Jyotish Shastra – ୨୦୨୧ ରୁ ୨୦୨୫ ପର୍ଯ୍ୟନ୍ତ ଅତ୍ୟନ୍ତ ଭଗ୍ୟରାଶି ୫ ଟି ରାଶି, ମିଳିବ ବହୁତ ବଡ ଖୁସି ଖବର

ମଣିଷ ଜୀବନରେ ରାଶି ଫଳ ର ଭୂମିକା ଗୁରତ୍ଵପୂର୍ଣ୍ଣ ହୋଇଥାଏ । ମଣିଷ ଜୀବନର ସମସ୍ତ ପରିବର୍ତ୍ତନ ରାଶି ଓ ଗ୍ରହ ମାନଙ୍କ ଯୋଗୁଁ ଘଟିଥାଏ । ରାଶି କୁ ଆଧାର କରି କୌଣସି ବ୍ୟକ୍ତି ର ଜୀବନ ବିଷୟରେ ଜାଣିହୁଏ । ସବୁଦିନ ଗ୍ରହ ମାନଙ୍କ ଭିତରେ ନିରନ୍ତର ପରିବର୍ତ୍ତନ ହୁଏ । ଏହି ପରିବର୍ତ୍ତନ କିଛି ଲୋକଙ୍କ ପାଇଁ ଅତ୍ୟନ୍ତ ଭଲ ହେଇଥାଏ ଓ ଆଉ କିଛି ଲୋକଙ୍କ ପାଇଁ ଖରାପ ହେଇଥାଏ । ତେଣୁ ଜୀବନରେ ଭଲ ଖରାପ ଲାଗି ରହିଥାଏ ।

ସର୍ବଦା ଭଲ ଓ ସର୍ବଦା ଖରାପ ହେବା ଏମିତି କିଛି ମାନେ ନାହିଁ । ୧୨ ଗୋଟି ରାଶି ମାନଙ୍କ ର ଉପସ୍ଥିତି, ଗ୍ରହ ଓ ନକ୍ଷତ୍ର ମାନଙ୍କ ସହ ଜଡ଼ିତ ରହିଛି । ଯେତେବେଳ ଏହି ଗ୍ରହ ନକ୍ଷତ୍ର ନିଜ ନିଜ ର ସ୍ଥିତି ବଦଳାଇଥାନ୍ତି ସେତେବେଳେ ଏହାର ସକରାତ୍ମକ ଓ ନକରାତ୍ମକ ପ୍ରଭାବ ଆମ ରାଶି ଉପରେ ପଡ଼ିଥାଏ । ଜ୍ଯୋତିଷ ଙ୍କ ଅନୁସାରେ ୨୦୨୧ ରୁ ୨୦୨୫ ପର୍ଯ୍ୟନ୍ତ କିଛି ରାଶି ଙ୍କ ଉପରେ ପ୍ରଭୁ ଶ୍ରୀ ବଜରଙ୍ଗବଲି ଙ୍କ କୃପା ଦୃଷ୍ଟି ରହିବ।

ମେଷ ରାଶି: ଏହି ରଶି ର ଲୋକମାନଙ୍କ ର ଆସୁଥିବା ସମୟ ଭଲ ରହିବ । ମହିଳା ମାନେ ଉଚିତ୍ ପନ୍ଥା ଗ୍ରହଣ କରି ଖୁସି ରେ ସମୟ ଅତିବାହିତ କରିବେ। ଆପଣଙ୍କ ଗଛିତ ଧନରେ ବୃଦ୍ଧି ହେବ । ନିଜର ବୁଦ୍ଧି ଦ୍ଵାରା ସଫଳତା ହାସଲ କରିବେ । ଜୀବନରେ ଖୁସି ର ଆଗମନ ହେବ ।

ମିଥୁନ ରାଶି: ଏହି ରାଶି ଉପରେ ପ୍ରଭୁ ଶ୍ରୀ ବଜରଙ୍ଗବଲିଙ୍କ କୃପା ଦୃଷ୍ଟି ରହିବ । ଅଧିକାରୀ ଙ୍କ ଠାରୁ ସହଯୋଗ ପାଇ କାର୍ଯ୍ୟରେ ସଫଳତା ହାସଲ କରିବେ । ଆର୍ଥିକ ସମସ୍ୟା ଦୂର ହେବ । ପାରିବାରିକ ଜୀବନରେ ମଧୁରତା ଆସିବ । ଯଦି ବ୍ୟବସାୟ କରୁଛନ୍ତି ତେବେ ସେଥିରେ ଲାଭବାନ ହେବେ ।

ସିଂହ ରାଶି: ପ୍ରଭୁ ଶ୍ରୀ ବଜରଙ୍ଗବଲି ଙ୍କ ଆଶୀର୍ବାଦ ଯୋଗୁ ଆପଣ ଅପ୍ରତ୍ୟାଶିତ ଲାଭ ପାଇବେ । ରାଜନୀତି ରେ ପ୍ରତିପତ୍ତି ବୃଦ୍ଧି ହେବ । ବ୍ୟବସାୟ ରେ ବକେୟା ଅର୍ଥ ଆଦାୟ ଓ ଏହା ବୃଦ୍ଧି ପାଇବ । ସନ୍ତାନ ମାନଙ୍କ ଠାରୁ ଖୁସି ଖବର ଶୁଣିବାକୁ ମିଳିବ । ଅଚାନକ ଧନ ଲାଭର ଯୋଗ ରହିଛି ।

ତୁଳା ରାଶି:ପ୍ରଭୁ ଶ୍ରୀ ବଜରଙ୍ଗବଲିଙ୍କ ଆଶ୍ରିବାଦ ରୁ ନିଜର ସମସ୍ତ ଧ୍ୟାନ କାର୍ଯ୍ୟ ଉପରେ ରହିବ । ରୋଗ ବ୍ୟାଧି ରୁ ମୁକ୍ତି ପାଇବେ । ବ୍ୟବସାୟ ରେ ଉନ୍ନତି ସହ ସମାଜ ରେ ଖ୍ୟାତି ବଢିବ । ପ୍ରେମ ସମ୍ବନ୍ଧ ରେ ମଧୁରତା ଓ ସଫଳତା ମିଳିବ । ଚାକିରି କ୍ଷେତ୍ରରେ ସହଯୋଗୀଙ୍କ ସାହାର୍ଯ୍ୟ ମିଳିବ ।

କୁମ୍ଭ ରାଶି: ପ୍ରଭୁ ଶ୍ରୀ ବଜରଙ୍ଗବଲି ଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ରହିବ । କର୍ମ କ୍ଷେତ୍ର ରେ ଯେଉଁ କାମ ପାଇଁ ଚିନ୍ତିତ ଅଛନ୍ତି ତାହା ହେଇଯିବ ଓ ସଫଳତା ମିଳିବ । ଦୃଢ଼ ଆତ୍ମବିଶ୍ବାସ ଯୋଗୁଁ ସମସ୍ତ ବାଧା ବିଘ୍ନ କୁ ପାର କରି ସଫଳତା ପାଇବେ । ଆପଣଙ୍କ ଜୀବନରେ ବହୁତ ବଡ ବଡ ପରିବର୍ତ୍ତନ ଦେଖାଦେବ । ପ୍ରେମ ଜୀବନରେ ସମ୍ପର୍କ ନିବିଡ ହେବ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *