ଚନ୍ଦ୍ରନାଗ ଦଂଶନ କରିବାରୁ ବୁଢୀ ମା’ ର ଅବସ୍ଥା ଗୁରୁତର, ଦରକାର ଆପଣଙ୍କ ଆଶୀର୍ବାଦ, ଦେଖନ୍ତୁ Video

ବନ୍ଧୁଗଣ ଗତ କିଛି ସମୟ ହେବ ପ୍ରକ୍ଷାତ ସାପ ଧରାଳି ମିର୍ଜା ଆରିଫ ନିଜ ସୋ-ସି-ଆ-ଲ ମି-ଡି-ଆ ଆ-କା-ଉ-ଣ୍ଟ-ରେ ଏକ ଭି-ଡି-ଓ ଅପଲୋଡ କରିଛନ୍ତି । ମିର୍ଜା ହେଉଛନ୍ତି ଏକ ସାପ ଧରାଳି ସେ ସମସ୍ତ ପ୍ରକାରର ସାପକୁ ଧରି ଉଧାର କରନ୍ତି । ମିର୍ଜା ସାପକୁ ଉଧାର କରିବା ପାଇଁ ଯେକୌଣସି ସମୟ ହେଉ ନା କାହିଁକି ସେ ଘଟଣା ସ୍ଥଳରେ ପହଞ୍ଚି ଥାନ୍ତି । ଗତ କିଛି ସମୟ ହେବ ସେ ସୋ-ସି-ଆ-ଲ ମି-ଡି-ଆରେ ଏକ ଭିଡିଓ ଅପଲୋଡ କରିଛନ୍ତି ।

ଭିଡିଓରେ ସମସ୍ତ ଘଟଣା ବିଷୟରେ ସେ କହିଛନ୍ତି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ସାପ ସହ ଜଡିତ ଏହି ଘଟଣାଟି ଘଟିଛି ବାଲେଶ୍ଵର ଜିଲ୍ଲାରେ । ବାଲେଶ୍ଵର ଜିଲ୍ଲାରେ ଥିବା ଏକ ଘରେ ଏକ ଚନ୍ଦ୍ର ନାଗ ସାପଟି ପ-ଶି ଯାଇଥିଲା । ଘରେ ଥିବା ବୃଦ୍ଧ ମହିଳାଙ୍କୁ ନାଗଟି ଚୋ-ଟ ମା-ରି ଥିଲା ।

ଚୋ-ଟ ମା-ରି-ବା ପରେ ପରିବାର ବର୍ଗ ନିଜ ବୁଢୀ ମାକୁ ହସ୍ପିଟାଲ ନେଇ ଯାଇଥିଲେ ହେଲେ ବୁଢୀ ମାଙ୍କ ଅବସ୍ଥା ଗୁରୁତର ହୋଇଯାଇଥିଲା । ଏହା ପରେ ସେମାନେ ମୃଜା ଆରିଫଙ୍କୁ ସାପର ସୂଚନା ଦେଇଥିଲେ ଯାହା ଫଳରେ ମିର୍ଜା ତୁରନ୍ତ ସେହି ସ୍ଥାନରେ ପହଞ୍ଚି ଥିଲେ । ଚନ୍ଦ୍ର ନାଗଟି ଠାକୁର ଘର ଭିତରେ ଲୁଚି ରହିଥିଲା ଓ ମିର୍ଜା ତାକୁ ସଫଳତା ପୂର୍ବକୁ ଉଧାର କରିଥିଲେ ।

ବୃଦ୍ଧ ମହିଳା ଜଣକ ସୋଇଥିବା ସମୟରେ ଚନ୍ଦ୍ର ନାଗଟି ତାଙ୍କ ଗୋଡକୁ ଚୋ-ଟ ମା-ରି-ଥି-ଲା ବର୍ତ୍ତମାନ ତାଙ୍କର ଚିକିତ୍ସା ଚାଲିଛି । ବନ୍ଧୁଗଣ ସାପ ସହ ଜଡିତ ଏହି ସବୁ ଘଟଣା ଗୁଡିକ ଦୁନିଆର ବିଭିନ୍ନ ସ୍ଥାନରେ ଘଟୁଛି । ତେଣୁ ଆପଣ ମାନେ ମଧ୍ୟ ସାପ ଠାରୁ ସତର୍କ ରହିବା ଉଚିତ । ଯଦି ଆପଣଙ୍କ ଘରର ଆଖ ପାଖରେ କୌଣସି ସାପ ରହିଛି ତା ହେଲେ ଆପଣ ତୁରନ୍ତ ସାପର ସୂଚନା ବନ ବିଭାଗକୁ ଦିଅନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *