Swiggy ଡେଲିଭରି ବୟ ପତିତ ପାବନଙ୍କୁୁ ଅପହରଣ କରାଯାଇଛି ନା ନିଜେ ପତିତପାବନ ରଚିଛନ୍ତି ଏହି ନାଟକ, ସାମ୍ନାକୁ ଆସିଲା ଏହି ବଡ ପ୍ରମାଣ, ଦେଖନ୍ତୁ Video

ବନ୍ଧୁଗଣ, କିଛି ଦିନ ତଳେ ପତିତ ପାବନ ନାମକ ଡେଲିଭରି ବୟ ନି-ଖୋ-ଜ ହେବା ମି-ଡି-ଆ ରେ ଘୁରି ବୁଲିଥିଲା । ମାତ୍ର ଏହା ରହସ୍ୟ ର ବିଷୟ ପାଲଟିଛି ଯେ ଡେଲିଭରି ବୟ ପତିତ ପାବନ ଙ୍କୁ କିଏ ଅ-ପ-ହ-ର-ଣ କରିଅଛି ? ଏହାର ସୁ-ରା-ଗ ବର୍ତ୍ତମାନ ପର୍ଯ୍ୟନ୍ତ ପୋଲିସ କୁ ମିଳିନାହିଁ କାହିଁକି ? ପତିତ ପାବନ କୁ ଅ-ପ-ହ-ର-ଣ କରାଯାଇଅଛି କିମ୍ବା ପତିତ ପାବନ ନିଜେ ଭିଆଇଛନ୍ତି ଏହି ନାଟକ ? ବର୍ତ୍ତମାନ ଏହା ପୋଲିସ ପାଇଁ ଏକ ମୁଣ୍ଡ ବ୍ୟଥାର କାରଣ ପାଲଟିଛି ।

ପତିତ ପାବନ ଙ୍କ ଗାଡି କୁ ବର୍ତ୍ତମାନ ପର୍ଯ୍ୟନ୍ତ ପୋଲିସ ଠାବ କରିପାରି ନାହିଁ । ପତିତ ପାବନ ଙ୍କୁ ଯଦି ଅଟୋ ରେ ଅ-ପ-ହ-ର-ଣ କରାଯାଇଅଛି ତେବେ ତାଙ୍କ ଅଟୋ କୁଆଡେ ଗଲା ? ଗାଡି ଯଦି ଖରାପ ଥିଲା ତେବେ ଗାଡି ନିଶ୍ଚିନ୍ତ ଆଖ ପାଖ ଅଞ୍ଚଳରେ ହିଁ ରହିବା କଥା । ପତିତ ପାବନ ମୋବାଇଲ ରେ ଭୟସ ମେସେଜ ତାଙ୍କ ପତ୍ନୀ ଙ୍କୁ ୯.୪୫ ମିନିଟ ରେ ଦେଇଥିଲେ । ଏବଂ ୧୦.୧୫ ମିନିଟ ରେ ଅ-ପ-ହ-ର-ଣ ଅଭିଯୋଗ କରାଯାଇଥିଲା ।

ସମୁଦାୟ ୩୦ ମିନିଟ ଭିତରେ କିଏ ପତିତ ପାବନ ଙ୍କୁ ଅ-ପ-ହ-ର-ଣ କରିଲା ? ସୂଚନା ଅନୁଯାୟୀ ପତିତ ପାବନ ବ୍ୟାଙ୍କରୁ ୩୦ ହଜାର ଟଙ୍କା ଉଠାଇ ଥିଲେ । ମାତ୍ର ବର୍ତ୍ତମାନ ପ୍ରଶ୍ନ ଉଠୁଅଛି ଯେ ୩୦ ହଜାର ଟଙ୍କା ନିମନ୍ତେ କେହି କଣ ଅ-ପ-ହ-ର-ଣ କରିବ ? ଦୁର୍ବୁତ୍ତ ମାନେ ସେହି ୩୦ ହଜାର ଟଙ୍କା ନେଇ ଛାଡି ଦେଇଥାନ୍ତେ । ପତିତ ପାବନ ଙ୍କ ସ୍ତ୍ରୀ ଙ୍କ କହିବା ଅନୁଯାୟୀ ଫୋନ ମେସେଜ ଆସିବା ପରେ ଆଉ ସେ କିଛି ଜାଣି ନାହାଁନ୍ତି । ଯଦି ଫୋନ କୁ ଅ-ପ-ହ-ର-ଣ-କା-ରୀ ନେଇଯା ଇଥିଲେ ତେବେ କିପରି ଭାବରେ ଫୋନ କଲେ ପତିତ ପାବନ ?

ପତିତ ପାବନ ଙ୍କୁ ମେସେଜ ଦେବା ନିମନ୍ତେ କଣ ଅ-ପ-ହ-ର-ଣ-କା-ରୀ ସୂଚନା ଦେବାକୁ ଚାହୁଁଥିଲେ ? ଏହି ସମସ୍ତ ଘଟଣା କୁ ଦେଖି ବର୍ତ୍ତମାନ ପୋଲିସ ଙ୍କୁ ମୁ-ଣ୍ଡ ବ୍ୟ-ଥା ହେବାରେ ଲାଗିଛି । ପତିତ ପାବନ ଫୋନରେ କହିଥିଲେ ଯେ ଅ-ପ-ହ-ର-ଣ କା-ରୀ ତାଙ୍କୁ ଛୁ-ରୀ ଭୁ-ଶି ଅଟୋ ରେ କେଉଁଠାକୁ ବସାଇ ନେଇ ଯାଉଛନ୍ତି । ମାତ୍ର ଯଦି ଏଭଳି ହୋଇଛି ତେବେ ଡେ-ଡ-ବ-ଡି ଗଲା କୁଆଡେ ?

ପୋଲିସ ତ-ଦ-ନ୍ତ କରିବା ପରେ ଲିଙ୍ଗିପୁର ପାଖ ଦୟାନଦୀ ନିକଟସ୍ଥ ରାସ୍ତାରେ ପତିତ ପାବନ ଙ୍କ ଚପଲ, ଗଞ୍ଜି, ବ୍ୟାଗ, ପାଣି ବୋତଲ ଏବଂ ଏକ ଛୁ-ରୀ ପଡିଥିବାର ଦେଖିବାକୁ ମିଳିଥିଲା । ଏ ନେଇ ବର୍ତ୍ତମାନ ତ-ଦ-ନ୍ତ କରୁଛି ପୋଲିସ । ତେବେ ବର୍ତ୍ତମାନ ଏଠି ପ୍ରଶ୍ନ ଉଠୁଅଛି ଯେ ଡେଲିଭରି ବୟ ପତିତ ପାବନ ନିଜେ ନାଟକ କରିଛନ୍ତି ନା ତାଙ୍କୁ ଅ-ପ-ହ-ର-ଣ କରାଯାଇଅଛି ? ବର୍ତ୍ତମାନ ଏହା ଜାଣିବା ଅପେକ୍ଷାରେ । ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜକୁ ଫାଲୋ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *