ମେଡିକାଲରେ ପଡିଛି School ଛାତ୍ରୀଙ୍କ କାନ୍ଦ ବୋବାଳି ! ପୁରା ଘଟଣା ଜାଣିବା ପାଇଁ ଦେଖନ୍ତୁ ଏହି ଭିଡିଓ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସ୍କୁଲର ଅନେକ ଛାତ୍ରୀ ଖେଳୁଥିବା ଅବସ୍ତାରେ ହଟାତ ଛାତି ଯନ୍ତ୍ରଣା ହେବାରୁ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ତେବେ ସ୍କୁଲର ବାର୍ଷିକ ଖେଳ ପ୍ରତିଯୋଗୀତାରେ ଅନେକ ପ୍ରକାର ଖେଳ ଅନୁଷ୍ଟିତ ହୋଇଥାଏ । ତେବେ ସେଥିମଧ୍ୟରେ ମ୍ୟୁଜିକ ଚେୟାର ମଧ୍ୟ ରହିଥାଏ । ତେବେ ସ୍କୁଲରେ ମ୍ୟୁଜିକ ଚାର ଖେଳ ପ୍ରତିଯୋଗୀତା  ହେଉଥିବା ସମୟରେ ସେଥିରେ ସ୍କୁଲର ଅନେକ ଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ ।

ତେବେ ସେଠାରେ କିଛି ସମୟ ପର୍ଯ୍ୟନ୍ତ ଖେଳ ଚାଲୁରହିଥିବା ଅବସ୍ତାରେ ହଟାତ କିଛି ପିଲାଙ୍କ ଜୋରସେ ଛାତି ଯନ୍ତ୍ରଣା ହୋଇଥିଲା । ତାପରେ କିଛି ପିଲା ଏପରି କାହିଁକି ଛାତି ଯନ୍ତ୍ରଣା ହେଉଛି ତାହା ଜାଣି ପାରିନଥିଲେ । ତେବେ ଜଣେ କିମ୍ବା ୨ ଜଣ ଛାତ୍ରୀ ନୁହନ୍ତି । ତେବେ ୧୫ ରୁ ୨୦  ଛାତ୍ରୀ ମ୍ୟୁଜିକ ଚାର ଖେଳୁଥିବା ଅବସ୍ତାରେ ସେଥିରୁ ଅନେକ ପିଲା ଛାତି ଯନ୍ତ୍ରଣାରେ ପୀଡିତ ହୋଇଯାଇଥିଲେ ।

ତେବେ ସେଠାରେ ଉପସ୍ଥିତ ଥିବା ଶିକ୍ଷକ ଓ ଶିକ୍ଷୟଟୃ ମାନେ ସ୍ଥାନୀୟ ଲୋକଙ୍କ ସହାୟତାରେ ପାଖ ମେଡିକାଲକୁ ପିଲାଙ୍କୁ ନେଇ ଆସିଥିଲେ । ତେବେ ସେଠାରେ ତୁରନ୍ତ ପିଲାଙ୍କର ଏପରି ଅବସ୍ତା ଦେଖି ତାଙ୍କର ସ୍ଵାସ୍ଥକୁ ପ୍ରାଧାନ୍ୟ ଦେଇ ଚିକିତ୍ସା ଆରମ୍ଭ କରଜିଥିଲା । ତେବେ ବହୁ ପିଲାଙ୍କର ସ୍ଵାସ୍ଥ ଅବସ୍ତା ବହୁତ ସିରିଏସ ଥିବାରୁ ଏବେ ପର୍ଯ୍ୟନ୍ତ ମଧ୍ୟ ଚିକିତ୍ସା ଜାରୀ ରହିଛି । ତେବେ କିଛି ପିଲାଙ୍କର ସ୍ଵାସ୍ଥ ସାମାନ୍ୟ ଭଲ ଲାଗିବାରୁ ତାଙ୍କ ଠାରୁ କିଛି ପ୍ରତିକ୍ରିୟା ମିଳିପାରିଥିଲା ।

ତେବେ ଛାତ୍ରୀଙ୍କର କହିବା ଅନୁସାରେ ଯେଉଁ ଝିଅ ମାନେ ମ୍ୟୁଜିକ ଚାରରେ ଭାଗ ନେଇଥିଲେ । ସେମାନେ ଖେଳରେ ଅଂଶଗ୍ରହଣ କରି ଖେଳୁଥିଲେ । ତେବେ କିଛି କୁଆଡେ ନଥିଲା । ହଟାତ ଭାବରେ ଛାତିରେ ଯନ୍ତ୍ରଣା ଆରମ୍ଭ ହୋଇଯାଇଥିଲା । ତାପରେ ସ୍କୁଲର ସାର ଓ ମ୍ଯାଡାମଙ୍କ ଉପସ୍ଥିତି ଓ ଅନ୍ୟ ସ୍ଥାନୀୟ ଲୋକଙ୍କ ସହାୟତାରେ ସଙ୍ଗେ ସଙ୍ଗେ ପୀଡିତ ପିଲାଙ୍କୁ ମେଡିକାଲକୁ ନିଆଯାଇଥିଲା ।

ତାପରେ ସେଠାରେ ତାଙ୍କର ସ୍ଵାସ୍ଥର ସଠିକ ଭାବରେ ଚିକିତ୍ସା କରାଯାଇ ଏପରି ହେବାର ହଟାତ ହେବାର କାରଣ ନିରୀକ୍ଷଣ କରାଯାଉଛି । ତେବେ ବହୁ ପିଲାଙ୍କ କହିବା ଅନୁଯାଇ ବାର୍ଷିକ ଖେଳ ଅନୁଷ୍ଟିତ ହୋଇଥିବା ସମୟରେ କିଛି ପିଲା ଘରୁ ନଖାଇ ମଧ୍ୟ ସ୍କୁଲକୁ ଚାଲି ଆସିଥିଲେ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କରିବା ସହ ନିଜର ମତ କମେଣ୍ଟ ଦ୍ଵାରା ଜଣାନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *