” ମୋ ଦେହରେ କେହିଜଣେ ଚିପ୍ ଖଞ୍ଜିଛି, ମୋ ଆଖିବାଟେ ଆପଣ ସମସ୍ତଙ୍କୁ ଦେଖିପାରୁଛନ୍ତି ” ଏଭଳି ଅଭିଯୋଗ ଆଣିଛନ୍ତି ଯୁବକ

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ଜଣେ ଯୁବକ ମିଡିଆ ସାମ୍ନାରେ ଏଭଳି ଏକ ଅଭିଯୋଗ ଆଣିଛି ଯାହା ଶୁଣି ଆପଣ ଚକିତ ହୋଇଯିବେ । ହଁ ଦର୍ଶକବନ୍ଧୁ ବାହାର ଦେଶରେ ଏଭଳି ଯନ୍ତ୍ରର ନୂତନୀକରଣ କରାଯାଇଥାଏ । ତେବେ ଆମ ଦେଶରେ ମଧ୍ୟ ତାହା ଦେଖିବାକୁ ମିଳିଛି । ଯୁବକଙ୍କ କହିବା ଅନୁସାରେ ତାଙ୍କୁ ରିମୋର୍ଟ ନ୍ୟୁମୋରିକାଲ ଅତ୍ୟାଚାର କରାଯାଉଛି ।

ଏହା ଦ୍ଵାରା ଦୁର୍ବୁତ୍ତ ମାନେ ଯୁବକର ଚିନ୍ତାଧାରା ଓ ପାଠପଢାକୁ ଜାଣିପାରୁଛନ୍ତି । ମାନସିକ ସ୍ତରରେ ଯୁବକଙ୍କୁ ଅତ୍ୟାଚାର କରି ତା ସ୍ଵପ୍ନକୁ ଅଧାରେ ଭାଙ୍ଗିବାର ଯୋଜନା କରିଥିବା ଯୁବକ କହିଛନ୍ତି । ଏହା ସମ୍ପର୍କରେ ଯୁବକ କହିଛନ୍ତି ସେମାନେ ତା ବଡ଼ି ଭିତରକୁ ଚିପ୍ ଖଞ୍ଜିଛନ୍ତି ବା ଡ଼ିଏନଏ ରେ ଚିପ୍ କୁ ଏକ୍ଟିଭ କରାଯାଇଥିବ । ଏଣୁ ଯୁବକ ମାନସିକ ସ୍ତରରେ ଦୁର୍ବଳ ଦେଇପଡିଛି ଗତଦୁଇ ବର୍ଷ ହେଲାଣି ତା ସହିତ ଏଭଳି  ଘଟୁଥିବା କହିଛି ।

କେତେକ ଦୁର୍ବୁର୍ତ୍ତ କରିଛନ୍ତି ଏବଂ ତାଙ୍କର ନାଁ ମଧ୍ୟ  ପୋଲିସକୁ କହିଛନ୍ତି ମାତ୍ର ଏଯାଏ କୋଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ । ଏହାକୁ ସନ୍ଧାନ କରିବା ପାଇଁ ମୋତେ ଦୁଇ ବର୍ଷ ଲାଗିଲା ଗୁଗଲରୁ ସର୍ଚ କରିକି ଏହା ସମ୍ପର୍କରେ ଜାଣିଲି । ସେହି ଲୋକମାନେ ମୋ ପଢାରେ ବାଧା ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି ରାତିରେ ଟେଷ୍ଟ ଦେବାକୁ ଗଲେ ମୋ ଫୋନକୁ ବ୍ଲକ କରିଦେଉଛନ୍ତି ଏବଂ ଶୋଇଲା ବେଳେ ମୁଁ ଖରାପ ସ୍ଵପ୍ନ ଦେଖୁଛି ।

ଯାହା ଦେଖିବାକୁ ମୁଁ ଇଛା କରେନି ଏବେ ବି ସେମାନେ ମୋ ଆଖି ଦ୍ଵାରା ଆପଣମାନଙ୍କୁ ଦେଖିପାରୁଛନ୍ତି ॥  ମୋ ସାନ ଭାଇର ସହିତ ମଧ୍ୟ ଏଭଳି କରାଯାଇଛି ସେ ଡାନ୍ସ ରେ ଚାମପୀୟନ ରାଜ୍ୟସ୍ତରର ପ୍ରତିଯୋଗୀତାରେ  ଯାଇ ଜିତିକୁ ଆସିବା ପିଲା ଆଜି ମାନସିକ ସ୍ତରରେ ଚାପ ପାଉଛି । ମୁଁ ଜାଣିଛି ନୟାପଲ୍ଲୀ ବେହରା ସାହିର ଦିବ୍ୟରଞ୍ଜନ ବେହରା ଓ ତାଙ୍କ ଭାଇ ରବି ।

ସେମାନଙ୍କ ଚନ୍ଦନ ଯୋଗାଯୋଗ ବୋଲି ଦୋକାନ ଅଛି ଏବଂ ସେମାନେ ହିଁ ମୋତେ ମନିଟର କରୁଛନ୍ତି । ତେବେ ଏହାକୁ ନେଇ ଯୁବକ ଡ଼ିସିପି ସାରଙ୍କ ପାଖକୁ ଅଭିଯୋଗ ଦେବା ପାଇଁ ଆସିଥିବା କହିଛନ୍ତି । 

Leave a Reply

Your email address will not be published. Required fields are marked *