ସୁସ୍ଥ ହେବା ପରେ ବି କାହିଁକି ବଞ୍ଚିଲେନି ଅକ୍ଲାନ୍ତ ! ଡାକ୍ତର କଲେ ବଡ ଖୁଲାସା, ଖୋଲି କହିଲେ ସବୁ କିଛି

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ନିକଟ ଅତୀତରେ ବରିଷ୍ଠ କଳାକାର ସ୍ଵର୍ଗତ ମିହିର ଦାସଙ୍କର ସାନ ପୁଅ ଅକ୍ଲାନ୍ତଙ୍କର ଦେହାନ୍ତ ଘଟିଛି । ତେବେ ଏହି ଘଟଣାରେ ଓଡିଆ ଅଭିନେତା ଅମ୍ଳାନଙ୍କର ପରିବାର ଉପରେ ବହୁତ ବଡ ଏକ ଦୁଃଖର ପାହାଡ ପଡିଗଲା ପରି ମନେ ହେଉଛି । କାରଣ ବର୍ଷେ ହେବ କି ନାହିଁ ବରିଷ୍ଠ ଅଭିନେତା ମିହିର ଦାସଙ୍କର ଦେହାନ୍ତ ଘଟିଥିଲା । ତେବେ ଅକ୍ଲାନ୍ତ ଦାସଙ୍କର ସ୍ଵାସ୍ଥ ଅବସ୍ଥା ଗତ କିଛି ମାସ ହେବ ତାଙ୍କର ସ୍ଵାସ୍ଥ ଅବସ୍ଥା ଜମାରୁ ମଧ୍ୟ ଭଲ ନଥିଲା ।

ତେବେ ଅକ୍ଲାନ୍ତଙ୍କର ସ୍ଵାସ୍ଥ ସମ୍ପର୍କିତ ତଥ୍ୟ ବିଷୟରେ ଗଣ ମାଧ୍ୟମରେ ଏମ୍ସର ଡାକ୍ତର ଖୁଲାସା କରିଥିଲେ । ତେବେ ଡାକ୍ତରଙ୍କ କହିବା ଅନୁଯାଇ ଅକ୍ଲାନ୍ତଙ୍କର ସ୍ଵାସ୍ଥ ଅବସ୍ତା ଜମାରୁ ମଧ୍ୟ ବହୁତ ଭଲ ନଥିଲା । ଏହା ସହିତ ସେ ବହୁ ମାସ ଧରି କ୍ରନିକ ଲିଭର ଡିଜିଜରେ ମଧ୍ୟ ପୀଡିତ ରହୁଥିଲେ । ତେବେ ଲିଭର ପ୍ରୋବ୍ଲେମ ସହ ଅକ୍ଲାନ୍ତଙ୍କର ଅନ୍ୟାନ୍ୟ ମଧ୍ୟ ବହୁ ସ୍ଵାସ୍ଥ ସମସ୍ଯା ରହିଥିଲା ।

ଯେପରି ବ୍ଲଡ଼ ଇନଫେକସନ ହୋଇ ବିଭିନ୍ନ ପ୍ରକାର ସ୍ଵାସ୍ଥ ଅସୁବିଧା ଶରୀରରେ ଥିଲା । ଏହା ସହ ଅକ୍ଲାନ୍ତଙ୍କୁ ନିମୁନିଆ ମଧ୍ୟ ହୋଇଯାଇଥିଲା । ତେବେ ତେବେ ଡାକ୍ତରୀ ଟିମ ଅକ୍ଲାନ୍ତଙ୍କର ବହୁ ସେବା ମଧ୍ୟ କରିଛନ୍ତି । ତେବେ ଏମ୍ସକୁ ଅକ୍ଲାନ୍ତଙ୍କୁ ସ୍ତାନନ୍ତରଣ କରାଗଲା ପରେ ICU ରେ ସେ ଚିକିତ୍ସିତ ହେଉଥିଲେ ।

ତେବେ ଡାକ୍ତରଙ୍କର କହିବା  ଅନୁଯାଇ ଅକ୍ଲାନ୍ତଙ୍କର ସ୍ଵାସ୍ଥ ଅବସ୍ତାରେ ସୁଧାର ଆସିବା ଯୋଗୁ ତାଙ୍କୁ ICUରୁ କଢା ଯାଇ ମେଡିକାଲରେ ପ୍ରପର ଚିକତ୍ସା ସହ ରଖା ଯାଇଥିଲା । ହେଲେ ହଟାତ ଅକ୍ଲାନ୍ତ ସ୍ଵାସ୍ଥ ଅବସ୍ତା ଏତେ ମାତ୍ରାରେ ଗୁରୁତର ହୋଇଯାଇଥିଲା । ତାଙ୍କୁ ଭେଣ୍ଟିଲେଟରରେ ମଧ୍ୟ ରକ୍ଷା ଯାଇଥିଲା । ତେବେ ମେଡିକାଲର ଏତେ ସବୁ ଚିକିତ୍ସା କରାଯାଇ ମଧ୍ୟ ଅକ୍ଲାନ୍ତଙ୍କୁ ବଞ୍ଚାଇ ହୋଇପାରିନଥିଲା ।

ତେବେ ଅକ୍ଲାନ୍ତଙ୍କର ଏପରି ଅଳ୍ପ ବର୍ଷ ବୟସରୁ ସମସ୍ତଙ୍କୁ ଛାଡି ଆରପାରିକୁ ଚାଲିଯିବା ଏହା ବହୁତ ଏକ ଦୁଃଖନୀୟ ଖବର ଅଟେ । ତେଣୁ ଏହି ଖବର ଓଡିଆ ସିନେ ଜଗତ ପରିବାର ମାନଙ୍କୁ ମଧ୍ୟ ବହୁତ ଦୁଃଖ ପହଞ୍ଚାଇଛି । କାରଣ ବରିଷ୍ଠ କଳାକାର ମିହିର ଦାସଙ୍କ ସହିତ ତାଙ୍କ ପୁଅ ଅମ୍ଳାନ ଓ ଅକ୍ଲାନ୍ତଙ୍କୁ ମଧ୍ୟ ବହୁ କଳକାର ଜାଣିଛନ୍ତି । ତେବେ ଅକ୍ଲାନ୍ତ ଦାସଙ୍କର ଆତ୍ମାର ସଦଗତି ହେଉ ବୋଲି ଆମର ପ୍ରାଥନା ରହୁଛି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *