ମାଙ୍କଡ ସହ ଫ୍ରାଙ୍କ, ଏମିତି ନାଚିଲା ମାଙ୍କଡ, ଦେଖିଲେ ହସି ହସି ପେଟ ଦରଜ ହେଇଯିବ, ଦେଖନ୍ତୁ ଏହି Video

ବନ୍ଧୁଗଣ ଏବେ ଦୁନିଆର ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି । ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ଏହା ସହିତ ଲୋକମାନେ ନିଜ ମନୋରଞ୍ଜନ ପାଇଁ ମଧ୍ୟ ସୋସିଆଲ ମିଡିଆର ବ୍ୟବହାର କରୁଛନ୍ତି ।

ସୋସିଆଲ ମିଡିଆରେ ଏପରି ଅନେକ ଭିଡିଓ ଭାଇରାଲ ହେଉଛି ଯାହା ଆପଣଙ୍କ ମନୋରଞ୍ଜନ କରିଦେବ । ଅନେକ ଲୋକ ନିଜ ଟ୍ୟାଲେନ୍ଟ ସୋସିଆଲ ମିଡିଆରେ ପଦର୍ଶନ କରି ଅତି ସହଜରେ ଫେମସ ହୋଇ ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓଟି ଦେଖିଲେ ବହୁତ ହସିବେ । ତେବେ ଏହି ଭିଡିଓ ଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଅନେକ ଫ୍ରାଙ୍କ ବା ମଜାକ ଭିଡିଓ ଦେଖିଥିବେ । ଅଧିକାଂଶ ଫ୍ରାଙ୍କ ଭିଡିଓ ମଣିଷଙ୍କ ଉପରେ କରାଯାଇଥାଏ । ହେଲେ ଏହି ଭିଡିଓରେ କିଛି ମାଙ୍କଡଙ୍କ ସହ ଫ୍ରାଙ୍କ କରା ହେଇଛି ।

ଟ୍ଵିନ ଟାଇଜ ସୋ ନାମକ ଏକ ୟୁଟ୍ୟୁବ ଚ୍ୟାନେଲରେ ଏହି ଫ୍ରାଙ୍କ ଭିଡିଓଟି ଅପଲୋଡ କରାଯାଇଛି । ଭିଡିଓରେ ଜଣେ ବ୍ୟକ୍ତି ଏକ କଦଳୀରେ ଏକ ନକଲି ସାପକୁ ଏକ ପତଳା ସୂତାରେ ବାନ୍ଧି ଦେଇଛି ଆଉ ମାଙ୍କଡ ବୁଲୁ ଥିବା ସ୍ଥାନରେ ପୋତି ଦେଇଛି । କିଛି ସମୟ ପରେ ସେହି ସ୍ଥାନକୁ ଏକ ମାଙ୍କଡ ଆସୁଛି ଆଉ କଦଳୀକୁ ଦେଖି ମାଙ୍କଡଟି ଧୀରେ ଧୀରେ ସାବଧାନତାର ସହ ଆଗକୁ ବଢୁଛି ।

କଦଳୀ ପାଖକୁ ଯିବା ପରେ ମାଙ୍କଡଟି ସିଧା କଦଳୀଟିକୁ ଧରୁଛି ହେଲେ ସେହି ସମୟରେ ନକଲି ସାପଟି ମାଟିରୁ ବାହାରି ଯାଉଛି । ନକଲି ସାପକୁ ଦେଖି ମାଙ୍କଡ ଗୋଟେ ଡିଆଁରେ ଚମ୍ପଟ ମାରୁଛି । ଏହା ପରେ ମାଙ୍କଡଟି ଦୂରରେ ରହି ଚେକ୍ ମଧ୍ୟ କରୁଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଫ୍ରାଙ୍କ ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *