ମାତ୍ର ୩ ଦିନ ବାସି ମୁଁହରେ ଖାଆନ୍ତୁ ୨ ଚାମଚ, ଜୀବନସାରା ହେବ ନାହିଁ ମଧୁମେହ, କୋଲେଷ୍ଟ୍ରୋଲ, ପେଟରୋଗ ଓ ହାର୍ଟରୋଗ – Baba Ramdev Health Tips

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ ଏପରି ଏକ ଚମତ୍କାରୀ ଉପଚାର ନେଇ ଆସିଛୁ ଯାହାର ପ୍ରୟୋଗ କରି ଆପଣ ନିଜ ଶରୀରକୁ ସମସ୍ତ ରୋଗରୁ ମୁକ୍ତ କରିପାରିବେ । ଏହା ସହିତ କୌଣସି ରୋଗ ଆପଣଙ୍କ ଆଖ ପାଖକୁ ଆସିବ ନାହିଁ । ବନ୍ଧୁଗଣ ଏହାର ସେବନ ଦ୍ଵାରା ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବହୁତ ଅଧିକ ବଢିଯିବ । ରକ୍ତଚାପ ଓ କ୍ୟାନ୍ସର ପରି ରୋଗ ପାଇଁ ମଧ୍ୟ ଏହି ଉପଚାର ବହୁତ ଅଧିକ ଲାଭଦାୟକ ଅଟେ । ବନ୍ଧୁଗଣ ଆପଣ ମାନଙ୍କୁ ଏହାର ସେବନ କେବଳ ସଖାଳ ସମୟରେ ୪ ଦିନ କରିବାକୁ ହେବ ।

କେବଳ ୪ ଦିନ ସେବନ କରିବା ଦ୍ଵାରା ଆପଣଙ୍କୁ ଏହାର ଚମତ୍କାରୀ ଫାଇଦା ମିଳିବ ଓ ଆପଣଙ୍କ ଶରୀର ସଂପୂର୍ଣ୍ଣ ନିରୋଗ ହୋଇଯିବ । ଯେଉଁ ମାନଙ୍କର ଡାଇବେଟିସ ଆଦି ସମସ୍ଯା ଅଛି ସେମାନଙ୍କୁ ଏହାର ବହୁତ ଭଲ ଫାଇଦା ମିଳିବ ଓ ଏହାର ସେବନ ଦ୍ଵାରା ଆପଣଙ୍କର ରକ୍ତଚାପ ଏବଂ କୋଲେଷ୍ଟ୍ରୋଲ ଆଦି ସମସ୍ଯା ମଧ୍ୟ ଦୂର ହୋଇଯିବ । ତାହାଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ ।

ବନ୍ଧୁଗଣ ଏହି ଉପାୟ ପାଇଁ ଆପଣଙ୍କ ପ୍ରଥମ ଜିନିଷ ଦରକାର ଅଲ୍ସି ବା ମିରିକାଳି । ବନ୍ଧୁଗଣ ଏହା ଆପଣଙ୍କୁ ବହୁତ ସହଜରେ ମିଳିଯିବ ଓ ଏଥିରେ ଅମେଗା ୩ ମିଳିଥାଏ ଯାହା ମାଛରେ ଥାଏ । ଏହା ଆପଣଙ୍କ ହାର୍ଟ ପାଇଁ ବହୁତ ଲାଭଦାୟକ ଅଟେ । ବନ୍ଧୁଗଣ ଯେଉଁମାନେ ନିରାମିଷ ଅଟନ୍ତି ସେମାନଙ୍କୁ ଏହାର ନିୟମିତ ସେବନ କରିବା ଉଚିତ ।


ବନ୍ଧୁଗଣ ମିରିକାଳିରେ ଓମେଗା ୩, ପୋଟାସିୟମ, ଫାଇବାର, ସେଲେନିୟମ, ଭିଟାମିନ B, ମ୍ୟାଗ୍ନେସିୟମ ଓ ଜିଙ୍କ ଆଦି ତତ୍ଵ ମିଳିଥାଏ । ମିରିକାଳିର ସେବନ କରିଲେ ଚର୍ମ କୁଞ୍ଚନ ଆଦି ସମସ୍ଯା ଆସିନଥାଏ । ମିରିକଳି ଓଜନ କମ କରିବା ପାଇଁ ମଧ୍ୟ ବହୁତ ଅଧିକ ଲାଭଦାୟକ ହୋଇଥାଏ । ବନ୍ଧୁଗଣ ଆୟୁର୍ବେଦରେ ମିରିକାଳିକୁ ବଡ ବଡ ରୋଗ ପାଇଁ ରାମବାଣ ଔଷଧ ମନା ଯାଇଥାଏ ।


ବନ୍ଧୁଗଣ ଆମର ଉପାୟ ପାଇଁ ଆପଣ ପ୍ରଥମେ ଦୁଇ ଚାମଚ ମିରିକାଳି ନିଅନ୍ତୁ ଓ ଏହାକୁ ଭାଜି ଗୁଣ୍ଡ କରିଦିଅନ୍ତୁ । ଏହାପରେ ଆପଣ ଏକ ତାଟିଆରେ ଅଧ ତାଟିଆ ଦହି ନିଅନ୍ତୁ ଓ ସେଥିରେ ଦୁଇ ଚାମଚ ମିରିକାଳି ମିଶାଇ ଦିଅନ୍ତୁ । ଏହାପରେ ବନ୍ଧୁଗଣ ଆପଣ ଏହି ମିଶ୍ରଣକୁ ଭଲ ଭାବରେ ମିକ୍ସ କରିଦିଅନ୍ତୁ ଓ ପ୍ରତ୍ୟକ ଦିନ ଏହାର ସେବନ କରନ୍ତୁ ।

ହେଲେ ବନ୍ଧୁଗଣ କେବେହେଲେ ଏହି ମିଶ୍ରଣକୁ ଅଧିକ ସମୟ ପର୍ଯ୍ୟନ୍ତ ରଖିବେ ନାହିଁ । ଯଦି ଆପଣ ଅଧିକ ସମୟ ରଖି ଏହାର ସେବନ କରିବେ ତାହାଲେ ଆପଣଙ୍କ ପାଇଁ ଏହା ହାନି କାରକ ହୋଇପାରେ । ଦହିରେ ମିରିକାଳି ଗୁଣ୍ଡ ମିଶାଇ ତୁରନ୍ତ ଏହାର ସେବନ କରନ୍ତୁ । ବନ୍ଧୁଗଣ ଯଦି ଆପଣ ଏହାର ସେବନ କରିବେ ତାହାଲେ ଜୀବନ ସାରା ଆପଣଙ୍କୁ କୌଣସି ପ୍ରକାରର ରୋଗ ହେବ ନାହିଁ । ବନ୍ଧୁଗଣ ଏହି ଉପଚାରର ପ୍ରୟୋଗ କରି ଆପଣ ଡାଇବେଟିସ , କୋଲେଷ୍ଟ୍ରୋଲ, ପେଟରୋଗ ଓ ହୃଦୟ ରୋଗ ଆଦିକୁ ଦୂର କରିପାରିବେ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ସୁନ୍ଦର ସୁନ୍ଦର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *