‘ତୁ ବନ୍ଧୁ ନୁଂହରେ ମୋ ପାଇଁ ତୁ ଭଗବାନ, ତୁ ମୋ ପାଇଁ ଆଜି ଯାହା କରିଛୁ…’: Pintu Nanda

ନମସ୍କାର ବନ୍ଧୁଗଣ  ସୂଚନା ଅନୁସାରେ ନିକଟ ଅତୀତରେ ଅଭିନେତା ପିନ୍ଟୁ ନନ୍ଦଙ୍କ ଲିଭର ଜନିତ ସମସ୍ଯାରେ ସ୍ଵାସ୍ଥ ଅବସ୍ଥା ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି । ତେବେ ପିନ୍ଟୁଙ୍କ ଲିଭର ଟ୍ରାନ୍ସପ୍ଲାନେଟେସନ ପାଇଁ ଲକ୍ଷ ଲକ୍ଷ ଟଙ୍କାର ଆବଶ୍ୟକତା ପଡୁଛି । ତେବେ ପାଖାପକ୍ଷୀ ୫୦ ରୁ ୬୦ ଲକ୍ଷ ତାଙ୍କର ଆବଶ୍ୟକତା ପଡୁଛି । ଯାହାକି ବର୍ତ୍ତମାନ ସମୟରେ ପିନ୍ଟୁଙ୍କ ସ୍ଵାସ୍ଥର ଚିକିତ୍ସା ପାଇଁ ବାଧକ ସାଜୁଛି ।

ତେବେ ପିନ୍ଟୁଙ୍କ ଏଭଳି ଘଡିସନ୍ଧି ମୂହୁର୍ତ୍ତରେ ତାଙ୍କ ପାଖେ ପକ୍ଷେ ରହି ସାହାଜ୍ଯ କରିବାକୁ ଆଗେଇ ଆସିଛନ୍ତି ଓଡିଆ କଳକର ମିଟୁ ମିଥୁନ । ତେବେ ମିଟୁ ମିଥୁନ କେବଳ ଜଣେ ବନ୍ଧୁ କାହିଁକି ସେ ବର୍ତ୍ତମାନ ସମୟରେ ପିନ୍ଟୁ ନନ୍ଦଙ୍କ ପାଇଁ ଭଗବାନ ସାଜିଛନ୍ତି । ପିନ୍ଟୁଙ୍କ ଚିକିତ୍ସା ସମୟର ପ୍ରତ୍ଯେକଟି ସମୟରେ ସେ ତାଙ୍କ ପାଖେ ପାଖେ ଥାଇ ଭଲ ମନ୍ଦ କଥା ବୁଝିଛନ୍ତି ।

ତେବେ ମିଟୁ ମିଥୁନ ଅନେକ ବର୍ଷ ଧରି ଓଡିଆ ଫିଲ୍ମ ମାନଙ୍କରେ ସାଇଡ ଖଳନାୟକ ଭାବରେ ଦେଖିବାକୁ ମିଳନ୍ତି । ତେବେ ଏବେ ଏବେ ମିଟୁ ମିଥୁନ ମୁଖ୍ୟ ଖଳନାୟକ ଭାବରେ ମଧ୍ୟ ସାମ୍ନାକୁ ଆସିଛନ୍ତି । ତେବେ ଚରିତ୍ରରେ ହୁଏତ ମିଟୁ ମିଥୁନ ଖଳନାୟକ ରୂପରେ ଆସି ନିଜର ଅଭିନୟ ଦ୍ଵାରା ଲୋକଙ୍କ ମନରେ ଭୟ ସୃଷ୍ଟି କରିଥାନ୍ତି ।

ହେଲେ ନିଜ ପ୍ରକୃତ ଜୀବନରେ ସେ ତାଙ୍କର ଅନ୍ୟ ପ୍ରତି ଥିବା ସେବା ଓ ସହଯୋଗ ମନୋଭାବ ପାଇଁ ଜଣେ ପ୍ରକୃତ ହିରୋ ସାଜିପାରିଛନ୍ତି । ତେବେ ମିଟୁ ମିଥୁନଙ୍କ ସମେତ ପିନ୍ଟୁଙ୍କର ଘର ପରିବାର ସାଙ୍ଗସାଥି ସମସ୍ତେ ପିନ୍ଟୁଙ୍କ ସ୍ଵାସ୍ଥର ଖରାପ ସ୍ଥିତିରେ ତାଙ୍କ ପାଖରେ ଛିଡା ହୋଇଛନ୍ତି ।

ତେବେ କେବଳ ପିନ୍ଟୁଙ୍କ ପରିବାର ନୁହେଁ ପିନ୍ଟୁ ଅନେକ ବର୍ଷ ଧରି ଯେଉଁ କଳା ଜଗତରେ କାମ କରିଆସୁଛନ୍ତି । ସେହି ଓଡିଆ ଇଣ୍ଡଷ୍ଟ୍ରିର ସମସ୍ତ କଳାକାର ମାନଙ୍କୁ ନେଇ ମଧ୍ୟ ଅଭିନେତା ପିନ୍ଟୁ ଏକ ପରିବାର ବୋଲି ଭାବନ୍ତି । ତେବେ ବହୁ ଓଡିଆ କଳାକାର ଅନଭିନେତା ପିନ୍ଟୁଙ୍କୁ ସାହାଜ୍ଯ କରିବା ସହ ତାଙ୍କ ସ୍ଵାସ୍ଥର ଉନ୍ନତି ପାଇଁ ଭଗବାନଙ୍କ ପାଖରେ କାମନା ମଧ୍ୟ କରୁଛନ୍ତି ।

ତେବେ ଓଡିଶାବାସୀ ମଧ୍ୟ ପିନ୍ଟୁ ନନ୍ଦଙ୍କ ପାଇଁ ଭଗବାନଙ୍କ ନିକଟରେ ପ୍ରାଥନା କରିବା ସହ ତାଙ୍କର ମଙ୍ଗଳ କାମନା କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର ନିହାତି ଭାବରେ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *