ମୋ ବାପାଙ୍କ ଘରକୁ ଯିବା ପାଇଁ କଣ ମୋର ଅଧିକାର ନାହିଁ ? ମତେ କାହିଁକି ମନା କରାଯାଉଛି, ରଶ୍ମୀବାବୁ, ସେ ମୋ ସ୍ତ୍ରୀ, ମୁଁ ଯଦି ତାଙ୍କୁ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମୁଁ ମୋ ଘରକୁ ଯିବା ପାଇଁ କାହିଁକି କାହାର ଅନୁମତି ନେବି ! ବର୍ଷାଙ୍କର ସେହି ଘର ଉପରେ ଯେତିକି ଅଧିକାର ରହିଛି ମୋର ମଧ୍ୟ ମୋ ବାପାଙ୍କ ଘରେ ସେତିକି ମାତ୍ରାରେ ଅଧିକାର ରହିଛି । ବାପାଙ୍କର ପୈତୃକ ଘର ଉପରେ ମୁଁ ତାଙ୍କ ପୁଅ ହୋଇକି କଣ ମୋର ଏତିକି ଅଧିକାର ନାହିଁ । ତେବେ ଏଭଳି କିଛି ଯୁକ୍ତି ଅଭିନେତା ଅନୁଭବ ମହାନ୍ତି ରଶ୍ମି ରଞ୍ଜନ ନାମକ ପୋଲିସ ଅଫିସରଙ୍କ ସହିତ କଲ୍ କରି କହିଛନ୍ତି ।

ତେବେ ବହୁ ଚର୍ଚିତ ଷ୍ଟାରର କଳି ଅଭିନେତା ଅନୁଭବ ଓ ଅଭିନେତ୍ରୀ ବର୍ଷାପ୍ରିୟଦର୍ଶିନୀଙ୍କର ପାରିବାରିକ ସମସ୍ଯା ବିଷୟ ସାରା ଓଡିଶାରେ କିଛି ମାସ ତଳେ ଚହଳ ସୃଷ୍ଟି କରିଥିଲା । ତେବେ ଏହାପରେ ପରେ ଥାନା ଓ କୋର୍ଟ କଚେରୀ ପର୍ଯ୍ୟନ୍ତ ମଧ୍ୟ କଥା ଯାଇଥିଲା । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କର ଆଇନତଃ ଡିଭୋର୍ଷ ହୋଇନାହିଁ । ତେଣୁ ଅନୁଭବଙ୍କ ବାପାଙ୍କ ଘରେ ଅର୍ଥାତ ବର୍ଷାଙ୍କ ଶାଶୁ ଘରେ ହିଁ ବର୍ତ୍ତମାନ ସମୟରେ ବର୍ଷା ପ୍ରିୟଦର୍ଶିନୀ ରହୁଛନ୍ତି ।

ହେଲେ ସେଠାରେ ଅନୁଭବ ମଧ୍ୟ ରହୁଛନ୍ତି । ତେବେ ଅନୁଭବଙ୍କ ପୋଲିସ ଅଫିସରଙ୍କୁ କହିବା ଅନୁସାରେ ମୋ ଘର ମୋର ଯେତେବେଳେ ଯାହା କାମ ପଡିବ । ମୁଁ ମୋ ଘରୁ ଯାଇ ଆସି ପାରିବି । ହେଲେ ମୋ ଘରେ ମୋତେ ବର୍ଷା ମୋତେ ସେପରି କିଛି ମଧ୍ୟ କରେଇ ଦେଉନାହାନ୍ତି । ଆମ ଘରେ ବର୍ଷା ତାଙ୍କର ମନମାନି ଚାଳାଇଛନ୍ତି । ମୁଁ ଯେତେବେଳେ ଘରକୁ ଫେରୁଛି । ସେତେବବେଳେ ଘର ଆଗରେ ତାଲା ପଡିରହୁଛି ।

ମୁଁ ଚାହିଁଲେ ଟିକେ ମୋ ବେଡରୁମକୁ ଯାଇ ପାରୁନାହିଁ । ବର୍ଷା ଯେଉଁ ଏଭଳି ସବୁ କରୁଛନ୍ତି ଏହା କଣ ଠିକ ନା ଭୁଲ ଆପଣ ହିଁ ପୋଲିସ ବାବୁ ମୋତେ କୁହନ୍ତୁ । ମୁଁ ବର୍ତ୍ତମାନ ସମୟରେ ବହୁତ ହିଁ ହୀନସ୍ଥାରେ ରହୁଛି । ମୋ ବେଡରୁମରେ ମୋ ସ୍ତ୍ରୀ ରହୁଛନ୍ତି । ତେବେ କଣ ମୋ ବେଡରୁମକୁ ଯିବା ପାଇଁ ମୋତେ ମୋର ସ୍ତ୍ରୀ ବର୍ଷାଙ୍କର ପରାମର୍ଶ ନେବା ପାଇଁ ପଡିବ କି !

ତେବେ ଏପରି କିଛି କଲ୍ ମାଧ୍ୟମରେ କଥାବାର୍ତ୍ତା ଅନୁଭବ ପୋଲିସ ଅଫିସରଙ୍କ ସହ ହୋଇଛନ୍ତି । ଏଥିପାଇଁ ତାଙ୍କୁ ନ୍ୟାୟ ଦରକାର ବୋଲି ପୋଲିସଙ୍କ ନିକଟରେ ନିବେଦନ ମଧ୍ୟ କରିଛନ୍ତି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *