ଶିକ୍ଷୟତ୍ରୀ Mamita Meher ହତ୍ୟା ମାମଲାରେ ଜହ୍ଲାଦ ଗୋବିନ୍ଦ ର ରୁମ ନମ୍ୱର 20ର କଳା କାହାଣୀ, ଶୁଣିଲେ ଆପଣଙ୍କ ହୋସ ଉଡିଯିବ, ଦେଖନ୍ତୁ Video

ବନ୍ଧୁଗଣ ମମିତା ମେହେରଙ୍କ ମୃ-ତ୍ୟୁ ପରେ ମହାଲିଙ୍ଗ କଲେଜରେ ଚାଲୁଥିବା ସମସ୍ତ କ-ଳା କ-ର୍ଣ୍ଣ-ମା-ର ପ-ର-ଦା-ଫା-ସ ହୋଇଛି ଓ ଏହି ସବୁ କ-ଳା କ-ର୍ଣ୍ଣ-ମା କରୁଥିବା ଅ-ଭି-ଯୁ-କ୍ତ ଗୋବିନ୍ଦ ସାହୁଙ୍କ ଜ-ଲ୍ଲା-ଦ ରୂପ ସାମ୍ନାକୁ ଆସିଛି । ମହାଲିଙ୍ଗ କଲେଜରେ ଚାଲୁଥିବା ଅ-ନୈ-ତି-କ କାମ ଗୁଡିକ ବର୍ତ୍ତମାନ ବହୁତ ଚର୍ଚାରେ ଅଛି । ବନ୍ଧୁଗଣ ଏହି କଲେଜରେ ଛାତ୍ରୀ ଓ ଶିକ୍ଷୟତ୍ରୀ ମାନଙ୍କ ସହ ଶା-ରୀ-ରି-କ ସ-ମ୍ପ-ର୍କ ରଖୁଥିଲା ଗୋବିନ୍ଦ ।

ମମିତା ମୃ-ତ୍ୟୁ ମାମଲା ତ-ଦ-ନ୍ତ-ରେ ପୋଲିସ ଏହି କଲେଜ ରେ ଛା-ନ-ବି-ନ କରୁଥିବା ବେଳେ ଏକ ବଡ ଖବର ସାମ୍ନାକୁ ଆସିଛି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ବନ୍ଧୁଗଣ ଏହି ଖବର ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।

ବଲାଙ୍ଗୀର ପୋଲିସ ତ-ଦ-ନ୍ତ ପାଇଁ କିଛି ମହାଲିଙ୍ଗ ଗାର୍ଲ୍ସ ହଷ୍ଟେଲକୁ ଯାଇଥିଲା । କଲେଜର ସବୁ ରୁମରେ ଗୋଟିଏ ପ୍ରକାରର ତାଲା ଲାଗିଥିବା ବେଳେ ରୁମ ନମ୍ବର ୨୦ରେ ଏକ ଅଲଗା ତାଲା ଲାଗିଥିଲା ଏବଂ ତାର ଚାବି ପାଇ ନଥିଲା ବଲାଙ୍ଗୀର ପୋଲିସ । ଏଥିରୁ ଜଣା ପଡିଛି ଯେ, ୮ ରୁ ୧୧ ତାରିଖ ମଧ୍ୟରେ ଗୋବିନ୍ଦ ସମସ୍ତ ପ୍ରମାଣ ନଷ୍ଟ କରିବା ପାଇଁ ସେହି ରୁମକୁ ଯାଇଥିଲା । ରୁମ ନମ୍ବର ୨୦ ପାଖରେ ରହୁଥିବା ଅନ୍ତେବାସୀଙ୍କୁ ବାର ବାର ବଲାଙ୍ଗୀର ପୋଲିସ ଜେ-ରା କରୁଛି ।

ବନ୍ଧୁଗଣ ଏହି ମୃ-ତ୍ୟୁ ମାମଲା ସହ ରୁମ ନମ୍ବର ୨୦ର ସମ୍ପର୍କ ଅଛି । ତେବେ ରୁମ ନମ୍ବର ୨୦କୁ ଗୋବିନ୍ଦ କେତେ ଥର ଯାଇଥିଲା । ହଷ୍ଟେଲରେ ସିସିଟିଭି କ୍ୟାମେରା ଲାଗିଛି । କ୍ୟାମେରା ଚେକ କରିଲେ ଜଣା ପଡିଯିବ ଯେ ରୁମ ନମ୍ବର ୨୦କୁ ଗୋବିନ୍ଦ କେତେ ଥର ଓ କଣ ପାଇଁ ଯାଉଥିଲା । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *