‘ରାଜେଶ୍ୱରୀ ବୋହୂ ନୁହେଁ ମୋ ଝିଅ ଥିଲା, ସମସ୍ତଙ୍କ ଅଲିଅଳି ଥିଲା, ମତେ ସେ ସବୁବେଳେ…’ ରାଜେଶ୍ଵରୀଙ୍କ ଶାଶୁ କାନ୍ଦି କାନ୍ଦି କଣ କହିଲେ ଦେଖନ୍ତୁ Video

ବନ୍ଧୁଗଣ ଓଡିଆ ଟିଭି ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ରାଜେଶ୍ଵରୀ ରାୟ ମହାପାତ୍ରଙ୍କର ଦେହାନ୍ତ ପରେ ସାରା ଓଡିଆ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛି । ରାଜେଶ୍ଵରୀ ଜଣେ ଆଗ ଧାଡିର ଅଭିନେତ୍ରୀ ଥିଲେ ସେ ନିଜ ଦମଦାର ଅଭିନୟ ପଦର୍ଶନ କରି ଓଡିଆ ଇଣ୍ଡଷ୍ଟ୍ରିରେ ସୁନାମ ଅର୍ଜନ କରିଥିଲେ ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ତେବେ ବନ୍ଧୁଗଣ ରାଜେଶ୍ଵରୀ ଦୀର୍ଘ ଦିନ ଧରି କ୍ୟାନ୍ସର ରୋଗ ସହ ଲଢେଇ କରୁଥିଲେ ଏମିତି କି ସେ କ୍ୟାନ୍ସରରୁ ସୁସ୍ଥ ମଧ୍ୟ ହୋଇଯାଇଥିଲେ ।

ହେଲେ ହଠାତ ତାଙ୍କ ଦେହ ଅସୁସ୍ଥ ହେବାରୁ ସେ ପ୍ରାଣ ହରାଇଛନ୍ତି । ତେବେ ଏନେଇ ତାଙ୍କ ମା ଗଣମାଧ୍ୟମ ସାମ୍ନାକୁ ଆସି ନିଜ ଦୁଃଖ ପ୍ରକାଶ କରିଛନ୍ତି । ବନ୍ଧୁଗଣ ତାଙ୍କ ମା ଗଣମାଧ୍ୟମ ସାମ୍ନାରେ କହିଛନ୍ତି-‘ମୋ ପାଖରେ କିଛି କହିବାକୁ ବାକି ନାହିଁ । ସେ ମୋର ଝିଅ ଥିଲା ଝିଅ ତ ପଳେଇଲା ଆଉ କିଏ ଅଛି ମୋର ଆଉ କେହି ନାହିଁ ।

ମୋତେ ଧୋକା ଦେଇ ସେ ଚାଲିଗଲା । ମୁଁ କଣ କରିବି ଭଗବାନ ଏତେ ନିଷ୍ଠୁର ହେଲେ କାହିଁକି । ସେ ସମସ୍ତଙ୍କର ଝିଅ ଥିଲା ସମସ୍ତଙ୍କ ଅଲିଆଳି କନ୍ୟା ଥିଲା ସେ କନ୍ୟାକୁ ଚଢେଇ ନେଲେ ଆମ ପାଖରୁ । ସେ ମୋର ମନ ଚିହ୍ନି ଥିଲା । ମୋର ଗୋଡ ଠାରୁ ଚୁଟି ପର୍ଯ୍ୟନ୍ତ ସବୁ ସେ ସଜେଇ ଥିଲା ଆଉ କିଏ ସଜେଇବ ।

ମୋ ପଛେ ପଛେ କୁହେ ମମି ଏଇଟା କରିବା ମମି ସେଇଟା କରିବା ସେ ଯିବା ପରେ ମୁଁ ଭାଙ୍ଗି ଗଲି ମୋ ଦମ୍ଭ ଭାଙ୍ଗି ଗଲା । ସେ ଆଉ ନାହିଁ ମୁଁ କଣ କରିବି ଆଉ କିଛି ବାକି ନାହିଁ’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ରାଜେଶ୍ଵରୀଙ୍କ ମା ନିଜ ଦୁଃଖ ପ୍ରକାଶ କରିଛନ୍ତି । ରାଜେଶ୍ଵରୀ ଯିବା ପରେ ତାଙ୍କ ପରିବାର ଉପରେ ଦୁଃଖର ପାହାଡ ଭାଙ୍ଗି ପଡିଛି । ରାଜେଶ୍ଵରୀଙ୍କ ମା, ବାପା, ଭାଇ, ଭଉଣୀ, ସ୍ଵାମୀ ଓ ସାରା ପରିବାର ଲୋକଙ୍କ ଆଖିରୁ ଲୁହ ରହୁ ନାହିଁ ।

ସମସ୍ତେ ନିସ୍ତୁକ ହୋଇ ପଡିଛନ୍ତି । ସୋସିଆଲ ମିଡିଆରେ ଏବେ କେବଳ ରାଜେଶ୍ଵରୀଙ୍କର ଚର୍ଚ୍ଚା ଜୋର ଧରିଛି । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *