ଏହି ସବୁ ପ୍ରଶ୍ନ ଯଦି କିଏ ଆପଣଙ୍କୁ ସବିଦିନ ପଚାରୁଛି ତ ଜାଣିଯିବେ ସେ ତୁମକୁ ବହୁତ ଭଲପାଉଛି – Love Tricks

ବନ୍ଧୁଗଣ ଏହି ଦୁନିଆର ସମସ୍ତ ମଣିଷ କେବେ ନା କେବେ କାହାକୁ ହେଲେ ନିଶ୍ଚୟ ଭଲ ପାଇଥିବେ । କେତେ ଜଣ ଏମିତି ଅଛନ୍ତି ଯେଉଁମାନେ ନିଜ ପ୍ରେମକୁ ଜିତି ପାରିଛନ୍ତି ଓ ଅନ୍ୟ କେତେଜଣ ଏମିତି ମଧ୍ୟ ଅଛନ୍ତି ଯେଉଁମାନେ ପ୍ରେମରେ ହାରି ଯାଇଛନ୍ତି । ସାଧାରଣତଃ ଆପଣଙ୍କୁ ଯେଉଁ ବ୍ୟକ୍ତି ଅଧିକ ଆକର୍ଷିତ ଲାଗିଥାଏ ସେମାନଙ୍କ ଛୋଟ ଛୋଟ କଥା ମଧ୍ୟ ଆପଣ ମାନଙ୍କୁ ବହୁତ ବଡ ଲାଗିଥାଏ । ଏହି ବ୍ୟକ୍ତି ମାନେ ଆପଣଙ୍କୁ ଅଧିକ ଭାଉ ଦେଉନଥିଲେ ମଧ୍ୟ ଆପଣ ସେମାନଙ୍କର କଥାକୁ ବହୁତ ଗୁରୁତ୍ଵ ଦେଇଥାନ୍ତି ।

ଯେଉଁ ମଣିଷ ଆପଣଙ୍କୁ ଭଲ ଲାଗିଥାଏ ଓ ଭାଉ ଦେଇନଥାଏ ତାଙ୍କ ଉପରେ ଆପଣ ଆହୁରି ଅଧିକ ଆକର୍ଷିତ ହୋଇଥାନ୍ତି । ଏହା ସହିତ ଆପଣ ସେହି ବ୍ୟକ୍ତି ମାନଙ୍କୁ ଅଧିକ ପସନ୍ଦ ମଧ୍ୟ କରିଥାନ୍ତି । ଅଧିକାଂଶ ପୁଅ ମାନେ ଝିଅ ମାନଙ୍କର ହସକୁ ଅଧିକ ଧ୍ୟାନ ଦେଇଥାନ୍ତି ଓ ଅଧିକାଂଶ ଝିଅ ମାନେ ପୁଅ ମାନଙ୍କର ସୁନ୍ଦର ମୁହଁକୁ ଦେଖି ଆକର୍ଷିତ ହୋଇଥାନ୍ତି ।


ଅଧିକାଂଶ ଝିଅ ମାନଙ୍କୁ ବ୍ୟାଡ ବଏ ବା ଖରାପ ପୁଅ ମାନେ ଅଧିକ ପସନ୍ଦ ଆସନ୍ତି । ସେହି ପୁଅ ମାନେ ସାଧାରଣ ପୁଅ ମାନଙ୍କ ଠାରୁ ବହୁତ ଅଲଗା ହୋଇଥାନ୍ତି । ଯେଉଁ ପୁଅ ମାନଙ୍କର ଦାଢି ଥାଏ ଝିଅ ମାନେ ସେହି ପୁଅ ମାନଙ୍କୁ ଅଧିକ ସ୍ମାର୍ଟ ଓ ସେକ୍ସି ଭାବିଥାନ୍ତି । ପୁଅ ମାନେ ଅଧିକାଂଶ ନିଜଠାରୁ ବୟସରେ ସାନ ଝିଅ ମାନଙ୍କୁ ପସନ୍ଦ କରିଥାନ୍ତି ଓ ଝିଅ ମାନେ ନିଜଠାରୁ ବୟସରେ ବଡ ଥିବା ପୁଅ ମାନଙ୍କୁ ଅଧିକ ପସନ୍ଦ କରିଥାନ୍ତି ।

ଏହାର କାରଣ ହେଉଛି ଝିଅ ମାନେ ବହୁତ ଶୀଘ୍ର ମାଚ୍ୟୋର ହୋଇଥାନ୍ତି । ତେଣୁ ପୁଅ ମାନଙ୍କ ବୟସ ଝିଅ ମାନଙ୍କ ଠାରୁ ବଡ ହେବା ନିହାତି ଆବଶ୍ୟକ । ଯଦି ଆପଣ କାହାକୁ ଭଲ ପାଉଛନ୍ତି ତା ହେଲେ ଆପଣ ନିଜ ପାର୍ଟନର ସହ ନିଜର ସମସ୍ତ କଥାକୁ ସେୟାର କରନ୍ତୁ, ସେୟାର କରିବା ପରେ ଆପଣ ଜାଣିପାରିବେ ଯେ, ସେହି ମଣିଷ ଆପଣଙ୍କୁ ଆଗ ପରି ଭଲ ପାଉଛି ନା ନାହିଁ । ଯଦି ସେ ଆପଣଙ୍କୁ ପୂର୍ବ ପରି ଭଲ ପାଇବ ତା ହେଲେ ସେ ଆପଣଙ୍କୁ ବହୁତ ଭଲ ପାଉଛି, ନଚେତ ସେ ମଣିଷ ଆପଣଙ୍କ ପାଇଁ ଠିକ ନୁହେଁ ।


ବନ୍ଧୁଗଣ ଏହି ଦୁନିଆର ସମସ୍ତ ମଣିଷ ଏକ ପରଫେକ୍ଟ ଲାଇଫ ପାର୍ଟନର ପାଇବା ପାଇଁ ବହୁତ ଚିନ୍ତା କରିଥାଏ । ହେଲେ ବହୁତ କମ ମଣିଷ ଅଛନ୍ତି ଯେଉଁମାନେ ଏକ ପରଫେକ୍ଟ ଲାଇଫ ପାର୍ଟନର ପାଇ ପାରନ୍ତି । ଆପଣ ମାନେ ମଧ୍ୟ ନିଜ ଜୀବନରେ ଏପରି ଏକ ଲାଇଫ ପାର୍ଟନରକୁ ବାଛନ୍ତୁ ଯିଏ ଆପଣଙ୍କ ସହ ଆପଣଙ୍କର ପରିବାର ଧ୍ୟାନ ରଖିବ ଓ ଆପଣଙ୍କର ବହୁତ ସମ୍ମାନ କରିବ । କାରଣ ଆଜିକାଲି ଏକ ପରଫେକ୍ଟ ଲାଇଫ ପାର୍ଟନର ମିଳିବା ବହୁତ କଷ୍ଟକର ହେଉଛି । ତେଣୁ ନିଜ ଜୀବନରେ ଏକ ପରଫେକ୍ଟ ଲାଇଫ ପାର୍ଟନରକୁ ପାଇବା ପାଇଁ ସଂପୂର୍ଣ୍ଣ ଚେଷ୍ଟା କରନ୍ତୁ ଓ ନିଜ ପାର୍ଟନରକୁ ସବୁବେଳେ ଖୁସିରେ ରଖନ୍ତୁ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *