ବୟସରେ ବଡ ମହିଳାଙ୍କ ସହ ବିବାହ କରିବା ଦ୍ଵାରା ମିଳିଥାଏ ଏହି 4 ଟି ବଡ ଫାଇଦା, ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ- Chanakya Niti

ବନ୍ଧୁଗଣ ସାଧାରଣତଃ ସବୁ ପୁଅ ମାନେ ନିଜ ଠାରୁ କମ ବୟସର ଝିଅ ମାନଙ୍କ ସହ ବିବାହ କରିଥାନ୍ତି । ଆମ ଭାରତୀୟ ସମାଜରେ ଏମିତି ବହୁତ କମ ଦେଖାଯାଇଛି ଯେଉଁଠି ପୁଅ ଠାରୁ ଝିଅ ବୟସ ଅଧିକ ଥିବ ଓ ସେମାନେ ପରସ୍ପର ସହ ବିବାହ କରିଥିବେ । ହେଲେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ବୟସରେ ବଡ ଝିଅ ମାନଙ୍କ ସହ ବିବାହ କରିବାର କିଛି ଫାଇଦା ବିଷୟରେ କହିବାକୁ ଯାଉଛୁ । ଚାଣକ୍ୟ ନୀତି ଅନୁସାରେ ବୟସରେ ବଡ ଥିବା ମହିଳା ମାନଙ୍କ ସହ ବିବାହ କରିଲେ କେତେକ ଫାଇଦା ମିଳିଥାଏ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ସେହି ସମସ୍ତ ଫାଇଦା ବିଷୟରେ କହିବାକୁ ଯାଉଛୁ, ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ବୟସରେ ବଡ ଥିବା ମହିଳା ମାନେ ହୋଇଥାନ୍ତି ଦାଇତ୍ଵବାନ । ବନ୍ଧୁଗଣ ଯଦି ପୁରୁଷ ନିଜ ଠାରୁ ବୟସରେ ବଡ ଥିବା ମହିଳାଙ୍କ ସହ ବିବାହ କରିବ ତା ହେଲେ ତାକୁ ଜୀବନରେ କୌଣସି ଦାଇତ୍ଵ ପ୍ରତି ଚିନ୍ତା କରିବାର ଆବଶ୍ୟକତା ନାହିଁ ।


ବନ୍ଧୁଗଣ ସମସ୍ତ ପୁରୁଷ ଏହା ଚାହିଁ ଥାନ୍ତି ତାଙ୍କ ସ୍ତ୍ରୀ ପାଖରେ ଅଧିକ ଦାଇତ୍ଵ ଜ୍ଞାନ ରହିଥାଉ । ତେଣୁ ଯଦି ଆପଣ ନିଜ ଠାରୁ ଅଧିକ ବୟସର ଝିଅ ସହ ବିବାହ କରିବେ ତା ହେଲେ ଆପଣଙ୍କୁ ଦାଇତ୍ଵ ପାଇଁ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ ।


୨. ବନ୍ଧୁଗଣ ନିଜ ଠାରୁ ଅଧିକ ବୟସର ଝିଅ ମାନେ ଆର୍ଥିକ ରୂପରେ ବହୁତ ମଝବୁତ ହୋଇଥାନ୍ତି । ବନ୍ଧୁଗଣ ଯଦି ଆପଣ ନିଜ ଠାରୁ ଅଧିକ ବୟସର ଝିଅ ସହ ବିବାହ କରିବେ ତା ହେଲେ ସେହି ଝିଅ ଆର୍ଥିକ ରୂପରେ ନିଶ୍ଚୟ ମଝବୁତ ଥିବ ବା ସେ କୌଣସି କାମ ନିଶ୍ଚୟ କରୁଥିବ । ଯାହା ଦ୍ଵାରା ଆପଣଙ୍କ ଆର୍ଥିକ ସ୍ଥିତି ବହୁତ ମଝବୁତ ରହିବ । ଅଧିକ ବୟସର ମହିଳା ମାନେ ନିଜ ଖର୍ଚକୁ ନିଜେ ଉଠାଇବା ପାଇଁ ପସନ୍ଦ କରିଥାନ୍ତି ।


୩. ବନ୍ଧୁଗଣ ବଡ ଝିଅ ମାନେ ନିଜ ସ୍ଵାମୀ ଓ ନିଜ ପରିବାରକୁ କେବେହେଲେ ଧୋକା ଦେଇନଥାନ୍ତି । ସମ୍ପର୍କ ମାମଲାରେ ଏମାନେ ବହୁତ ଲୋୟାଲ ହୋଇଥାନ୍ତି । ବନ୍ଧୁଗଣ ବଡ ଝିଅ ମାନେ ନିଜ ସମ୍ପର୍କକୁ ବହୁତ ଅଧିକ ଗୁରୁତ୍ଵ ଦେଇଥାନ୍ତି । ଏହି ମହିଳା ମାନେ ଯେଉଁ ମାନଙ୍କ ସହ ବିବାହ କରନ୍ତି ସେମାନଙ୍କୁ ନିଜର ସବୁ କିଛି ମାନି ଥାନ୍ତି ।

୪. ବନ୍ଧୁଗଣ ବୟସରେ ବଡ ହୋଇଥିବା ମହିଳା ମାନେ ହୁଅନ୍ତି ଆତ୍ମନିର୍ଭର । ବନ୍ଧୁଗଣ ନିଜ ଠାରୁ ବଡ ମହିଳା ମାନଙ୍କ ସହ ବିବାହ କରିବାର ଅନ୍ୟ ଏକ ଫାଇଦା ହେଉଛି ସେମାନେ ସମସ୍ତ କାର୍ଯ୍ୟ ପାଇଁ ଆପଣଙ୍କ ଉପରେ ନିର୍ଭର ହୋଇନଥାନ୍ତି । ଏମାନେ ନିଜର ସମସ୍ତ କାର୍ଯ୍ୟକୁ ନିଜେ କରିଥାନ୍ତି । ତେଣୁ ଆପଣଙ୍କୁ ବିବାହ ପରେ ଅଧିକ ଚିନ୍ତା ନେବାର କୌଣସି ଆବଶ୍ୟକତା ନାହିଁ । ବନ୍ଧୁଗଣ ଏହି ଝିଅ ମାନେ ସତ୍ଵନ୍ତ୍ର ଓ ଆତ୍ମନିର୍ଭର ହୋଇଥାନ୍ତି ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ସୁନ୍ଦର ସୁନ୍ଦର ଚାଣକ୍ୟ ନୀତି ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *