ମାତ୍ର ୩ ଦିନରେ ବହୁ ବର୍ଷ ପୁରୁଣା ଦବି ଯାଇଥିବା ଶିର, Back Pain ଗାଏବ ହୋଇଯିବ, କରନ୍ତୁ ଏହି ଉପାୟ- Baba Ramdev Health Tips

ବନ୍ଧୁଗଣ ଆଜିକାଲି ପ୍ରାୟ ଅଧିକାଂଶ ଲୋକ ବ୍ୟାକ ପେନ ଆଦି ସମସ୍ଯାର ସମ୍ମୁଖୀନ ହେଉଛନ୍ତି । ଯଦି ଆପଣଙ୍କ ଶିର ଦବି ଯାଇଥାଏ ବା ଆପଣଙ୍କ ମାସ ପେଶୀରେ ବହୁତ ଅଧିକ ଯନ୍ତ୍ରଣା ଆସିଥାଏ ତା ହେଲେ ବନ୍ଧୁଗଣ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ, କାରଣ ଆଜି ଆମେ ଆପଣ ମାନଙ୍କୁ ଏପରି ଦୁଇଟି ଘରୋଇ ଉପଚାର ବିଷୟରେ କହିବୁ ଯାହାକୁ ବ୍ୟବହାର କରି ଆପଣ ନିଜର ସେହି ସମସ୍ତ ସମସ୍ଯାକୁ ଦୂର କରିପାରିବେ ।

ବନ୍ଧୁଗଣ ଏହା ବହୁ ପରୀକ୍ଷିତ ଉପାୟ ଅଟେ । ଯଦି ଆପଣ ଏହି ଉପାୟକୁ ପ୍ରୟୋଗ କରିବେ ତା ହେଲେ ଆପଣଙ୍କ ମାଂସପେଶୀ ଆଦି ଯନ୍ତ୍ରଣା ଓ ଶିର ଦବି ଯିବାର ଯନ୍ତ୍ରଣା ଦୂର ହୋଇଯିବ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ ।

ବନ୍ଧୁଗଣ ଆମର ଏହି ଉପାୟ ପାଇଁ ପ୍ରଥମେ ଆପଣ ଏକ ପାତ୍ର ନିଅନ୍ତୁ ଓ ଏଥିରେ ୧ ଚାମଚ ପୋଦିନା ତେଲ ପକାନ୍ତୁ । ବନ୍ଧୁଗଣ ପୋଦିନା ତେଲ ଆପଣଙ୍କୁ ମାର୍କେଟରୁ ବହୁତ ସହଜରେ ମିଳିଯିବ । ଏହାପରେ ଆପଣ ଦୁଇ ଚାମଚ ନଡିଆ ତେଲର ପ୍ରୟୋଗ କରନ୍ତୁ ବନ୍ଧୁଗଣ ନଡିଆ ତେଲ ମଧ୍ୟ ଆପଣଙ୍କୁ ବହୁତ ସହଜରେ ମିଳିଯିବ । ଏହି ଦୁଇଟି ତେଲକୁ ମିଶାଇବା ପରେ ଆପଣ ଏହାକୁ ଭଲ ଭାବରେ ମିକ୍ସ କରିଦିଅନ୍ତୁ ।

ଏହାପରେ ବନ୍ଧୁଗଣ ଆପଣଙ୍କର ଯେଉଁ ମାଂସ ପେଶୀରେ କଷ୍ଟ ହେଉଛି ବା ଯେଉଁ ଶିରରେ କଷ୍ଟ ହେଉଛି ଆପଣ ସେହି ସ୍ଥାନରେ ଏହି ତେଲକୁ ମାଲିସ କରନ୍ତୁ । ବନ୍ଧୁଗଣ ବହୁତ ଭଲ ଭାବରେ ମାଲିସ କରି ତେଲକୁ ସ୍କିନ ସହ ମିଶାଇ ଦିଅନ୍ତୁ । ବନ୍ଧୁଗଣ ଏହି ତେଲ ଆପଣଙ୍କ ଶିର ମଧ୍ୟରେ ରକ୍ତ ସଞ୍ଚାଳନ କରାଇଥାଏ, ଯାହାଦ୍ୱାରା ଆପଣଙ୍କର ମାଂସ ପେଶୀ ବା ଶିର ଆଦିର ଯନ୍ତ୍ରଣା ଦୂର ହୋଇଯାଇଥାଏ ।


ବନ୍ଧୁଗଣ ବର୍ତ୍ତମାନ ଆସନ୍ତୁ ଜାଣିବା ଆମର ଦୁତୀୟ ଉପଚାର ବିଷୟରେ । ଆମର ଦୁତୀୟ ଉପଚାର ପାଇଁ ଆପଣ ନିଜ ଗ୍ଯାସ ଚୁଲାରେ ଏକ ପାତ୍ର ବସାଇ ଦିଅନ୍ତୁ ଓ ଏଥିରେ ଏକ ଗ୍ଳାସ କ୍ଷୀର ପକାନ୍ତୁ । କ୍ଷୀର ଅଳ୍ପ ଗରମ ହେବା ପରେ ଆପଣ ସେଥିରେ ଅଧା ଚାମଚ ହଳଦୀ ପାଉଡର ମିଶାଇ ଦିଅନ୍ତୁ । ବନ୍ଧୁଗଣ କମ ସେ କମ ଏହାକୁ ୫ ମିନିଟ ପର୍ଯ୍ୟନ୍ତ ଗରମ କରନ୍ତୁ ଓ ରାତିରେ ଶୋଇବା ପୂର୍ବରୁ ଆପଣ ଏହି ହଳଦୀ କ୍ଷୀରକୁ ପଈ ସୋଇପଡନ୍ତୁ । ଦେଖିବେ ଆପଣଙ୍କ ମାଂସ ପେଶୀରେ କଷ୍ଟ ବା ଶିର ଯନ୍ତ୍ରଣା ଆଦି ବହୁତ ଶୀଘ୍ର ଦୂର ହୋଇଯିବ ।


ତା ହେଲେ ବନ୍ଧୁଗଣ ଆପଣ ଏହି ଉପଚାରକୁ ନିଶ୍ଚୟ ପ୍ରୟୋଗ କରନ୍ତୁ ଓ ଅନ୍ୟ ମାନଙ୍କୁ ଏହାର ପରାମର୍ଶ ନିଶ୍ଚୟ ଦିଅନ୍ତୁ । ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମ ଆର୍ଟିକିଲ ଭଲ ଲାଗିଲା ତା ହେଲେ ଲାଇକ ଓ ସେୟାର କରିବାକୁ ଭୁଲିବେ ନାହିଁ, ଓ ଆଗକୁ ଏମିତି କିଛି ସୁନ୍ଦର ସୁନ୍ଦର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *