‘ମୋ ଭଉଣୀ ନିଶା ମହାରଣା ପିଣ୍ଟୁ ଭାଇଙ୍କୁ ଭଲ କରିବ, ତାକୁ ଯେତେ ଖରାପ କହିଲେ ବି ସେ…’: Mitu Mithun

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମୋ ସାନ ଭଉଣୀ ନିଶା ମହାରଣା ପିନ୍ଟୁ ନନ୍ଦଙ୍କୁ ସାହାଜ୍ଯ କରିବାକୁ ଆଗେଇ ଆସିଛି ଜାଣି ବହୁତ ଭଲ ଲାଗିଲା । ତେବେ ଏପରି କିଛି ମତ ଓଡିଆ କଳାକାର ମିଟୁ ମିଥୁନଙ୍କ ମୁହଁରୁ ଶୁଣିବାକୁ ମିଳିଛି । ତେବେ ମିଟୁ ମିଥୁନଙ୍କ କହିବା ଆଧାରରେ ନିଶା ମହାରଣା ମୋର ସାନ ଭଉଣୀଟି ପରି ହେବ । ତେବେ ମୁଁ ୩ ଦିନ ହେବ ପିନ୍ଟୁ ପାଖରେ ଥିଲି । ଯେତେବେଳେ ଜାଣିବାକୁ ପାଇଲି ନିଶା ୧୦ ହଜାର ଟଙ୍କାର ଆର୍ଥିକ ସାହାଜ୍ଯ କରିବାକୁ ଆସିଛି ।

ସେତେବେଳେ ବହୁ ଖୁସି ଲାଗିଲା । ତେବେ ନିଶାକୁ ମୁଁ ବଡ ଭାଇ ହିସାବରେ ଖାଲି ଏତିକି କହିବି । ନିଶା ଏପରି ସବୁବେଳେ ସାହାଜ୍ଯ ମନୋଭାବ ସବୁବେଳେ ତୋ ପାଖରେ ରଖିଥା । ଏହା ଛଡା ନିଜ କଥା ବାର୍ତ୍ତାକୁ ସଂଯମ କରି ନିଜକୁ ଟିକେ ଠିକ କରିଦେ । ଦେଖିବେ ସବୁ କିଛି ଭଲ ହୋଇଯିବ । ଓଡିଶାବାସୀଙ୍କର ମଧ୍ୟ ତୋ ପ୍ରତି ଭଲ ପାଇବା ଓ ଆଶ୍ରୀବାଦ ରହିବ । ତେବେ ଅଭିନେତା ମିଟୁ ମିଥୁନ ମଧ୍ୟ ନିଶା ମହାରଣାଙ୍କ ବିଷୟରେ ଏପରି କିଛି ମନ୍ତବ୍ୟ ଦେଇଛନ୍ତି ।

ଯେଉଁଠାରେ କି ମିଟୁ ମିଥୁନ କହିଛନ୍ତି । ଯଦି ନିଶା ମହାରଣା ବର୍ଷା, ଅର୍ଚିତା ହେବ ବୋଲି କହିଥାନ୍ତା । ତେବେ ହୁଏତ ଲୋକ ତାକୁ ଅଭିନୟ କରିବାର ସୁଯୋଗ ଦେଇପାରିନଥାନ୍ତେ । ତେବେ ସେ ନିଜର ଏକ ନୂଆ ପରିଚୟ କରି ସନି ଲିଓନ ହେବି ବୋଲି କଥା କହି ଭାଇରାଲ ହେବା ପରେ ଲୋକ ତାକୁ ବହୁ ମାତ୍ରାରେ ଜାଣିଲେ ।

ତାପରେ ସେ ଭାଇରାଲ ହେବା ପରେ ତାକୁ ବହୁ ମାତ୍ରାରେ ଅଭିନୟ କରିବାର ମଧ୍ୟ ସୁଯୋଗ ମିଳୁଛି । ଯେଉଁଠାରେ କି ସେ ଟଙ୍କା କମାଇ ନିଜର ଆବଶ୍ୟକତା ସହ ଲୋକଙ୍କ ଦୁଃଖସୁଖରେ ସହଭାଗୀ ହେଉଛି । ତେବେ ନିଶା ଖାଲି ନିଜକୁ ସଂଯମ କରିନେଲେ ସବୁକିଛି ପୁଣି ଠିକ ହୋଇଯିବ । ତେବେ ଅଭିନେତା ପିନ୍ଟୁ ନନ୍ଦଙ୍କୁ ବହୁ ସଦ ହୃଦୟବାନ ଲୋକଙ୍କ ସାହାଜ୍ଯ ନିହାତି ଭାବରେ ରହୁଛି ।

ଏହା ସହିତ ଓଡିଆର ଅନେକ କଳାକାର ଅଭିନେତା ପିନ୍ଟୁଙ୍କୁ ଦେଖା କରିବା ସହ ତାଙ୍କୁ କିଛି ଆର୍ଥିକ ସହାୟତା ମଧ୍ୟ କରୁଛନ୍ତି । ତେବେ ଭଗବାନଙ୍କ ନିକଟରେ ପିନ୍ଟୁ ନନ୍ଦଙ୍କ ସ୍ଵାସ୍ଥର ଉନ୍ନତି ନିମନ୍ତେ କାମନା କରନ୍ତୁ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଅମପେଜକୁ ଲାଇକ୍, କମେଣ୍ଟ ଓ ବହୁ ମାତ୍ରାରେ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *