ମେଡିକାଲ୍ ରେ ଏମିତି ବି ହୁଏ…ମେଡିକାଲ ଯିବା ପୂର୍ବରୁ ଏହି Video କୁ ଥରେ ନିଶ୍ଚୟ ଦେଖନ୍ତୁ

ନମସ୍କାର ବନ୍ଧୁଗଣ ତେବେ ଆମର ଏହି ଦୁନିଆ ରେ ଅନେକ ଅଦ୍ଭୁତ ଅଦ୍ଭୁତ ଘଟଣା ସବୁ ଘଟି ଥାଏ । ଯାହାକୁ ଦେଖିବା ପରେ ଆପଣ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଏହି ଘଟଣା ଗୁଡିକ ବହୁତ ଅଜବ ଏବଂ ଲୋମ ଟାଙ୍କୁରା ଥାଏ । ତେବେ ଆସନ୍ତୁ ଜାଣିନେବା ସେହି ପରି କିଛି ଅଦ୍ଭୁତ ଘଟଣା ଗୁଡିକ ବିଷୟ ରେ ।

୧- ପ୍ରଥମରେ ହେଉଛି ବୈଜ୍ଞାନିକ ମାନେ ନିଜର ଗବେଷଣା ରୁ ଜାଣି ବାକୁ ପାଇଛନ୍ତି କି ଆଉ କିଛି ବର୍ଷ ପରେ ସମୁଦ୍ର ରେ ମାଛ ଅପେକ୍ଷା ଅଧିକ ପ୍ଲାଷ୍ଟିକ ଦେଖିବାକୁ ମିଳିବ । ତେବେ ବଡ଼ ବଡ଼ ମାଛ ମାନଙ୍କ ର ମୃ-ତ୍ୟୁ ର କାରଣ ମଧ୍ୟ ଏହି ପ୍ଲାଷ୍ଟିକ । ତେବେ ସେଥିପାଇଁ ଆପଣ ସମୁଦ୍ର କୁ ବୁଲିବାକୁ ଗଲେ ପ୍ଲାଷ୍ଟିକ ଵ୍ୟଵହାର କରୁଥିଲେ ତାହା ସମୁଦ୍ରରେ ଆଦୌ ଫି-ଙ୍ଗି-ବେ ନାହିଁ ।

୨- ଦ୍ଵିତୀୟ ରେ ୧୭୭୭ ମସିହାରୁ ୧୯୬୭ ମସିହା ପର୍ଯ୍ୟନ୍ତ ଆମେରିକାରେ ଏକ ନିୟମ ଥିଲା କି କଳା ଲୋକ ଧଳା ଲୋକକୁ ବିବାହ କରି ପାରିବେ ନାହିଁ କିମ୍ବା ଧଳା ଲୋକ କଳା ଲୋକ ଙ୍କୁ ବିବାହ କରି ପାରିବେ ନାହିଁ ।

୩- ତୃତୀୟ ରେ ହେଉଛି ଇଂଲଣ୍ଡ ରେ ରହୁଥିବା ଜଣେ ଡାକ୍ତର ହାରଲୋଡ଼ ସିପମ୍ୟାନ ଜଣେ ନୁହେଁ ଦୁଇ ଜଣ ନୁହେଁ ପୁରା ୨୩୨ ଜଣକୁ ଟଙ୍କା ଲୋଭରେ ମିଛ ଅ-ପ-ରେ-ସ-ନ କରି ମା-ରି ଦେଇଛି । ତେବେ ସେ ୧୪ ଜାନୁଆରୀ ୧୯୪୬ ରେ ଜନ୍ମ ହୋଇ ୧୩ ଜାନୁଆରୀ ୨୦୦୪ ରେ ଆ-ତ୍ମ-ହ-ତ୍ୟା କରି ମୃ-ତ୍ୟୁ ବରଣ କରିଥିଲା ।

୪- ଚତୁର୍ଥ ରେ ହେଉଛି ଗୋଟିଏ ମାସ ବେଡ଼ ରେ ଶୋଇବା ପାଇଁ ନାସା ଲୋକ ମାନଂକୁ ଛଅ ଲକ୍ଷ ଟଙ୍କା ଦିଏ । ତେବେ ଏହି କାମ କେବଳ ୭୦ ଦିନ ପାଇଁ ଏହି ସମୟରେ କେବଳ ଶୋଇ ରହିବାକୁ ପଡିବ । ଶୋଇ ରହି ଆପଣ ଛଅ ଲକ୍ଷ ଟଙ୍କା କମେଇ ପାରିବେ ।

୫- ପଞ୍ଚମ ରେ ଆପଣ ମାନେ ନିଶ୍ଚିତ ଇଂଷ୍ଟାଗ୍ରାମ ବ୍ୟବହାର କରୁଥିବେ । ତେବେ ଏହି ଇଂଷ୍ଟାଗ୍ରାମ ରେ ମଣିଷ ମାନଂକୁ ଛାଡି ଏଠାରେ ଏକ ବିଲେଇ ର ଆକାଉଣ୍ଟ ଅଛି ତେବେ ଆଶ୍ଚର୍ଯ୍ୟ ର କଥା ଏହି ବିଲେଇ ର ଫୋଲୋର ମାନେ ହେଉଛନ୍ତି ୧.୭ ମିଲିୟନ ।

୬- ଷଷ୍ଠ ରେ ହେଉଛି ଚାଇନା ଏବଂ କୋରିଆ ରେ ସବୁବର୍ଷ ଗୋଟିଏ ଆନିମଲ ଫେଷ୍ଟିବାଲ ହୁଏ ଏହି ଉତ୍ସଵ ରେ ଲୋକମାନେ ନିଜ ନିଜ ପୋଷା କୁକୁର କୁ ବହୁତ ସ୍ନେହ ଏବଂ ଯତ୍ନ ରେ ଗୋଟିଏ ସ୍ଥାନ କୁ ଆଣିଥାନ୍ତି ଏବଂ ତାଙ୍କୁ ଜିଅନ୍ତା ଜାଳି ଦେଇଥାନ୍ତି ଏହା ପରେ ଛୋଟ ଛୋଟ କରି ବଜାର ରେ ବିକ୍ରି କରି ଦେଇଥାନ୍ତି ।

Leave a Reply

Your email address will not be published. Required fields are marked *