Interesting GK Questions- ଏମିତି କେଉଁ ଗଛକୁ କାଟିଲେ ମଣିଷ ପରି ରକ୍ତ ବାହାରେ ? କଣ ଆପଣ କହି ପାରିବେ ?

ବନ୍ଧୁଗଣ, ଆଜି ଆମ୍ଭେ ଆପଣଙ୍କୁ କିଛି ସାଧାରଣଜ୍ଞାନ ଥିବା ପ୍ରଶ୍ନ ଉତ୍ତର ସମ୍ବନ୍ଧରେ କହିବାକୁ ଯାଉଅଛୁ ଯାହା ଆପଣଙ୍କ ବହୁତ କାମରେ ଆସିବ । ଏହିଭଳି ଅନେକ ପ୍ରଶ୍ନ ଉତ୍ତର ଅଛି ଯାହା ସମ୍ବନ୍ଧରେ ସାଧାରଣତଃ ଆମ୍ଭେ ଜାଣି ନଥିବୁ । ତେବେ ଆସନ୍ତୁ ଜାଣିନେବା ସେହି ପ୍ରଶ୍ନ ଉତ୍ତର ସମ୍ବନ୍ଧରେ ।

୧;- କେଉଁ ଜୀବର ହୃଦୟ ନାହିଁ ?

ଉତ୍ତର;- ଜେଲି ଫିସ ।

୨;- କର ବା ମର ନାରା କିଏ ଦେଇଥିଲେ ?

ଉତ୍ତର;- ମହାତ୍ମା ଗାନ୍ଧୀ ।

୩;- କେଉଁ ଖେଳାଳୀକୁ ସର୍ବ ପ୍ରଥମେ ଭାରତ ରତ୍ନ ପୁରସ୍କାର ଦିଆଯାଇଥିଲା ?

ଉତ୍ତର;- ସଚିନ ତେନ୍ଦୁଲକର ।

୪;- ସର୍ବପ୍ରଥମେ ଟ୍ରେନ କେଉଁ ଦେଶରେ ଚଳାଚଳ ହୋଇଥିଲା ?

ଉତ୍ତର;- ଇଂଲଣ୍ଡ ।

୫;- କାହାର ୩ ଟି ହୃଦୟ ଥାଏ ?

ଉତ୍ତର;- ଅକ୍ଟୋପସ ।

୬;- ଓଡିଶାର ଭାତ ହାଣ୍ଡି କାହାକୁ କୁହାଯାଏ ?

ଉତ୍ତର;- ବରଗଡ ।

୭;- କାଗଜର ଆବିଷ୍କାର କେଉଁ ଦେଶ କରିଥିଲା ?

ଉତ୍ତର;- ଚୀନ ।

୮;- ପିପିଲି କଣ ପାଇଁ ପ୍ରସିଦ୍ଧ ?

ଉତ୍ତର;- ଚାନ୍ଦୁଆ ।

୯;- ଏମିତି କେଉଁ ଗଛକୁ କାଟିଲେ ମଣିଷ ପରି ରକ୍ତ ବାହାରେ ?

ଉତ୍ତର;- ବ୍ଲଟବୁଟ ଟ୍ରି ।

୧୦;- ସବୁଠାରୁ ବଡ ଜଳଚର ପ୍ରାଣୀ କଣ ?

ଉତ୍ତର;- ନୀଳ ତିମି ।

୧୧;- କେଉଁ ଦେଶର ଲୋକ ଅଧିକ ପରିଶ୍ରମୀ ?

ଉତ୍ତର;- ଜାପାନ ।

୧୨;- ଭାରତରେ କେତୋଟି ରାଜ୍ୟ ଅଛି ?

ଉତ୍ତର;- ୨୯ ଟି ।

୧୩;- କେଉଁ ମାସରେ ଶିବରାତ୍ରି (ଜାଗର) ପାଳନ କରାଯାଏ ?

ଉତ୍ତର;- ଫାଲ୍ଗୁନ ।

୧୪;- ହିନ୍ଦୁ ଭଗବାନ ଶିବ କେଉଁ ଦିନ ମାତା ପାର୍ବତୀଙ୍କୁ ବିବାହ କରିଥିଲେ ?

ଉତ୍ତର;- ମହାଶିବରାତ୍ରି ।

୧୫;- ଭଗବାନ ଶିବ ବିଷ ପିଇଥିବା ଦିନକୁ କ’ଣ କୁହାଯାଏ ?

ଉତ୍ତର;- ମହାଶିବରାତ୍ରି ।

୧୬;- ହିନ୍ଦୁ ପୁରାଣରେ ଭଗବାନ ଶିବଙ୍କୁ କଣ ବୋଲି କୁହାଯାଏ ?

ଉତ୍ତର;- ସଂହାର କର୍ତ୍ତା ।

୧୭;- ପ୍ରଜାପତି କେଉଁଥିରୁ ସୃଷ୍ଟି ହୁଏ ?

ଉତ୍ତର;-  ଶଁବାଳୁଆ ।

୧୮;- କେଉଁ ପ୍ରାଣୀ ନିଶ ସାହାର୍ଯ୍ୟରେ ଗଳିପଥକୁ ମାପି ସେ ପଥରେ ଯାଇ ହେବକି ନାହିଁ ଜାଣିପାରେ ?

ଉତ୍ତର;- ବିରାଡି ।

୧୯;- କେଉଁ ପକ୍ଷୀ ପାଣୀ ଭିତରେ ଉଡିପାରେ ?

ଉତ୍ତର;- ଡିପର ।

୨୦;- କେଉଁ ଗଛର ଫଳ ମାଟିତଳ ଚେରରେ ମଧ୍ୟ ଫଳେ ?

ଉତ୍ତର;- ପଣସ ।

୨୧;- କେଉଁ ପ୍ରାଣିର ତିନୋଟି ହୃତପିଣ୍ଡ ?

ଉତ୍ତର;- କଟଲଫିସ ।

୨୨;- ସବୁଠାରୁ ପ୍ରାଚୀନ ପୋକ କିଏ ?

ଉତ୍ତର;- ଅସରପା ।

୨୩;- କୁଙ୍କୁମ କେଉଁ ଗଚରୁ ପ୍ରସ୍ତୁତ ହୁଏ ?

ଉତ୍ତର;- ହଳଦୀ ।

ତେବେ ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *