ଯେଉଁ ମହିଳାଙ୍କ ପାଖରେ ଏହି ସବୁ ଲକ୍ଷଣ ଥାଏ ସେମାନଙ୍କୁ ପବିତ୍ର କୁହାଯାଇଥାଏ, ଜାଣିନେବେ ତ କେବେବି ଖାଇବେ ନାହିଁ ଧୋକା

କୌଣସି କାର୍ଯ୍ୟ କରିବାରେ ମଣିଷର ପ୍ରବୃତ୍ତି କିପରି ଅଟେ, ଯେଉନଥିରୁ ତା’ର ଚରିତ୍ର ବିଷୟରେ ଜଣା ପଡିଥାଏ । ସେ ଜୀବନରେ ଯାହା ବି ହୋଇଥାଏ ନିଜ ବିଚାର ଧାରାରୁ ହିଁ ହୋଇଥାଏ । ଏଣୁ ଆମକୁ ଆମର ଚିନ୍ତାଧାରା ଉପରେ ଧ୍ୟାନ ରଖିବା ଉଚିତ୍ । ଆମେ ଯେଉଁ ସବୁ କାର୍ଯ୍ୟ କରିଥାଉ ଏବଂ ଯେଉଁ ବିଷୟ କୁ ଚିନ୍ତା କରିଥାଉ ସେଗୁଡିକ ଆମର ମନ ଉପରେ ପ୍ରଭାବ ପକାଇଥାଏ । ପ୍ରତ୍ୟେକ ମଣିଷର ଚରିତ୍ର ଏହି ସବୁ ପ୍ରଭାବର ଆଧାରରେ ହିଁ ହୋଇଥାଏ ।

ଯଦି ପ୍ରଭାବ ଠିକ୍ ହୋଇଥାଏ ତାହେଲେ ଚରିତ୍ର ଭଲ ହୋଇଥାଏ ଏବଂ ଯଦି ପ୍ରଭାବ ଖରାପ ହୋଇଥାଏ ତାହେଲେ ଚରିତ୍ର ଖରାପ ହୋଇଥାଏ । ଚରିତ୍ର ତିଆରି କରିବାର ପ୍ରକ୍ରିୟା ରୁ ଏହା ନିର୍ଦ୍ଧାରିତ ହୋଇଥାଏ ଯେ କେଉଁ ବ୍ୟକ୍ତି ଆଗକୁ ଯାଇ କିପରି ନିଜକୁ ତିଆରି କରି ପାରିବ ଏବଂ ସେଠାରେ ଏଥିରୁ ଧାର୍ଯ୍ୟ ହୁଏ କି ଏହା ଦ୍ଵାରା ଆଗାମୀ ସାମାଜ ଓ ସଂସାରର ନିର୍ମାଣ କେମିତି ହେବ ।

ଭାରତରେ ମହିଳା ମାନଙ୍କୁ ଦେବୀର ସ୍ଥାନ ଦିଆ ଯାଇଛି । ସେମିତି ପ୍ରକୃତି ମଧ୍ୟ ନାରୀ ଭିତରେ କୋମଳତା, ସମାନତା ଓ ମମତାର ଭାବନାକୁ ଭରି ଦେଇଛି ଏବଂ ଅଧିକାଂଶ ନାରୀଙ୍କ ଭିତରେ ଏହା ମଧ୍ୟ ଥାଏ । କିନ୍ତୁ ଯେମିତି ହାତ ର ପାଞ୍ଚ ଆଙ୍ଗୁଳି ସମାନ ନୁହେଁ ସେମିତି ସବୁ ନାରୀ ମାନେ ମଧ୍ୟ ସମାନ ନୁହନ୍ତି । ମହିଳାଙ୍କ ମୁଣ୍ଡ ଉପରେ ଏହି ଦାୟିତ୍ଵ ଲଦି ଦିଆଯାଏ କି ପରିବାରର ସମ୍ମାନ ଉପରେ ଯେପରି କୌଣସି ହାନି ନ ଆସେ ।

ଯେମିତିକି ମହିଳାମାନେ ନିଜର ନୈତିକ ଓ ସାମାଜିକ ବ୍ୟବହାର କୁ ପବିତ୍ର କରି ରଖିଥାନ୍ତି । ଏହିପରି କିଛି ମହିଳାମାନେ ମଧ୍ୟ ଏମିତି ହୋଇଥାନ୍ତି ଯାହାର କର୍ମ ପାଇଁ କୂଳ ର ବିନାଶ ହୋଇଥାଏ । ଏହିପରି ନାରୀମାନଙ୍କୁ କୁଲକ୍ଷଣୀ ବୋଲି କୁହାଯାଏ । ଏମିତିରେ ଜାଣିବା ଜରୁରୀ ହୋଇଯାଏ ଯେ କିପର ଜଣା ପଡିବ କେଉଁ ମହିଳା ପବିତ୍ରତା ରକ୍ଷା କରିଥାନ୍ତି ଏବଂ କେଉଁ ମହିଳା ଚରିତ୍ରହୀନ ଅଟେ । ଆମେ ଆପଣଙ୍କୁ ମହିଳାମାନଙ୍କର କିଛି ଲକ୍ଷଣ ବିଷୟରେ କହିବାକୁ ଯାଉଛୁ ଯେ ଆପଣଙ୍କୁ ପବିତ୍ର ଓ ଭଲ ନାରୀଙ୍କୁ ଚିହ୍ନିବାରେ ସାହାର୍ଯ୍ୟ କରିବ ।

ଏହା କେଉଁ ସବୁ ଲକ୍ଷଣ ଆସନ୍ତୁ ଜାଣିବା…

ଜ୍ୟୋତିଷ ଏବଂ ଧାର୍ମିକ ଶାସ୍ତ୍ରରେ ମହିଳାଙ୍କ ଓଠରେ ହାଲକା ଚୁଟି ଥାଏ । ଏହି ମହିଳା ମାନେ ଭଲ ଗୁଣର ହୋଇଥାନ୍ତି । ଏହି ସବୁ ମହିଳା ମାନେ ଦାନ ଓ ଧର୍ମ ରେ ବିଶ୍ଵାସ ରଖିଥାନ୍ତି । ଏମାନେ ଟିକେ ଅଳସୁଆ ସ୍ଵଭାବର ହେଇଥାନ୍ତି କିନ୍ତୁ ନିଜ କାମ ନିଜେ କରିବାକୁ ପସନ୍ଦ କରନ୍ତି ।

ଯେଉଁ ଝିଅମାନଙ୍କ ମଥାରେ କଳାଯାଇ ଥାଏ ସେହି ଝିଅ ମାନେ ନିଜ ସ୍ୱାମୀଙ୍କୁ ସବୁବେଳେ ଖୁସିରେ ରଖିଥାନ୍ତି । ଏଭଳି ଝିଅମାନେ ବହୁତ୍ ସାଧା ସିଧା ହୋଇଥାନ୍ତି । ଏମାନେ ନିଜ ସ୍ୱାମୀଙ୍କୁ ସବୁ ସମୟରେ ସହଯୋଗ କରିଥାନ୍ତି । ଏମାନେ ମଧ୍ୟ ଆତ୍ମନିର୍ଭରଶୀଳ ହୋଇଥାନ୍ତି ଏବଂ ସ୍ୱାମୀଙ୍କୁ ବହୁତ ଭଲପାଇବା ଦେଇଥାନ୍ତି ।

ଯେଉଁ ଝିଅମାନଙ୍କ ଶରୀରରେ ହାଲୁକା ଚୁଟି ଥଏ ସେମାନଙ୍କ ଭାଗ୍ୟ ବହୁତ ପବିତ୍ର ହୋଇଥାଏ । ଏମାନେ କୌଣସି ପରିସ୍ଥିତିକୁ ଡରି ନଥାନ୍ତି ଏବଂ ସବୁ ସ୍ଥାନରେ ଜିତିଥାନ୍ତି । ଏହି ଝିଅମାନଙ୍କ ଠାରେ ମାତା ସୀତାଙ୍କ ଗୁଣ ଥଏ ।

ଯେଉଁ ଝିଅମାନେ ବହୁତ ପତଳା ହୋଇଥାନ୍ତି ସେମାନେ ତାଙ୍କ ସ୍ୱାମୀଙ୍କ ପ୍ରତି ନିଜକୁ ସମର୍ପିତ କରି ରଖିଥାନ୍ତି ଓ ସେମାନେ ତାଙ୍କୁ ହୃଦୟ ର ସହ ଭଲ ପାଇଥାନ୍ତି ଏବଂ ସମସ୍ତଙ୍କ ବିଷୟରେ ଭଲ ଭାବୁଥାନ୍ତି । ଏମାନଙ୍କ ହୃଦୟ ବହୁତ ବଡ଼ ଏବଂ ଏମାନେ ବହୁତ ସଂସ୍କାରୀ ହୋଇଥାନ୍ତି ଓ ନିଜ ସଂସ୍କାର କୁ କେବେବି ଭୁଲନ୍ତି ନାହିଁ । ଲେଖାଟି ଭଲ ଲାଗିଥିଲେ ସେଆର କରିବେ । ଏମିତ ନୂଆ ଲେଖାସବୁ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *