ପ୍ରତାରିତ ପ୍ରେମିକର ପ୍ରତାରଣାର ଶୀକାର ହେଲେ ପ୍ରେମିକା ! ପ୍ରେମିକାକୁ ବିବାହ କରିବ କହି ଭୁବନେଶ୍ବର ଡାକିଲା ଭୁବନେଶ୍ବର, ଆଉ ତା’ ପରେ ଯାହା କଲା…ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆମେ କହି ଥାଉ ଯେ ପ୍ରେମ ଏକ ପବିତ୍ର ସମ୍ପର୍କ ହୋଇ ଥାଏ ଯେଉଁଠି କେବଳ ନିସ୍ଵାର୍ଥପର ଭଲ ପାଇବା ରହି ଥାଏ । ପ୍ରେମ ରେ କାହାରି ପ୍ରତି ଛନ୍ଦ କପଟ ରହି ନଥାଏ କେବଳ ସ୍ୱଚ୍ଛ ଭଲ ପାଇବା ହିଁ ଥାଏ । କିନ୍ତୁ ଆଜି ର ଏହି ଟେକନୋଲୋଜି ଦୁନିଆଁ ରେ ଛୋଟ ପିଲା ମଧ୍ୟ ପ୍ରେମ କରି ବସିଲେଣି । ସ୍କୁଲ ବୟସରୁ ପ୍ରେମ ଆଜିକାଲି ନିତିଦିନିଆ କଥା ହେଇଗଲାଣି । ବର୍ତ୍ତମାନ ଯାହାକୁ ଦେଖିବ ତ ନୁହଟି ଭାବେ ସ୍କୁଲ ଏବଂ କଲେଜ ରେ ପ୍ରାୟ ଯୁବକ ଯୁବତୀଙ୍କ ପ୍ରେମ ସମ୍ବନ୍ଧ ରହିଛି l

କିନ୍ତୁ ଖୁବ କମ ବୟସରେ ପ୍ରେମକୁ ଭୁଲଦିଗକୁ ନେବାପାଇଁ ଆଜିକାଲି ପିଲାମାନଙ୍କ ପାଇଁ ବେଶୀ ସମୟ ଲାଗୁନି । ପ୍ରେମର ପ୍ରକୃତ ଅର୍ଥ ହେଉଛି ଭଲପାଇବା ଏବଂ ବିଶ୍ୱାସ । କିନ୍ତୁ ଆଜିର ସମାଜରେ ପ୍ରେମ କୁ ଭୁଲ ଦିଗରେ ନେବାକୁ ବସିଛନ୍ତି ଆଜିର ଯୁବକ ଯୁବତୀ । ପ୍ରେମ ର ଅର୍ଥ କଣ ଜାଣି ନାହାଁନ୍ତି କିନ୍ତୁ ଯାହାକୁ ନାହିଁ ତାକୁ ଦେଖି ଏକ ପ୍ରେମ ନାଁ ଦେଇ ଦେଉଛନ୍ତି । ତେବେ ପ୍ରେମ ମାନେ ହିଁ ଆଜି କଳି ଯୁବ ପିଢ଼ି କେବଳ ଶାରୀରିକ ସମ୍ପର୍କ ରଖିବା ଭାବି ନେଇଛନ୍ତି ।

ସେମାନେ ଜାଣି ପାରୁ ନାହାଁନ୍ତି ଯେ ଏଭଳି କାର୍ଯ୍ୟ କରିବା ଦ୍ୱାରା ସେମାନଙ୍କ ଜୀବନ କେବଳ ନଷ୍ଟ ହିଁ ହେବ ଏବଂ ଆଗାମୀ ଯୁବ ପିଢ଼ି ଙ୍କ ଉପରେ ମଧ୍ୟ ଏହା ବହୁତ କୁ ପ୍ରଭାବ ପକାଇବ । ଆଜି କାଲି ର ୧୮ ବର୍ଷ ରୁ କମ ଅର୍ଥାତ ନାବାଳକ ମାନେ ମଧ୍ୟ ଖରାପ ସମ୍ପର୍କ ରଖି ନିଜର ବଦନାମ ହିଁ କରୁଛନ୍ତି ଏବଂ ଲଜ୍ୟା ଜନକ କାମ କରି ବସୁଛନ୍ତି । ତା ଛଡା ପ୍ରେମରେ ପ୍ରତାରଣା ମଧ୍ୟ କରୁଛନ୍ତି । ତେବେ ସେହିଭଳି ଏକ ପ୍ରତାରଣା ର ଖବର ଆଜି ଆମେ ଆପଣଙ୍କ ନିକଟରେ ପ୍ରସ୍ତୁତ କରିବୁ ।

ତେବେ ଦିନ ଥିଲା ଦୁହେଁ ଭିଡିଓ କଲ ରେ ଦିନେ କଥା ନ ହେଲେ ରହି ପାରୁ ନଥିଲେ । ସ୍ୱପ୍ନ ର ସାଗରରେ ବୁଡି ଯାଉଥିଲେ ନିଜର ଏକ ସୁନ୍ଦର ଭବିଷ୍ୟତ ମଧ୍ୟ ଦେଖୁଥିଲେ । ତେବେ କାନ୍ଦିବା ହସିବା ଠାରୁ ଆରମ୍ଭ କରି ସବୁ କଥା ସେୟାର କରୁଥିଲେ ମସ୍ତି କରୁଥିଲେ । ବିବାହ କରିବେ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଉଥିଲେ କିନ୍ତୁ ହଠାତ ସେହି ପ୍ରତିଶ୍ରୁତି କୁ ଭୁଲିଯାଇ ପ୍ରେମିକ ପାଲଟି ଗଲା ଶତ୍ରୁ ।

ତେବେ ଏହି ଘଟଣା ଟି ହେଉଛି କେନ୍ଦ୍ରାପଡା ଜିଲ୍ଲାର ତେବେ ସେହି ଗାଁ ର ଜଣେ ଯୁବତୀ ଦିଲ୍ଲୀ ରେ ରହି ସେଠାରେ ଏଲ ବିୟୁଟି ପାର୍ଲର ରେ କାମ କରୁଥିଲେ ତେବେ ସେହି ଗ୍ରାମର ଜଣେ ଯୁବକଙ୍କ ସହ ତାଙ୍କର ଛଅ ବର୍ଷ ହେବ ପ୍ରେମ ସମ୍ପର୍କ ରହିଥିଲା । ତେବେ ସେହି ଯୁବକ ଜଣଙ୍କ ଯୁବତୀ କୁ ବିବାହ ର ପ୍ରଲୋଭନ ଦେଖାଇ ଭୁବନେଶ୍ୱର କୁ ଡାକିଥିଲେ ଏବଂ ଭୁବନେଶ୍ୱର ରେ ପହଞ୍ଚିବା ପରେ ଯୋଜନା ମୁତାବକ ସେହି ଯୁବକ ଜଣଙ୍କ ଗୁଣ୍ଡା ଲଗାଇ ନିଜ ପ୍ରେମିକାଙ୍କୁ ମାଆରିଇବା ପାଇଁ ଚେଷ୍ଟା କରିଥିଲେ ।

କିନ୍ତୁ ଯୁବତୀ ଜଣଙ୍କ ସେଠାରୁ ଖସି ଆସି ନିଜ ଭାଇଙ୍କୁ ଡ଼କାଇଥିଲେ ଏବଂ ତନ୍ତିଆପାଳ ଥାନା ରେ ଅଭିଯୋଗ କରିଥିଲେ ଏବଂ ନିଜ ଭାଇଙ୍କ ସହ ଗାଁ କୁ ଫେରି ଯାଇଥିଲେ । ତେବେ ପୋଲିସ ବର୍ତ୍ତମାନ ତଦନ୍ତ କରିବାରେ ଲାଗି ପଡିଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *