ପୁରୀ ବେଳାଭୂମିରେ ଗାଧଉଥିବା ବେଳେ ଭାସିଯାଇଥିବା ଯୁବକଙ୍କ ମିଳିଲା ନିଖୋଜ ମୃତଦେହ, ଦେଖନ୍ତୁ କେଉଁଠୁ ଓ କିପରି ମିଳିଲା ମୃତଦେହ ?

ବନ୍ଧୁଗଣ ଏବେ ଦୁନିଆର ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି । ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି  ।

ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଭିଡିଓ ଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ପୁରୀ ସମୁଦ୍ର ବେଳାଭୂମିରେ ଗାଧାଉ ଥିବା ବେଳେ ନିଖୋଜ ହୋଇଯାଇଥିବା ବ୍ୟକ୍ତିଙ୍କ ମୃତ ଦେହ ଆଜି ପୋଲିସ ଜବତ କରିଛି ।

ପୁରୀ ଚନ୍ଦ୍ରଭାଗା ମେରାଇନ ଥାନା ପୋଲିସ ମୃତ ଦେହକୁ ଜବତ କରିଛି । ମୃତକ ହେଲେ ବାଲେଶ୍ଵର ଜିଲ୍ଲା  ସଜିନ ଗାଁର ବଂଶୀଧର ବେହେରା । ଗତ କାଲି ରାତିରେ ବାଲେଶ୍ଵର କଇଁଛ ଘର ନିକଟସ୍ଥ ସମୁଦ୍ର କୂଳରୁ ତାଙ୍କ ଶବକୁ ଜବତ କରିଛି ପୋଲିସ । ଏନେଇ ମେରାଇନ ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଶବ ବେବଛେଦ ନିମନ୍ତେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଛି ।

ଶନିବାର ସକାଳେ ବଂଶିଧର ନିଜ ଛୋଟ ପୁଅର ମାନସିକ ଚୁଟି ପକାଇବା ପାଇଁ ପୁରୀ ଯାଇଥିଲେ ଏହା ସହ ପୁରୀ ସ୍ଵର୍ଗଦ୍ଵାର ସମ୍ମୁଖ ସମୁଦ୍ରରେ ଗାଧାଉ ଥିବା ବେଳେ ହଠାତ ପୁଅ ଆଗରେ ବଂଶିଧର ଗଭୀର ସମୁଦ୍ରକୁ ଭାସି ଯାଇ ନିଖୋଜ ହୋଇଯାଇଥିଲେ । ବହୁତ ଖୋଜା ଖୋଜି ପାରିବା ସତ୍ବେ ତାଙ୍କର ପତ୍ତା ମିଳି ନଥିଲା । ଏପଟେ ପୁଅର ନିଖୋଜ ଖବର ଶୁଣି କାନ୍ଦି କାନ୍ଦି ଚେତାଶୁନ୍ୟ ହୋଇଯାଉଥିଲେ ବୃଦ୍ଧ ବାପା ମା ।

ଆଜି ତାଙ୍କ ମୃତ ଦେହ ମିଳିଛି । ତେବେ ବନ୍ଧୁଗଣ ଏହି ଘଟଣାଟି ଯେତେ ଆଶ୍ଚର୍ଯ୍ୟ ଜନକ ସେତିକି ହୃଦୟ ବିଦାରକ । ତେବେ ଏହି ଘଟଣାକୁ ନେଇ ସାରା ଓଡିଶାରେ ଚର୍ଚ୍ଚା ଜୋର ଧରିଛି ଓ ଅନେକ ଲୋକ ଏହି ଘଟଣାକୁ ନେଇ ନିଜର ପ୍ରତିକ୍ରିୟା ଦେଉଛନ୍ତି । ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *