ଏମାନେ ହେଲେ ଭୋଜପୁରୀ ସିନେମାର 4 ଜଣ ସବୁଠୁ ଅଧିକ ସୁନ୍ଦର ଓ ବୋଲ୍ଡ Actress, ଯାହାଙ୍କ ଆଗରେ ଫିକା ପଡି ଯାଆନ୍ତି ଦୀପିକା-ପ୍ରିୟଙ୍କା

ବନ୍ଧୁଗଣ ଆପଣ ମାନେ ସମସ୍ତେ ସାଧାରଣତଃ ଆମ ବଲିଉଡ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ହେଲେ ଆଜି ଆମେ ଆପଣ ମାନଙ୍କୁ ଭୋଜପୁରୀ ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ, ଏହି ଭୋଜପୁରୀ ଅଭିନେତ୍ରୀ ମାନେ କୌଣସି ବଲିଉଡ ଅଭିନେତ୍ରୀଙ୍କ ଠାରୁ କମ ନୁହନ୍ତି ସୁନ୍ଦରତା ଓ ଅଭିନୟ ମାମଲାରେ ଏମାନେ ବଲିଉଡ ଅଭିନେତ୍ରୀ ମାନଙ୍କୁ ପଛରେ ପକାଇଦେବେ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଭୋଜପୁରୀର ଏପରି କିଛି ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ବହୁତ ହଟ୍ ଓ ସେକସି ନଜର ଆସନ୍ତି । ଏମାନେ ନିଜ ବୋଲ୍ଟ ଲୁକ୍ ପାଇଁ ସବୁବେଳେ ଚର୍ଚାରେ ରୁହନ୍ତି ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ମାନଙ୍କ ବିଷୟରେ ।

ଅମ୍ରପାଲି ଦୁବେ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ଅମ୍ରପାଲି ଦୁବେ । ଏହି ଅଭିନେତ୍ରୀ ଜଣକ ହେଉଛନ୍ତି ଭୋଜପୁରୀର ସବୁଠାରୁ ଅଧିକ ସେକ୍ସି ଓ ହଟ୍ ଅଭିନେତ୍ରୀ । ଅମ୍ରପାଲି ନିଜ ସୁନ୍ଦରତା ପାଇଁ ସବୁବେଳେ ଚର୍ଚାରେ ରୁହନ୍ତି ।

ଭୋଜପୁରୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅମ୍ରପାଲି ବହୁତ ସୁପର ହିଟ ଫିଲ୍ମରେ ଅଭିନୟ କରିଛନ୍ତି । ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ନିଜ ବୋଲ୍ଟ ଲୁକ୍ ଓ ନିଜ ସୁନ୍ଦରତା ପାଇଁ ସବୁବେଳେ ସୋସିଆଲ ମିଡିଆରେ ଚର୍ଚାରେ ରୁହନ୍ତି । ଦର୍ଶକ ମାନେ ଅମ୍ରପାଲିଙ୍କ ସୁନ୍ଦରତାକୁ ଦେଖିବା ପାଇଁ ବହୁତ ଅଧିକ ପସନ୍ଦ କରନ୍ତି ।

ରାନୀ ଚଟାର୍ଜି- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ଭୋଜପୁରୀର ହଟ୍ ଓ ସେକ୍ସି ଅଭିନେତ୍ରୀ ରାନୀ ଚଟାର୍ଜି । ରାନୀ ନିଜ ଫିଲ୍ମ କାରିୟରର ୧୪ ବର୍ଷ ବୟସରୁ ଆରମ୍ଭ କରିଦେଇଥିଲେ । ତାଙ୍କର ପ୍ରଥମ ଫିଲ୍ମ ‘ଶଶୁରା ବଡା ପୈସା ବାଲା’ ସୁପର ହିଟ ହୋଇଥିଲା । ଭୋଜପୁରୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ରାନୀଙ୍କର ଲୋକପ୍ରିୟତା ବହୁତ ଅଧିକ ରହିଛି । ଏହି କିଛି ଦିନ ତଳେ ସେ ‘ମସ୍ତରାମ’ ୱେବ ସିରିଜରେ ନଜର ଆସିଥିଲେ । ଏହି ୱେବ ସିରିଜରେ ସେ ଏକ ଇଣ୍ଟିମେଟ ସିନ୍ ମଧ୍ୟ କରିଛନ୍ତି ।

ଅକ୍ଷରା ସିଂହ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଭୋଜପୁରୀର ସେକ୍ସି ଓ ହଟ୍ ଅଭିନେତ୍ରୀ ଅକ୍ଷରା ସିଂହ । ଅକ୍ଷରା ନିଜ ସୁନ୍ଦରତା ଓ ବୋଲ୍ଟ ଫଟୋ ପାଇଁ ସବୁବେଳେ ଚର୍ଚାରେ ରୁହନ୍ତି । ଅକ୍ଷରା ଏକ ଅଭିନେତ୍ରୀ ହେବା ସହିତ ଏକ ବହୁତ ଭଲ ଗାୟିକା ମଧ୍ୟ ଅଟନ୍ତି । ଅକ୍ଷରା ନିଜ ଫିଲ୍ମ କାରିୟର ୨୦୧୧ ମସିହାରେ ଆରମ୍ଭ କରିଥିଲେ । ଆଜି ସେ ଏକ ପ୍ରସିଦ୍ଧ ଅଭିନେତ୍ରୀ ରୂପେ ପରିଚିତ ।

କାଜଲ ରାଘବାନି- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଅଭିନେତ୍ରୀ କାଜଲ ରାଘବାନି । କାଜଲ ମଧ୍ୟ ନିଜର ସେକ୍ସି ଲୁକ୍ ଓ ବୋଲ୍ଟ ଫଟୋ ପାଇଁ ସବୁବେଳେ ଚର୍ଚାରେ ରୁହନ୍ତି । କାଜଲ କେବଳ ୧୬ ବର୍ଷ ବୟସରେ ନିଜ ଫିଲ୍ମ କାରିୟରର ଆରମ୍ଭ କରିଥିଲେ । କାଜଲଙ୍କର ପ୍ରଥମ ଫିଲ୍ମଟି ଏକ ଗୁଜୁରାତି ଫିଲ୍ମ ଥିଲା । ବର୍ତ୍ତମାନ ସେ ହେଉଛନ୍ତି ଭୋଜପୁରୀ ଇଣ୍ଡଷ୍ଟ୍ରିର ଜଣେ ପ୍ରସିଦ୍ଧ ଅଭିନେତ୍ରୀ ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ମନୋରଞ୍ଜନ ଦୁନିଆ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *