ମୃତ୍ୟୁ ପରେ ନିଜ ପରିବାର ପାଇଁ Mihir Das ଛାଡି ଯାଇଛନ୍ତି କେତେ ସମ୍ପତ୍ତି ? ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ !

ବନ୍ଧୁଗଣ ଆଜି ଏକ ଦୁଃଖମୟ ଖବର ସାମ୍ନାକୁ ଆସିଛି ଓଡିଆ ଫିଲ୍ମ ଇଣ୍ଡଷ୍ଟର ପ୍ରସିଦ୍ଧ ଅଭିନେତା ମିହିର ଦାସ ଆଉ ଆମ ମାନଙ୍କ ମଧ୍ୟରେ ନାହାନ୍ତି । ମିହିର ଦାସଙ୍କ ପରଲୋକ ପରେ ଓଡିଆ ଇଣ୍ଡଷ୍ଟ୍ରି ଓ ସାରା ଓଡିଶାରେ ଶୋକର ଛାୟା ଖେଳି ଯାଇଛି । ଦୀର୍ଘ କିଛି ବର୍ଷ ହେବ ମିହିର କିଡ୍ନି ଜନିତ ସମସ୍ୟାର ସମ୍ମୁଖୀନ ହେଉଥିଲେ । ତାଙ୍କ ଅବସ୍ଥା ଗୁରୁତ୍ଵର ହୋଇଯିବାରୁ ଗତ କିଛି ଦିନ ତଳେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରଯାଇଥିଲା ।

ହେଲେ ବନ୍ଧୁଗଣ ଗତ କିଛି ସମୟ ପୂର୍ବରୁ ମିହିର ଆମ ସମସ୍ତଙ୍କୁ ଛାଡି ଚାଲିଯାଇଛନ୍ତି । ମିହିର ଯିବା ପରେ ସାରା ଓଡିଶାରେ ଶୋକର ଛାୟା ଖେଳି ଯାଇଛି । ବନ୍ଧୁଗଣ ମିହିର ଦାସଙ୍କର ଅନେକ ସୁପର ହିଟ ଫିଲ୍ମ ଆପଣ ମାନେ ଦେଖିଥିବେ । ସେ ଅନେକ ଫିଲ୍ମର ନାୟକ ଓ ଖଳନାୟକର ଭୂମିକାରେ ନଜର ଆସିଛନ୍ତି । ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରି ମିହିର ଦାସ ପ୍ରସିଦ୍ଧି ହାସଲ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି ।

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ମିହିର ଦାସଙ୍କ ସମ୍ପତ୍ତି ବିଷୟରେ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ବହୁତ ମିହିରଙ୍କ ଜନ୍ମ ଭୂମି ହେଉଛି ମୟୂରଭଞ୍ଜରେ ହେଲେ ତାଙ୍କ ଘର ହେଉଛି କଟକରେ । ତାଙ୍କ ସ୍ତ୍ରୀଙ୍କ ନାମ ହେଉଛି ସଙ୍ଗୀତା ଦାସ । ମିହିର ପତ୍ନୀ ଜଣେ ଗାୟିକା ଅଟନ୍ତି ।

ବନ୍ଧୁଗଣ ମିହିରଙ୍କର ଗୋଟେ ପୁଅ ଅଛି ଯାହାର ନାମ ହେଉଛି ଅମ୍ଳାନ ଦାସ । ଅମ୍ଳାନ ମଧ୍ୟ ନିଜ ବାପାଙ୍କ ଭଳି ଓଡିଆ ଫିଲ୍ମରେ ଅଭିନୟ କରନ୍ତି । ମିହିର ଦାସ ୧୯୮୦ ମସିହାରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଦେଇଥିଲେ ଓ ୪୦ ବର୍ଷ ପର୍ଯ୍ୟନ୍ତ ସେ ଓଡିଆ ଇଣ୍ଡଷ୍ଟ୍ରିରେ କାମ କରିଥିଲେ । ବନ୍ଧୁଗଣ ମିହିର ନିଜ କାରିୟରରେ ୧୫୦ ରୁ ଅଧିକ ଫିଲ୍ମ କରିସାରିଛନ୍ତି । ସେ ଗୋଟେ ଫିଲ୍ମ କରିବା ପାଇଁ ୫ ରୁ ୭ ଲକ୍ଷ ଟଙ୍କା ନିଅନ୍ତି ।

କଟକରେ ତାଙ୍କର ଗୋଟେ ଆଲିଶାନ ଘର ଓ ଅନେକ ଲକ୍ସରି କାର ଅଛି । ବନ୍ଧୁଗଣ ମିଡିଆ ରିପୋର୍ଟସ ଅନୁସାରେ ମିହିରଙ୍କ ପାଖରେ ମୋଟ ୩୦ ରୁ ୩୫ କୋଟି ଟଙ୍କାର ସମ୍ପତ୍ତି ଅଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଓଡିଆ ଅଭିନେତା ମିହିର ଦାସ କେମିତି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *