ମୋ ବାପାଙ୍କ ଘର ଏଇଟା ଆଉ ସେ ମୋ ସ୍ତ୍ରୀ…ମୁଁ ଯେତେବେଳେ ଚାହିଁଲେ ତାଙ୍କ ପାଖକୁ ଯାଇ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମୋ ବାପାଙ୍କ ଘର ବର୍ଷା ହେଉଛନ୍ତି ମୋର ସ୍ତ୍ରୀ ! ମୋ ଘର ମୋ ବେଡ଼ରୁମକୁ ଯିବା ପାଇଁ ମୁଁ କାହିଁକି କାହାର ଅନୁମତି ମାଗିବୀ 1 ତେବେ ଏପରି କିଛି କଥା ବର୍ତ୍ତମାନ ସମୟରେ ଅଭିନେତା ଅନୁଭବ ମହାନ୍ତିଙ୍କର ଅଡିଓ କଲ୍ ଭାଇରାଲ ହେବାରେ ଲାଗିପଡିଛି । ତେବେ ବହୁ ଚର୍ଚିତ ଷ୍ଟାରର ଅଭିନେତା ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କର ଦାମ୍ପତ୍ୟ ଜୀବନର ସମସ୍ଯାରେ ପୁଣି ଆସିଛି ଏକ ନୂଆ ଟ୍ଵିଷ୍ଟ !

ତେବେ ଅନୁଭବଙ୍କ ସହ ବର୍ଷାଙ୍କର ଆଇନତଃ ଡିଭୋର୍ଷ ହୋଇନାହିଁ । ସେଥିପାଇଁ ବର୍ଷା ଏବେ ପର୍ଯ୍ୟନ୍ତ ମଧ୍ୟ ବର୍ଷା ଅନୁଭବଙ୍କ ଘରେ ରହୁଛନ୍ତି । ହେଲେ ସେଠାରେ ବର୍ଷାଙ୍କର ରହିବାରେ ଅନୁଭବଙ୍କର ଯଦିଓ କିଛି ସମସ୍ଯା ନାହିଁ । ହେଲେ ଅନୁଭବଙ୍କର ଘରୁ ଯିବା ଆସିବା ସମୟରେ ବହୁ ସମସ୍ଯାର ସମ୍ମୁଖୀନ ହେଉଛନ୍ତି । କାରଣ ବର୍ଷା ଯୁଆଡେ ଯାଉଛନ୍ତି ରୁମ୍ ରେ ତାଲା ଦେଇ ଚାଲିଯାଉଛନ୍ତି । ଅନୁଭବ ଘରକୁ ଯେତେବେଳେ ଆସୁଛନ୍ତି ।

ସେତେବେଳେ ଘରେ ତାଲା ପଡିକି ରହୁଛି । ଅନୁଭବ ନିଜ ବେଡ଼ରୁମ୍ କୁ ମଧ୍ୟ ଟିକେ ଯାଇ ପାରୁନାହାନ୍ତି । ତେବେ ନିଜର ସମସ୍ତ ସମସ୍ଯାକୁ ଗୋଟି ଗୋଟି କରି ଅନୁଭବ ମହାନ୍ତି ପୋଲିସ ଅଫିସର ରଶ୍ମି ରଞ୍ଜନଙ୍କ ସହ କଲ୍ କରି କଥାବାର୍ତ୍ତା ହେଉଛନ୍ତି । ସେଠାରେ ଅନୁଭବ ପୋଲିସ ଅଫିସରଙ୍କୁ କହିଛନ୍ତି । ଯେ ରଶ୍ମି ରଞ୍ଜନ ବାବୁ ଶୁଣନ୍ତୁ । ଏଇଟା ମୋ ବାପାଙ୍କ ଘର ତେଣୁ ଏହି ଘର ଉପରେ ମୋର ଯେତିକି ଅଧିକାର ରହିଛି ।

ବର୍ଷା ମୋର ସ୍ତ୍ରୀ ହିସାବରେ ତାଙ୍କର ମଧ୍ୟ ଘର ଉପରେ ଏବେ ସେତିକି ମାତ୍ରାରେ ଅଧିକାର ରହିଛି । ହେଲେ ମୋ ଘରେ ମୁଁ ପୀଡିତ ହେଇକି ରହୁଛି । ମୁଁ କଣ ମୋ ବେଡରୁମକୁ ଯିବା ପାଇଁ ମୋ ସ୍ତ୍ରୀ ବର୍ଷାଙ୍କର ପର୍ମିଶନ ମାଗିବି । ସେ ଯେତେବେଳେ ଚାହିଁବେ କଣ ମୁଁ ଘର ଭିତରକୁ ଜୀବି । ଯେତେବେଳେ ଘରକୁ ଆସୁଛି । ପ୍ରାୟ ସମୟ ଘରେ ତାଲା ପଡିକି ରହୁଛି ।

ତେଣୁ ପୋଲିସ ବାବୁ ମୋ ସମସ୍ଯାର ଶୀଘ୍ର କିଛି ସମାଧାନ କରନ୍ତୁ । ମୋର ରହିବାରେ ବହୁତ ହିଁ ଅସୁବିଧା ହେଉଛି ।  ଯେତେବେଳେ ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *