‘ଏଠି ଗୁହାରୀ କରିବ ଯାହାକୁ ଗେରସ୍ତ କରିଛି ତାହାକୁ…’ ଦେଖନ୍ତୁ ଏମିତି କାହିଁକି କହିଲେ କେନ୍ଦ୍ର ମନ୍ତ୍ରୀ Dharmendra Pradhan

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଏଠି ଗୁହାରୀ କରିବ ଯାହାକୁ ମୁଁ ଗେରସ୍ତ କରିଛି ତାହାକୁ । ତେବେ ସୂଚନା ମୁତାବକ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମୁହଁ ବର୍ତ୍ତମାନ ଗଣ ମାଧ୍ୟମଙ୍କ ଆଗରେ ଏପରି କହିବାର ଖବର ଆସି ପହଞ୍ଚିଛି । ତେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ଟାର୍ଗେଟ କରି ପୂର୍ବତନ ସ୍ଵାସ୍ଥ ମନ୍ତ୍ରୀଙ୍କ ଘଟଣା ପାଇଁ  ଏପରି କିଛି ନିଜର ପ୍ରତିକ୍ରିୟା ରଖିଛନ୍ତି ।

ତେବେ କେନ୍ଦ୍ର ମନ୍ତ୍ରୀଙ୍କ କହିବା ଅନୁଯାଇ ଜଣେ ମନ୍ତ୍ରୀ ଙ୍କର ବିଚ ରାସ୍ତା ଉପରେ guleemada କରାଯାଇ ହତୟଆ କରିବାକୁ ଉଦ୍ୟମ କରାଗଲା । ଏହା ସହିତ ତାହା ପୁଣି ଜଣେ ପୋଲିସ ASI କର୍ମଚାରୀଙ୍କ ଦ୍ଵାରା ଏପରି କିଛି ଘଟିଲା । ଏହା ଆଇନ ଶ୍ରୁଙ୍ଖଳାର ବିପର୍ଜ୍ୟସ୍ଥ ପରିସ୍ଥିତିକୁ ସୂଚନା ଦେଉଛି । ତେବେ ଏତେ ସବୁ କାଣ୍ଡ ଘଟି ସାରିବା ପରେ ମନ୍ତ୍ରୀ ନବ ଦାସଙ୍କର ପରଲୋକ ମଧ୍ୟ ହୋଇଗଲା ।

ହେଲେ ଆଜି ପର୍ଯ୍ୟନ୍ତ ମଧ୍ୟ ତାଙ୍କ କେଶ ଉପରେ କ୍ରାଇମ ବ୍ରାଞ୍ଚ ତନାଘନା ଜାରୀ ରଖିଛି । ହେଲେ ସେପରି କିଛି ଠୋସ ପ୍ରମାଣ ଯୋଗାଇ ପାରୁନାହାନ୍ତି । ଏହା ସହିତ ଡିଜିଙ୍କୁ ଏହି ସମ୍ପର୍କିତ କଥା ପଚାରିଲେ ।  ପୋଲିସ ଡିଜି ସବୁ ଭଗବାନଙ୍କ ହାତକୁ ଟେକି ଦେଉଛନ୍ତି । ତେବେ କଣ ଓଡିଶା ଆଇନ ଶ୍ରୁଙ୍ଖଳା ଆମ ଓଡିଶାରେ ଏହିପରି ରହିଛି ।

ଏଠି ଗୁହାରୀ କରିବୁ ଯାହାକୁ ମୁଁ ଗେରସ୍ତ କରିଛି ତାହାକୁ । ତେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡିଶା ସରକାରଙ୍କୁ ଏପରି କିଛି ଓଡିଆ ଢଗଢମାଳୀ ଦ୍ଵାରା କଟାକ୍ଷ କରି କହିଛନ୍ତି । ତାଙ୍କ କହିବା ଅନୁଯାଇ କେବଳ ପୂର୍ବତନ ସ୍ଵାସ୍ଥ ମନ୍ତ୍ରୀ ନବ ଦାସଙ୍କ ଘଟଣା ନୁହେଁ । ଏପରି ଅନେକ କିଛି ଓଡିଶାରେ ଘଟୁଛି ।

ଯାହାର ସଠିକ ଭାବରେ ତଦନ୍ତ ହୋଇପାରୁନାହିଁ ବୋଲି ଘଟଣାଟି ଏକ ମିଷ୍ଟ୍ରି ହୋଇ ରହିଯାଉଛି । ତେବେ ବହୁ ଗୁଡିଏ ଘଟଣାର ତଦନ୍ତରେ ସଠିକ ତଥ୍ୟ ମଧ୍ୟ ସାମ୍ନାକୁ ଆସୁନାହିଁ । ତେବେ ଓଡିଶାରେ ଏପରି ଭାବରେ ହେବା ଏହା ଆଇନ ଶାସନର ବିପର୍ଜ୍ୟସ୍ଥ ନମୁନା ସୂଚିତ କରୁଛି ।

ଯାହାକି ଓଡିଶାର ଶାସନ ନିୟମରେ ବହୁ ମାତ୍ରାରେ ବିଶ୍ରୁଙ୍ଖଳା ପରିସ୍ଥିତି ସୃଷ୍ଟି କରୁଛି । ଯଦି ଏହି ପୋଷ୍ଟଟି ଭଲ ଆପଣ ମାନଙ୍କୁ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *