ଗୋଟିଏ ମୟୁର ପରର ଏହି ଚମତ୍କାରୀ ଉପାୟ ଦୂର କରିଦେବ ଆପଣଙ୍କ ସବୁ ସମସ୍ୟା

ମୟୂର ଗୋଟିଏ ସୁନ୍ଦର ପକ୍ଷୀ ହୋଇଥାଏ ଯାହାକୁ ସମସ୍ତେ ପସନ୍ଦ କରିଥାନ୍ତି , କିନ୍ତୁ କଣ ଆପଣ ଜାଣିଛନ୍ତି କି ମୟୂର ଗୋଟିଏ ମାତ୍ର ଏମିତି ପକ୍ଷୀ ଯାହା ପାଇଁ ଆପଣଙ୍କ ଘର ଲୋକଙ୍କର ଭାଗ୍ୟ ଚମକି ପାରେ । ଆଜି ଆମେ ଆପଣଙ୍କୁ ଏହି ବିଷୟରେ କହିବାକୁ ଯାଉଛୁ । ହିନ୍ଦୁ ଧର୍ମରେ ମୟୁର ପରକୁ ପବିତ୍ର ବୋଲି ଜଣା ଯାଏ । କୁହାଯାଏକି ଏହାକୁ ନିଜ ଘରେ ରଖିବା ଦ୍ଵାରା ଘରର ସୁଖ, ସମୃଦ୍ଧି ବଢ଼ିବାରେ ଲାଗିଥାଏ । ଯଦି ଆପଣ ଏହାକୁ ନିଜ ଘର ଭିତରେ ଠିକ ଦିଗ ବା ଠିକ ସ୍ଥାନରେ ରଖିବେ ତେବେ ଏହା ଆପଣଙ୍କ ଘରର ବହୁତ ସମସ୍ୟାର ନିବାରଣ କରିବ । ଆସନ୍ତୁ ଏବେ ବିସ୍ତାର ରୁପରେ ଜାଣିବା କି ମୟୁର ପରର ଉପାୟ ବିଷୟରେ ।

1. କେତେଥର ଦେଖିବେ ଆପଣଙ୍କର ବହୁତ କାମ ହେଉ ହେଉ ଅଧାରେ ରହିଯାଏ ବା ଲମ୍ବା ସମୟ ଯାଏ ଅଟକି ରହିଥାଏ । ଏମିତି ଯଦି ଆପଣ ନିଜ ଘରର ବେଡ଼ ରୁମରେ ପୂର୍ବ – ଦକ୍ଷିଣ ଦିଗରେ ମୟୂରର ପର ଲଗାଉଛନ୍ତି ତେବେ ଆପଣଙ୍କର ଅଟକି ହୋଇ ରହିଥିବା କାମ ପୂରଣ ହେବାକୁ ଲାଗିବ ।

2. ଯଦି ଆପଣଙ୍କ ଘରେ ବା ଦୋକାନରେ ପୂର୍ବ- ଦକ୍ଷିଣ ଦିଗରେ ମୟୂରର ପରକୁ ରଖନ୍ତି ତେବେ ଆପଣଙ୍କ ଘର ବା ବେପାର କ୍ଷେତ୍ରରେ କେବେ ପଇସାର ଅଭାବ ଦେଖା ଦେବନାହିଁ ।

3. ଯଦି ଆପଣ ଘରର ମୁଖ୍ୟ ଦ୍ଵାରରେ ତିନୋଟି ମୟୂରର ପର ଲଗେଇବେ ତାହେଲେ ଭଗବାନ ଗଣେଶଙ୍କ ଛୋଟ ମୂର୍ତ୍ତି ଓ ଚିତ୍ରକୁ ରଖି ଦିଅନ୍ତି ତେବେ ଆପଣଙ୍କ ଘରେ ବାସ୍ତୁ ଦୋଷ ଶେଷ ହୋଇଯାଇଥାଏ ।

4. ଯଦି ଆପଣ ସବୁ ସମୟରେ ନିଜ ପାଖରେ ମୟୂରର ପର ରଖିବେ ତେବେ ସବୁ କାର୍ଯ୍ୟରେ ଆପଣଙ୍କୁଭାଗ୍ୟର ସହଯୋଗ ମିଳିବ । ତା ସହିତ ହିଁ ଆପଣଙ୍କ ରାହୁ ଦୋଷ ମଧ୍ୟ ସମାପ୍ତ ହୋଇଯିବ ।

5. ଆପଣ କୌଣସି ବି ଶୁଭ ଦିନରେ ମୟୂରର ଗୋଟେ ପର ନେଇ ଘରର ଏମିତି ଗୋଟେ ସ୍ଥାନରେ ଲଗାଇ ଦିଅନ୍ତୁ ଯେଉଁଠି ଯିବା ଆସିବା ସମୟରେ ଲୋକଙ୍କର ନଜର ସବୁଠୁ ଅଧିକ ପଡୁଥିବ । ପ୍ରକୃତରେ ମୟୂରର ପର ନକରାତ୍ମକ ଊର୍ଜାକୁ ଶେଷ କରିଥାଏ । ଶେଷରେ ଆପଣ ଏହାକୁ ଏମିତି ସ୍ଥାନରେ ଲଗାନ୍ତୁ ଯେଉଁଠି ଇଏ ସମସ୍ତଙ୍କ ନଜରରେ ଆସୁଥିବ । ମୟୂର ପରର ଏହି ଉପାୟ ନା କେବଳ ଆପଣଙ୍କୁ ବରଂ ଆପଣଙ୍କ ଘରର ସଦସ୍ୟଙ୍କ ଜୀବନରେ ମଧ୍ୟ ସମୃଦ୍ଧି ଆଣିବ ।ଏହି ଉପାୟ ଆପଣ ନିଜ ଘରେ କୌଣସି ବି ଶୁଭ ଦିନରୁ ଆରମ୍ଭ କରି ପାରିବେ ।

Leave a Reply

Your email address will not be published. Required fields are marked *