ମଣିଷ ପଣିଆ ଆଜି ବି ବଞ୍ଚିଛି, ଯାହାର ପ୍ରମାଣ ଅଟେ ଏହି ଭିଡିଓ, ଥରେ ଦେଖନ୍ତୁ ଏହି Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଆଜିର ଏହି ସ୍ୱାର୍ଥପର ଦୁନିଆ ରେ ବହୁତ ଲୋକ ଙ୍କୁ ଦେଖିଥିବେ ଯିଏ ନିଜ ଫାଇଦା ହି ଖୋଜିଥାନ୍ତି ଅନ୍ୟ କୁ ଫାଇଦା ଦେବା ଭାବନ୍ତି ନାହିଁ କାରଣ ଏଠାରେ କେହି କାହାର ନିଜର ନୁହେଁ । ସମସ୍ତେ ଦିନକୁ ଦିନ ପଶୁ ପାଲଟି ଯାଉଛନ୍ତି । ଅନ୍ୟ କୁ ସାହାଯ୍ୟ ନିଜର ମୁଣ୍ଡ ବ୍ୟଥା ବୋଲି ମଧ୍ୟ ଭାବୁଛନ୍ତି । ତେବେ କିନ୍ତୁ ସବୁ ମଣିଷ ଏଭଳି ନଥାନ୍ତି କିଛି ମଣିଷ ଏଭଳି ଅଛନ୍ତି ଯେଉଁ ମାନଙ୍କ ଭିତରେ ଆଜି ବି ମନୁଷ୍ୟତା ଭରି ରହିଛି ସେମାନେ ଅନ୍ୟର ସାହାର୍ଯ୍ୟ ମଧ୍ୟ କରୁଛନ୍ତି । ତେବ ଆସନ୍ତୁ ସେହି ଭଳି କିଛି ଭିଡିଓ ଦେଖି ନେବା ଯେଉଁ ଥିରେ ମନୁଷ୍ୟର ଅଲଗା ରୂପ ଦେଖୁବାକୁ ମିଳିବ ଆସନ୍ତୁ ଦେଖିନେବା ।

୧- ପ୍ରଥମ ଭିଡ଼ିଓ ରେ ଜଣେ କୁକୁର ର ଗୋଡ଼ ଭାଙ୍ଗି ଯାଇଥିଲା ଏବଂ ସେ ବହୁତ କଷ୍ଟ ରେ ଚାଲୁ ଥିଲା । ତେବେ କିଛି ଲୋକ ଏହି କୁକୁର ର ଏଭଳି ଅବସ୍ଥା କୁ ସହି ନ ପାରି ତାକୁ ଉଧାର କରି ତାର ଚିକିତ୍ସା କରିବାକୁ ଲାଗିଲେ ଏବଂ ସେ କୁକୁର ଟି କିଛି ମାସ ପରେ ଚାଳିବାକୁ ମଧ୍ୟ ଲାଗିଲା ।

୨- ଦ୍ଵିତୀୟ ଭିଡ଼ିଓ ରେ ଏକ କାର ରେ ଜଣେ ଛୋଟ ଛୁଆ ଭିତରେ ଲକ ହୋଇ ଯାଇଥିଲା । ତେବେ ଏହା ପୋଲିସ ଦେଖି ସେହି ଛୁଆ କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କଲେ ତେବେ କିଛି ବାଟ କିନ୍ତୁ ମିଳୁ ନଥିଲା ସେତେବେଳେ ପୋଲିସ ସହିତ ଧରା ପଡିଥିବା ଚୋର ମାନେ ନିଜର ତିଲଶ୍ମି ଢଂଗ ରେ ଗାଡି ର ଲକ କୁ ଖୋଲି ଦେଲେ ଏବଂ ସେହି ଛୁଆ କୁ ଉଦ୍ଧାର କରି ହେଲା ।

୩- ତୃତୀୟ ଭିଡିଓ ରେ ରାସ୍ତା ରେ ଗୋଟିଏ ବତକ ନିଜ ଛୁଆ ମାନଂକୁ ନେଇ ଯାଉଥିଲା ଠିକ ସେହି ସମୟରେ ଡ୍ରେନ ରେ ତାର ଛୁଆ ମାନେ ପଡିଗଲେ ତେବେ ଠିକ ସେହି ସମୟରେ କିଛି ଲୋକ ଆସି ସେହି ଛୁଆ ମାନଂକୁ ଡ୍ରେନ ଭିତରୁ ଉଦ୍ଧାର କରି ଦେଇଥିଲେ ।


୪- ଚତୁର୍ଥ ଭିଡିଓ ରେ ହେଉଛି ଏକ ସୁନସାନ ରାସ୍ତା ରେ ତିନିଜଣ ଯୁବତୀ ଯାଉଥିବା ବେଳେ ଏକ କାର ରେ କିଛି ଯୁବକ ତାଙ୍କୁ ହଇରାଣ କରୁଥିଲେ ତେବେ ସେହି ସମୟରେ ଜଣେ ଯୁବକ ନିଜ ବାଇକ ଆଣି ସେହି ଝିଅ ମାନଙ୍କ ସହ ଚାଲିକି ଯିବାକୁ ଲାଗିଲା ଏହା ଦ୍ୱାରା ସେମାନ ଙ୍କୁ କୌଣସି ଅସୁବିଧା ର ସାମନା କରିବାକୁ ନ ପଡୁ ।

ତେବେ ଆମକୁ ମଧ୍ୟ ଏହି ମାନବିକତା କୁ ବଞ୍ଚାଇ ରଖିବାକୁ ପଡିବ ଜଣେ ମଣିଷ ଅନ୍ୟ ଜଣଙ୍କର ସାହାର୍ଯ୍ୟ କରିବାକୁ ପଡିବ ତେବେ ଯାଇଁ ଏହି ଦୁନିଆ ସୁନ୍ଦର ହୋଇ ରହିବ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *