଆରମ୍ଭ କରିଛନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *