Braja Singh କହିଲେ ‘ଦମନ ଚାଲିଗଲା ବୋଲି ସବୁ ଭାବୁଛନ୍ତି ଆମ ଫିଲ୍ମ ବି ଚାଲିବ, କିଛି ଲୋକ ଅଛନ୍ତି କିଛି ମ ଦେଖି ପର କଥାରେ ମାତି…’

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଦମନ ଚାଲିଗଲା ବୋଲି ସବୁ ଭାବୁଛନ୍ତି ଆମ ଫିଲ୍ମ ବି ଚାଲିବ ! ତେବେ ଏପରି କିଛି ନିଜସ୍ଵ ମନ୍ତବ୍ୟ ରଖିଛନ୍ତି ଓଡିଆ କଳାକାର ବ୍ରଜ ସିଂହ । ତେବେ ଓଡିଆ ସିନେମାକୁ ଦେଖିବା ପାଇଁ ଆଗ ସମୟ ଭଳି ଦର୍ଶକ ସେତେ ମାତ୍ରାରେ ହଲ୍ କୁ ଯାଉନାହାନ୍ତି । କାରଣ ଏହାର ମୂଳ କାରଣ ହେଉଛି । ଯେ ଆଜିର ବର୍ତ୍ତମାନ ସମୟରେ ଗାରେ ଘରେ ଲୋକ ମାନଙ୍କ ପାଖରେ ମନୋରଞ୍ଜନ କରିବା ପାଇଁ ବହୁତ କିଛି ସୁବିଧା ଉପଲବ୍ଧ ହୋଇଯାଉଛି ।

ଟିଭି ଠାରୁ ନେଇକି ଫୋନ ପର୍ଯ୍ୟନ୍ତ ସବୁଥିରେ ଲୋକ ମାନେ ଫିଲ୍ମକୁ ବହୁତ ଶୀଘ୍ର ଓ ସୁବିଧାରେ ଦେଖି ଦେଉଛନ୍ତି । ତେଣୁ କଣ ପାଇଁ ସେମାନେ ଟଙ୍କା ଖରଚ କରିକି ହଲ୍ କୁ ଆସିକି ଫିଲ୍ମ ଦେଖିବେ । ଏହା ଛଡା ଯଦି ଫିଲ୍ମ ମଧ୍ୟ ସେହିପରି ଓଡିଆ କଟେଣ୍ଟକୁ ନେଇ ଭଲ ଭାବରେ ନିର୍ମାଣ କରାଯିବ । ତେବେ ଫିଲ୍ମ ପାଇଁ ଲୋକ ବାଧ୍ୟ ହୋଇ ହଲ୍ସ କୁ ଆସିବେ ।

ଯେପରି ଓଡିଆ ସୁପରଷ୍ଟାର ବାବୁଶାନଙ୍କ ଅଭିନୀତ ଦମନ ଫିଲ୍ମ ବହୁତ ଲୋକଙ୍କର ଲୋକପ୍ରିୟତା ମିଳିପାରିଛି । ଓଡିଶା କାହିଁକି ଓଡିଶା ବାହାରେ ମଧ୍ୟ ଫିଲ୍ମକୁ ଭଲ ପାଇବା ମିଳିଛି । ହେଲେ ସେହିପରି ପ୍ରତୀକ୍ଷାକୁ ମଧ୍ୟ ଭଲ ପାଇବା ମିଳିଛି । ହେଲେ କିଛି କିଛି ଫିଲ୍ମ ହିଟ୍ ହେଉଛି । ବୋଲି ସବୁ ଓଡିଆ ଫିଲ୍ମ ହିଟ୍ ହେବ ତାହା ତ କହିହେବ ନାହିଁ ।

ଯଦି ଭଲ ଭଲ କଟେଣ୍ଟକୁ ନେଇ ଓଡିଆ କାହାଣୀ ଭିତ୍ତିକ ଫିଲ୍ମ ନିର୍ମାଣ କରାଯିବ । ତାହାକୁ ହଲ୍ ରେ ପକାଯିବ । ଲୋକ ମାନେ ଦେଖିବାକୁ ଆସିବେ । ହେଲେ ତାହେଲେ ତାହା ହିଟ୍ ହେବ କି ନାହିଁ । ତାହା ଭଗବାନଙ୍କର ହାତର କଥା ଅଟେ । ହେଲେ ଓଡିଆ ସିନେମା ଜଗତକୁ ଆଗେଇ ନେଇଯିବାକୁ ହେଲେ ।

ଫିଲ୍ମ ନିର୍ମାଣ କାରୀ ମାନଙ୍କ ପ୍ରୟାସ ଜାରୀ ରହିବା ଉଚିତ । ଏହା ସହ ଓଡିଶାର ଦର୍ଶକ ହଲକୁ ଆସି ଫିଲ୍ମ ଦେଖିବା ଦରକାର । ତାହେଲେ ଯାଇ ଓଡିଆ ଫିଲ୍ମ ଆଗ ଭଳି ଚାଲିବ । ତେବେ ମୋର ମଧ୍ୟ ଆଗକୁ ସମୟ କହିବ କିଏ କାହାର ଫିଲ୍ମ ଆସୁଛି । ଆଶା କରୁଛି ଫିଲ୍ମକୁ ଲୋକଙ୍କର ଭଲ ପାଇବା ମିଳୁ ବୋଲି ଅଭିନେତା ବ୍ରଜ ସିଂହ କହିଛନ୍ତି । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *