ମିଳିଲା Swiggy ଡେଲିଭରି ବୟ ର ସନ୍ଧାନ, ନାଟକ ରୁ ଉଠିଲା ପରଦା, ପ୍ରେମ ପାଇଁ ରଚିଥିଲା ଅପହରଣର ନାଟକ ! ଜାଣନ୍ତୁ କେଉଁଠି ଲୁଚି ବସିଛି ସେ ?

ବନ୍ଧୁଗଣ ଗତ କିଛି ଦିନ ତଳେ ଏକ ଅ-ଡି-ଓ ଭା-ଇ-ରା-ଲ ହୋଇଥିଲା । ପତିତପାବନ ପୃଷ୍ଟି ନାମକ ଏକ ଡେଲିଭରି ବୟଙ୍କ ଅ-ପ-ହ-ର-ଣ ହୋଇଥିଲା ବୋଲି ଖବର ଆସିଥିଲା । ପତିତପାବନ ନିଜେ ଏକ ଅ-ଡି-ଓ ରେକର୍ଡ ନିଜ ପତ୍ନୀକୁ ଦେଇଥିଲେ ଯେଉଁଥିରେ ସେ ବହୁତ ସୁନ୍ଦର ନାଟକ କରିଥିଲେ । ଅ-ଡି-ଓ ରେକର୍ଡରେ ସେ କହିଥିଲେ ଯେ, ତାଙ୍କୁ କିଛି ଲୋକ ଅ-ପ-ହ-ର-ଣ କରି ତାଙ୍କ ଟଙ୍କା ମୋବାଇଲ ଫୋନ ଆଦି ନେଇ ଯାଇଛନ୍ତି ଏହା ସହ ତାଙ୍କୁ ଛୁ-ରୀ ମା-ରି-ଛ-ନ୍ତି । ଏହି ଅ-ଡି-ଓ ବିଷୟରେ ଜାଣିବା ପରେ ତାଙ୍କ ପରିବାର ଲୋକ ତାଙ୍କୁ ଦିନ ରାତି ସ-ନ୍ଧା-ନ କରୁଥିଲେ ।

ଧଉଳି ଥାନାରେ ତାଙ୍କ ପରିବାର ଲୋକ ଅ-ଭି-ଯୋ-ଗ କରିଥିଲେ ଯାହା ଫଳର ପୋଲିସ ନିଜର ତ-ଦ-ନ୍ତ ଆରମ୍ଭ କରିଥିଲେ । ପତିତପବନ ସ୍ଵିଗି ଡେଲିଭରି ବୟ ଭାବରେ କାମ କରୁଥିଲେ । ଗତ ଦୁଇଦିନ ଧରି ଲଗାଣ ବର୍ଷା ହୋଇଥିଲେ ମଧ୍ୟ ପୋଲିସ ତାଙ୍କର ଟେକନିକାଲ ଟିମ ସହ ତ-ଦ-ନ୍ତ କରିଥିଲେ । ବନ୍ଧୁଗଣ ବର୍ତ୍ତମାନ ତାଙ୍କର ସ-ନ୍ଧା-ନ ମିଳି ଯାଇଛି ଓ ତାଙ୍କର ସମସ୍ତ ନାଟକର ପରଦାଫାସ ହୋଇଛି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ ।

ମିଡିଆ ରିପୋର୍ଟ ଅନୁସାରେ ବର୍ତ୍ତମାନ ମଧ୍ୟପ୍ରଦେଶର ଏକ ସ୍ଥାନରେ ପତିତପାବନ ଓ ତାଙ୍କ ସହ ଏକ ଯୁବତୀ ଅଛନ୍ତି । ସେ ଦୁଇଜଣ ଯିବା ସମୟରେ ତାଙ୍କୁ ରେଲୱେ ପୋଲିସ ଅଟକ ରଖିଛି । କମିସନରେଟ ପୋଲିସ ମଧ୍ୟ ଏହି ସୂଚନାକୁ କନଫର୍ମ କରିସାରିଛନ୍ତି । ଏବେ ସୁଧା କମିସନରେଟ ପୋଲିସର ଏକ ଟିମ ମଧ୍ୟ ପ୍ରଦେଶ ଅଭିମୁଖେ ବାହାରି ଯାଇଛି । ପତିତ ପାବନଙ୍କର ଅ-ଡି-ଓ ରେକର୍ଡ ଡ୍ରାମା ବର୍ତ୍ତମାନ ସମସ୍ତଙ୍କ ସାମ୍ନାରେ ଆସିଛି ।

ଯୁବତୀଙ୍କ ସହ ରହିବା ପାଇଁ ପତିତପାବନ ଏକ ସୁନ୍ଦର ଡ୍ରାମା କରି ଫେ-ରା-ର ହୋଇ ଯାଇଥିଲେ ବୋଲି ଲୋକମାନେ କହୁଛନ୍ତି । ନିଜ ସ୍ତ୍ରୀ ଓ ପରିବାର ଲୋକଙ୍କୁ ଚ-କ-ମା ଦେଖାଇ ଫେ-ରା-ର ହୋଇଯାଇଥିଲେ ପତିତାପବାନ । ହେଲେ ବହୁତ ଶୀଘ୍ର ସେ ଓଡିଶା ଆସଯିବେ ଓ ତାଙ୍କର ସମସ୍ତ କଥାକୁ ବୁଝା ଯିବ । ତା ହେଲେ ବନ୍ଧୁଗଣ ଏହି ଘଟଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *