ସରକାରଙ୍କ କାନମୂଳିକୁ ମଉସାଙ୍କ ଶକ୍ତ ଚାପୁଡା ! କହୁ କହୁ ମଉସା ସବୁ କହିଦେଲେ, ନବ ଦାସଙ୍କଠାରୁ ଆରମ୍ଭ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପର୍ଯ୍ୟନ୍ତ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସରକାରଙ୍କ ଉପରେ ମଉସାଙ୍କର ଶକ୍ତ ଚ-ଆପୁ-ଡା ! ତେବେ କହୁ କହୁ ସବୁ କିଛି ଖୋଲିକି କହିଦେଲେ ମଉସା । ତେବେ ନବ ଦାସଙ୍କ ଠାରୁ ଆରମ୍ଭ କରି ବହୁ ବଡ ବଡ ନେତା ମନ୍ତ୍ରୀ ମାନଙ୍କ କଥାକୁ ଆଖି ଆଗରେ ରଖି ରାଜ୍ୟ ସରକାରଙ୍କ ଉପରେ ନିଜର ରାଗପୂର୍ଣ୍ଣ ମନ୍ତବ୍ୟ ଗଣ ମାଧ୍ୟମ ନିକଟରେ ପ୍ରକାଶ କରିଛନ୍ତି। ତେବେ ମାଉସଙ୍କ କହିବା ଅନୁଯାଇ ଏ ରାଜ୍ୟ ସରକାର ନବୀନ ପଟ୍ଟନାୟକ ଥିବା ପର୍ଯ୍ୟନ୍ତ ଓଡିଶା ଦୁର୍ନୀତି ମୁକ୍ତ କେବେବି ହୋଇପାରିବ ନାହିଁ ।

ଏଠି ଯେଉଁଠି ଯାହା ସବୁ ଘଟଣା ଘଟିଯାଉଛି । କୋଊଠି କଣ ଏହି ସରକାର ବୁଝୁଛି । ଖାଲି ନାମକୁ ମାତ୍ର ସରକାର ବୋଲି ଡିଣ୍ଡିମ ପିଟି ହେଉଛି । ଆଜି ପର୍ଯ୍ୟନ୍ତ ଓଡିଶାରେ ଛୋଟ ଠାରୁ ଆରମ୍ଭ କରି ବହୁ ବଡ ବଡ ଘଟଣା ଦୁର୍ଘଟଣାସାଧାରଣ ଲୋକଙ୍କ ସହ ହେଉ । ଅବା ନେତା ମନ୍ତ୍ରୀଙ୍କ ସହ ଘଟୁଛି । କାହାକୁ ଆଜି ପର୍ଯ୍ୟନ୍ତ ସରକାର ନ୍ୟାୟ ମଧ୍ୟ ଦେଇପାରୁନାହିଁ । ତେବେ ମଉସାଙ୍କ କହିବ ଆଧାରରେ ମୁଁ ତ ଜଣେ ମୂର୍ଖ ଲୋକ !

ଟଲି ଟାଣି ଘର ପରିବାର ପ୍ରତିପୋଷଣ କରେ । ହେଲେ ମୁଁ ଯେତିକି ଜାଣିଛି । ଏ ରାଜ୍ୟ ସରକାର କିଛି ମଧ୍ୟ ଭିଡକୁ ନୁହେଁ । ମନ୍ତ୍ରୀ ନବ ଦାସକୁ ଗୋପାଳ ଦାସ ମା-ରି-ଛି ବୋଲି ତ ଗୋପାଳ ନିଜ ମୁହଁରେ ମାନିଲା । ହେଲେ ନବ ଦାସଙ୍କୁ ନ୍ୟାୟ ମିଳିପାରୁ ନାହିଁ । ଗୋପାଳକୁ ଏଠିକୁ ପଠା ଶେଠୀକୁ ପଠା । କହି କହି ଗୋଟେ ଗୋଟେ ସବୁ ଫାର୍ଶ ଚଳାଇଛନ୍ତି । ଏମିତି କହୁ କହୁ ହିଁ ଚୋର ଖସିଯିବ ହେଲେ ନ୍ୟାୟ ପାଇଁ ଅନାଇଥିବା ଲୋକଙ୍କୁ ନ୍ୟାୟ ମିଳିପାରିବ ନାହିଁ ।

ଖାଲି ନବ ଦାସ କାହିଁକି ପରୀ ମାମଲା ଠାରୁ ବହୁତ କିଛି ମାମଲା ପଡି ପଡି ରହୁଛି । ହେଲେ ତ ଉପରେ କିଛି ମଧ୍ୟ ସ୍ପଷ୍ଠ ହୋଇପାରୁନାହିଁ । ତେଣୁ ରାଜ୍ୟ ସରକାରଙ୍କ ଶାସନ ଚାଲିଥିବା ଯାଏ ଓଡିଶାରେ କିଛି ଭଲ ଘଟି ପାରିବ ନାହିଁ ବୋଲି ରୋକଠୋକ ଜଣେ ଗ୍ରାମ ମଉସାଙ୍କ ମୁହଁରୁ ଶୁଣିବାକୁ ମିଳିଛି ।

ତେବେ ନିହାତି ଭାବରେ ଆଗାମୀ ନିର୍ବାଚନ ରାଜ୍ୟ ସରକାର ବଦଳିବା ଦରକାର ପଡୁଛି । ତେବେ ଯାଇ ଓଡିଶାରେ ଭଲ ଦିନ ଯାଇ ଆସିପାରିବ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *