ଡରାଉଛି ଆମ୍ବ ତୋଟା…ପୁରା ଘଟଣା ଜାଣିଲେ ଆପଣଙ୍କ ହୋସ ଉଡିଯିବ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବର୍ତ୍ତମାନ ସମୟରେ ଅନେକ ପ୍ରକାର ର ଅଘଟଣ ସାମ୍ନା କୁ ଆସୁଛି । କେତେବେଳେ କେଉଁ ସ୍ଥାନରେ କିଏ ଆତ୍ମହତୟଆ କରି ଦେଉଛି ତ କେତେବେଳେ କାହାର ହତୟଆ କରାଯାଉଛି । ଏଭଳି ଘଟଣା ବାରମ୍ବାର ଦେଖିବାକୁ ତଥା ଶୁଣିବାକୁ ମିଳୁଛି । ତେବେ ପୁଣିଥରେ ଏଭଳି ଏକ ଘଟଣା ସାମ୍ନା କୁ ଆସିଛି ଯାହା ଜନସାଧାରଣ ଙ୍କୁ ଆଚମ୍ବିତ କରିବା ସହିତ ଭୟଭୀତ କରି ଦେଇଛି ।

ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଘଟଣା ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା । ତେବେ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, ଆମ୍ବ ତୋଟା ରେ ଝୁଲୁଛି ଦୁଇ ଯୁବକ ଓ ଯୁବତୀ ଙ୍କ ମୃତ ଦେହ । ଏହା ହତୟଆ ନା ଆତ୍ମହତୟଆ ସଠିକ ଜଣା ପଡ଼ି ନଥିବା ବେଳେ ପୋଲିସ ପହଞ୍ଚି ତଦନ୍ତ କରୁଛି । ତେବେ ଏଭଳି ଅଘଟଣ ଘଟିଛି ବ୍ରହ୍ମପୁର ଜିଲ୍ଲା ରେ । ବ୍ରହ୍ମପୁର ଅଞ୍ଚଳରେ ଥିବା ଏକ ଆମ୍ବ ତୋଟା କୁ ଯାଇଥିବା ବେଳେ ଦୁଇ ଜଣ ଯୁବକ ଓ ଯୁବତୀ ଙ୍କ ମୃତ ଦେହ ଦେଖିବାକୁ ପାଇଥିଲେ ।

ତେଣୁ ସଙ୍ଗେ ସଙ୍ଗେ ଏହି ସମ୍ବନ୍ଧରେ ପୋଲିସ କୁ ଖବର ଦେଇଥିଲେ । ପୋଲିସ ଉକ୍ତ ସ୍ଥାନରେ ପହଞ୍ଚି ତଦନ୍ତ କରୁଥିବା ସମୟରେ ଶବ ନିକଟରେ ଏକ ପର୍ସ ଏବଂ କିଛି ଦରକାରୀ କାଗଜପତ୍ର ପଡ଼ି ଥିବାର ଦେଖିବାକୁ ମିଳିଥିଲା । ତେବେ ମୃତ ଶବ ଦୁଇଟି ର ପରିଚୟ ବର୍ତ୍ତମାନ ପର୍ଯ୍ୟନ୍ତ ମିଳି ପାରି ନଥିବା ବେଳେ କେଉଁ କାରଣ ରୁ ଆତ୍ମହତୟଆ କରିଛନ୍ତି କିମ୍ବା ସେମାନଙ୍କୁ ହତୟଆ କରାଯାଇଛି ଏ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ ।

ତେବେ ବର୍ତ୍ତମାନ ପ୍ରଶ୍ନ ଏହା ଉଠୁଛି ଯେ, ଆମ୍ବ ତୋଟା ରେ ଝୁଲୁଥିବା ଏହି ଦୁଇ ଶବ ଆତ୍ମହତୟଆ କରିଛନ୍ତି ଅଥବା ତାଙ୍କୁ କେହି ଜଣେ ହତୟଆ କରି ଏହାକୁ ଆତ୍ମହତୟଆ ର ପରିଚୟ ଦେବାକୁ ଚାହୁଁଛି । ତେବେ ପୋଲିସ ଏହି ଘଟଣା ଉପରେ ନିଜର କଡ଼ା ତଦନ୍ତ ଆରମ୍ଭ କରି ଦେଇଛି । ବର୍ତ୍ତମାନ ସୁଦ୍ଧା ଏହାର କାରଣ ସ୍ପଷ୍ଟ ହୋଇନାହିଁ । ଏହା ପୋଲିସ ର ତଦନ୍ତ ପରେ ହିଁ ସ୍ପଷ୍ଟ ହେବ । ତେବେ ଏହି ସମ୍ବନ୍ଧରେ ଆପଣ ମାନେ ନିଜର କଣ ମତାମତ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *