ବାହାରେ ସିନ୍ଦୁର ପିନ୍ଧି ଶାଢ଼ୀ ବାଣ୍ଟୁଛ ,ଆଉ ଘର ଭିତରେ ସ୍ୱାମୀକୁ ତାଲା ପକାଉଛ, ତୁମେ କୁହ ମୁଁ କଣ ଏଠି ପୀଡିତ ନୁହେଁ ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବାହାରେ ସିନ୍ଦୁର ପିନ୍ଧି ଶାଢୀ ବାଣ୍ଟୁଛନ୍ତି, ଆଉ ଘରେ ସ୍ଵାମୀକୁ ତାଲା ପକାଉଛନ୍ତି ! ତେବେ ଏପରି କିଛି ମତ ଅଭିନେତା ଅନୁଭବ ମହାନ୍ତି ଜଣେ ପୋଲିସ ଅଫିସରଙ୍କ ସହ ଆଲୋଚନା କରି କହିଛନ୍ତି । ତେବେ ଏଠାରେ ଅଭିନେତା ଅନୁଭବ ନିଜର ଦାମ୍ପତ୍ୟ ଜୀବନର କଳହକୁ ନେଇ କେତେ ମାତ୍ରାରେ ପୀଡିତ ହୋଇ ରହିଛନ୍ତି । ତାହାକୁ ସବୁ ଟିକିନିକି କରି ପୋଲିସ ବାବୁଙ୍କ ସହ କଲ୍ କରି କହୁଛନ୍ତି ।

ଯେ ମୁଁ ଘର ଉପରେ ମୋର ଯଥେଷ୍ଟ ଅଧିକାର ରହିଛି । ହେଲେ ଏମିତି କଣ ପାଇଁ କରୁଛନ୍ତି । ବାହାରେ ସିନ୍ଦୁର ଓ ଶାଢୀ ପିନ୍ଧି ଶାଢୀ ବାଣ୍ଟୁଛନ୍ତି । ନିଜର ଲୋକ ପବ୍ଲିସିଟି ବଢାଇବା ପାଇଁ ବାହାରେ ଲୋକଙ୍କ ସାମ୍ନାରେ ଭଲ ହୋଇଯାଉଛନ୍ତି । ନିଜର ସିନ୍ଦୁରକୁ ବଜାୟ ରଖିବା ପାଇଁ ଅନ୍ୟ ମାନଙ୍କୁ କହୁଛନ୍ତି । ହେଲେ ନିଜର ସିନ୍ଦୁରକୁ ଘରେ ପଶିବାକୁ ଅନୁମତି ଦେଉ ନାହାନ୍ତି । ମୁଁ ଯେତେବେଳେ ଘରକୁ ଆସୁଛି । କିମ୍ବା କୌଣସି ଅତିଥିଙ୍କୁ ସାଥିରେ ନେଇକି ଘରକୁଆସୁଛି ।

ମୋର କଣ ଅଧିକାର ନାହିଁ ? ସେମାନଙ୍କୁ ସାଙ୍ଗରେ ଆଣିଛି । ମାନେ ତାଙ୍କୁ ଘର ଭିତରକୁ ନେବି । ଅତିଥି ମାନଙ୍କର ସମ୍ମାନର ସହ ସତ୍କାର କରିବି । ହେଲେ ସେପରି ମୁଁ କିଛି ମଧ୍ୟ କରିପାରୁ ନାହିଁ । ତାଲା ପକାଇ ଦିଆଯାଉଛି ମୁଁ ଘର ମଧ୍ୟକୁ ଯାଇ ମଧ୍ୟ ପାରୁନାହିଁ । ତେବେ ଏପରି କିଛି କଥା ପୋଲିସ ଅଫିସରଙ୍କ ସାମ୍ନାରେ କହିବା ସମୟରେ ଯଦିଓ ଅଭିନେତା ଅନୁଭବ ଏଠାରେ ତାଙ୍କ ପତ୍ନୀ ବର୍ଷାଙ୍କ ନାମ ଉଲ୍ଲେଖ କରି ନାହାନ୍ତି ।

ହେଲେ ଅନୁଭବଙ୍କ କହିବା ଅନୁଯାଇ ତାଙ୍କର ସମସ୍ତ କଥା ସେ ବର୍ଷାଙ୍କ ଉଦ୍ଧେଶ୍ୟରେ ହିଁ ଇଙ୍ଗିତ କରି କହୁଛନ୍ତି । ଅନୁଭବଙ୍କ କହିବା ଶୈଳୀରେ ମୁଁ ବହୁ ମାତ୍ରାରେ ପୀଡିତ ହେଉଅଛି । ଏଥିପାଇଁ ସେ ପୋଲିସ ଅଫିସରଙ୍କ ସହ ନିଜର ଦୁଃଖକୁ ଶେୟାର କରିଛନ୍ତି ।

ଏଥିପାଇଁ ମଧ୍ୟ ସେ ପୋଲିସ ଅଫିସରଙ୍କ ସାହାଜ୍ଯ ଓ କିଛି ପରାମର୍ଶ ମଧ୍ୟ ଲୋଡିଛନ୍ତି । ତେବେ ଅପର ପକ୍ଷରେ ପୋଲିସ ଅଫିସର ଜଣଙ୍କ ମଧ୍ୟ ତାଙ୍କ ସହ ବ୍ୟକ୍ତିଗତ ସ୍ତରରେ ଦେଖା କରି ତାଙ୍କୁ ତାଙ୍କ ସମସ୍ଯାର ସମାଧାନ କହିବେ ବୋଲି କହିଛନ୍ତି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *