Interesting Odia Gk- କେଉଁ ପ୍ରାଣୀ ଅଣ୍ଡିରା ହେଲେବି ଛୁଆ ଜନ୍ମ କରିଥାଏ ? କଣ ଆପଣ କହି ପାରିବେ ?

ବନ୍ଧୁଗଣ, ଆଜି ଆମ୍ଭେ ଆପଣଙ୍କୁ ଗୁରୁତ୍ଵପୂର୍ଣ୍ଣ ପ୍ରଶ୍ନ ଉତ୍ତର ସମ୍ବନ୍ଧରେ କହିବାକୁ ଯାଉଅଛୁ । ଏହା ଆପଣଙ୍କ ପାଇଁ ବେସ ଲାଭଦାୟକ ସାବ୍ୟସ୍ଥ ହେବ । ବିଶେଷ କରି ଏହା ଛାତ୍ର ଛାତ୍ରୀ ଙ୍କ ନିମନ୍ତେ ଅତ୍ୟନ୍ତ ମହତ୍ବପୂର୍ଣ୍ଣ ଅଟେ । ତେବେ ଆସନ୍ତୁ ଜାଣିନେବା ବିଶେଷ ପ୍ରଶ୍ନ ଉତ୍ତର ସମ୍ବନ୍ଧରେ ସଂପୂର୍ଣ୍ଣ ବିବରଣୀ ।

୧;- କାହାର ଚାରୋଟି ଗୋଡ ଓ ଦୁଇଟି ହାତ ଥାଏ ହେଲେ, ସେ ଚାଲିପାରେ ନାହିଁ, କି ତାର ମୁଣ୍ଡ ନଥାଏ ?

ଉତ୍ତର;- ଚୌକି ।

୨;- ପାଣି ପିଇବା ପରେ ମରିଯାଏ ତାହା କ’ଣ ଅଟେ ?

ଉତ୍ତର;- ଶୋଷ ।

୩;- କେଉଁ ଖାଦ୍ୟ ପଦାର୍ଥ କେବେ ମଧ୍ୟ ଖରାପ ହୋଇ ନଥାଏ ?

ଉତ୍ତର;- ମହୁ ।

୪;- ନାଲି ରଙ୍ଗର ହାତୀ କେଉଁ ଦେଶରେ ଅଛନ୍ତି ?

ଉତ୍ତର;- କେନିୟା ।

୫;- ପୁଅ ଝିଅକୁ ନାଁ ପଚାରିଲା, ଝିଅ କହିଲା ପିତାଙ୍କ ଠାରୁ ପୂର୍ବେ ଓ ମା’ ଙ୍କ ପରେ ଯାହା ଲାଗିଥାଏ, ତାହା ମୋର ନାଁ, ଏବେ କୁହ ଝିଅର ନାଁ କ’ଣ ?

ଉତ୍ତର;- ଶ୍ରୀ ଦେବୀ ।

୬;- ଘର ଭିତରେ ଆମେ ପ୍ରତିଦିନ ଗୋଟିଏ ଘର ବନେଇ ଭାଙ୍ଗିଥାଉ ସେ ଘର କେଉଁଥିରେ ବନାଯାଏ ?

ଉତ୍ତର;- ମଶାରୀ ।

୭;- କେଉଁ ରୁମରେ ଆମେ ଶୋଇ ନଥାଉ ?

ଉତ୍ତର;- ବାଥରୁମ ।

୮;- କେଉଁ କୀଆରେ କଣ୍ଟା ନଥାଏ ?

ଉତ୍ତର;- ତକିଆ ।

୯;- କେଉଁ ସିଟ ଗାଡିରେ ବ୍ୟବହାର କରାଯାଏ ନାହିଁ ବିଛଣା କରି ସୁଅନ୍ତି ?

ଉତ୍ତର;- ବେଡସିଟ ।

୧୦;- କେଉଁ ବୋର୍ଡ ସେଣ୍ଟର ନୁହେଁ ?

ଉତ୍ତର;- ଇଲେଟ୍ରି ବୋର୍ଡ ।

୧୧;- ଗୋଟିଏ ଗଛରେ ଗୋଟିଏ ଫୁଲ ପରିବାରରେ ତାକୁ ଖାଉ, ତାହା କ’ଣ ?

ଉତ୍ତର;- ଫୁଲକୋବି ।

୧୨;- କେଉଁ ଗଛର ଫୁଲ ରାତିରେ ଫୁଟେ ଆଉ ରାତିରେ ହିଁ ଝଡିଯାଏ ?

ଉତ୍ତର;- ଡିମିରି ଫୁଲ ।

୧୩;- ଚାରି ଅକ୍ଷରର ନାମ ମୋହର, ଚାରୋଟି ଅକ୍ଷରେ ହର୍ଶେଇ କାର, କହିଲା ଦେଖି ନାମ ମୋହର ?

ଉତ୍ତର;- ଝିଟିପିଟି ।

୧୪;- କାହାକୁ ନଧରି ଭାଙ୍ଗି ହୁଏ ?

ଉତ୍ତର;- ପ୍ରତିଜ୍ଞା ।

୧୫;- ମୁଁ ନଥିଲେ କେହି ଉପରକୁ ଚଢି ପାରିବେ ନାହିଁ ?

ଉତ୍ତର;- ସିଡି/ଲେଶୁଣି ।

୧୬;- କେଉଁ ପ୍ରାଣୀ ଅଣ୍ଡିରା ହେଲେବି ଛୁଆ ଜନ୍ମ କରିଥାଏ ?

ଉତ୍ତର;-ସମୁଦ୍ରି ଘୋଡା । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *