‘ମୋ ଝିଅକୁ ଝୁରି ଝୁରି ସ୍ତ୍ରୀର ଅବସ୍ଥା ଖରାପ ! ଗୋବିନ୍ଦକୁ ଫାଶି ଦିଆଯାଉ ଆଉ ମୋ ଝିଅକୁ ନ୍ୟାୟ ମିଳୁ’, କୋହଭରା କଣ୍ଠରେ ଝିଅ ପାଇଁ ନ୍ୟାୟ ମାଗୁଛନ୍ତି Mamita ଙ୍କ ବାପା, ଦେଖନ୍ତୁ Video

ବନ୍ଧୁଗଣ ଗୋବିନ୍ଦ ସାହୁ ବର୍ତ୍ତମାନ ଚାରି ଆଡୁ ଫ-ସି ଯାଇଛନ୍ତି । ଗୋବିନ୍ଦକୁ ଗି-ର-ଫ କରିବା ପରେ ପୋଲିସ ପଚରା ଉଚରା କରୁଛି । ବନ୍ଧୁଗଣ ଗୋବିନ୍ଦ ହେଉଛି ଏକ ରା-କ୍ଷ-ସ ଯିଏ କଲେଜ ଛାତ୍ରୀ ଓ ଶିକ୍ଷୟତ୍ରୀ ମାନଙ୍କ ସହ ଶା-ରୀ-ରି-କ ସ-ମ୍ପ-ର୍କ ରଖି ସେମାନଙ୍କୁ ଶୋ-ଷ-ଣ କରୁଥିଲା । ସାରା ଓଡିଶା ବାସୀ ଗୋବିନ୍ଦକୁ ଘୃ-ଣା କରୁଛନ୍ତି । ମମିତାଙ୍କ ପାଖରେ ଗୋବିନ୍ଦଙ୍କ କ-ଳା କ-ର୍ଣ୍ଣ-ମା-ର ଚିଠି ଥିଲା ।

ପ୍ର-ତି-ଶୋ-ଧ କ୍ରୋ-ଧ-ରେ ଅ-ନ୍ଧ ହୋଇ ଗୋବିନ୍ଦ ମମିତାଙ୍କୁ ହ-ତ୍ୟା କରିଥିଲା । ହ-ତ୍ୟା କରିବା ପରେ ସେ ମମିତାଙ୍କ ମୃ-ତ ଦେହକୁ ଖଣ୍ଡ ଖଣ୍ଡ କରି କା-ଟି ଥିଲା କା-ଟି-ବା ପରେ ସେ ଶରୀରକୁ ପୋ-ଡି ପୋ-ତି ଦେଇଥିଲା । ବର୍ତ୍ତମାନ ଗୋବିନ୍ଦର କ-ଳା କ-ର୍ଣ୍ଣ-ମା ସମସ୍ତଙ୍କ ସାମ୍ନାକୁ ଆସିଛି । ମମିତା ଯିବା ପରେ ତାଙ୍କ ପରିବାର ଉପରେ ଦୁଃଖର ପାହାଡ ଭା-ଙ୍ଗି ପଡିଛି ।

ବନ୍ଧୁଗଣ ମମିତାଙ୍କ ବାପା ଗଣମାଧ୍ୟମ ସାମ୍ନାକୁ ଆସି ଏକ ବୟାନ ଦେଇଛନ୍ତି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ମମିତା ବାପାଙ୍କ ମତରେ- ‘ପୋଲିସ ଆସିଥିଲେ ଆମ ପୀ-ଡ଼ି-ତା ପରିବାରକୁ ଦେଖିବା ପାଇଁ । ଆମେ ମାନେ ଅନୁରୋଧ କରିଲୁ ଯେ ଆମ ପୁଅକୁ ଗୋଟେ ଚାକିରି ଦେବା ପାଇଁ । ଆମ ପରିବାର ଏବେ ବହୁତ କଷ୍ଟରେ ଅଛି ତେଣୁ ଆମେ କିଛି ସାହାର୍ଯ୍ୟ ମାଗିଛୁ । ଦୋ-ଷୀ-କୁ ଫା-ଶୀ ଦ-ଣ୍ଡ ମିଳୁ ବୋଲି ଆମେ ଅନୁରୋଧ କରିଛୁ’ ।

ଆଗକୁ ମମିତା ବାପା କହିଛନ୍ତି-‘ମୋ ଝିଅକୁ ନ୍ୟାୟ ମିଳୁ । ଝିଅ ଯିବା ପରେ ମୋ ସ୍ତ୍ରୀର ଅବସ୍ତା ପୁରା ଖରାପ ଅଛି । ସେ ଦିନ ରାତି କା-ନ୍ଦୁ-ଛି ସେ ହା-ର୍ଟ ରୋଗୀ ଦିନକୁ ବହୁତ ଥର ସେ ତାଙ୍କ ଚେ-ତା ହରାଉ ଛନ୍ତି । ଗୋବିନ୍ଦ ସାହୁ ସହିତ ତା ସହ ଥିବା ସମସ୍ତ ଲୋକକୁ ଦ-ଣ୍ଡ ମିଳୁ ଆମେ କେବଳ ଏତିକି ଅନୁରୋଧ କରୁଛୁ’ । ତା ହେଲେ ବନ୍ଧୁଗଣ ମମିତା ବାପାଙ୍କ ଏହି ବୟାନରେ ଆପଣଙ୍କ ସହମତି କଣ ଆମକୁ କମେଣ୍ଟ କରି ଜଣାନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *