ମାତ୍ର ୩ ଦିନ ଏହାକୁ ଖାଇ ନିଅନ୍ତୁ, 90 ବର୍ଷ ପର୍ଯ୍ୟନ୍ତ କ୍ୟାଲସିୟମ ର ଅଭାବ ରହିବ ନାହିଁ, ଆଣ୍ଠୁ ଗଣ୍ଠି ସମସ୍ୟା ସବୁଦିନ ପାଇଁ ଗାୟବ ହୋଇଯିବ- Health Tips

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣଂକୁ ଏଭଳି ଏକ ଘରୋଇ ଉପଚାର ସମ୍ବନ୍ଧରେ କହିବୁ ଯାହାର ପ୍ରୟୋଗ କରିବା ଦ୍ୱାରା ଆପଣଙ୍କ ଆଣ୍ଠୁ ଏବଂ ଗଣ୍ଠି ବିନ୍ଧା ଭଳି ସମସ୍ୟା ତୁରନ୍ତ ଦୂର ହୋଇଯିବ।ବନ୍ଧୁଗଣ ପୂର୍ବତନ କାଳରେ ବୃଦ୍ଧ ବ୍ୟକ୍ତି ମାନଙ୍କ ଶରୀରରେ ଏହି ହାଡ଼ ଜନିତ ସମସ୍ୟା ଯଥା ଆଣ୍ଠୁ ବିନ୍ଧା ଏବଂ ଗଣ୍ଠି ବିନ୍ଧା ଭଳି ସମସ୍ୟା ଦେଖିବାକୁ ମିଳୁଥିଲା। ପ୍ରାୟ ୬୦ ବା ୭୦ ବର୍ଷ ବୟସ ପରେ ଏହି ସବୁ ସମସ୍ୟା ଦେଖା ଯାଉଥିଲା।

କିନ୍ତୁ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏହି ସମସ୍ୟା କମ ବୟସ ରୁ ହିଁ ଦେଖିବାକୁ ମିଳୁଛି।ଏହାର ମୁଖ୍ୟ କାରଣ ହେଉଛି ଶରୀରରେ କ୍ୟାଲସିୟମ ର ଅଭାବ। ଏହି ସମସ୍ୟା ଖାଦ୍ୟପେୟ ନିୟମିତ ନହେବା ଦ୍ୱାରା ଏବଂ ନିୟମିତ ଯୋଗ ନକରିବା ଦ୍ୱାରା ଏହି ସମସ୍ୟା ଦେଖିବାକୁ ମିଳିଥାଏ। ବନ୍ଧୁଗଣ ଏହି ସମସ୍ୟା ହେବା ଦ୍ୱାରା ଶରୀର ଦୁର୍ବଳ ହୋଇଯାଏ ଏବଂ କୌଣସି କାର୍ଯ୍ୟ ରେ ମନ ଲାଗି ନଥାଏ।

ତେବେ ବନ୍ଧୁଗଣ ଏହି ସମସ୍ୟା ରୁ ମୁକ୍ତି ପାଇବା ନିମନ୍ତେ ଆଜି ଆମେ ଆପଣ ମାନଙ୍କୁ ଏଭଳି ଏକ ଘରୋଇ ଉପଚାର ସମ୍ବନ୍ଧରେ କହିବୁ ଯାହାର ପ୍ରୟୋଗ ଦ୍ୱାରା ଶରୀରରେ କ୍ୟାଲସିୟମ ର ଅଭାବ ରହିବ ନାହିଁ ଏବଂ ଏହି ସମସ୍ତ ସମସ୍ୟା ରୁ ମୁକ୍ତି ତୁରନ୍ତ ମିଳିବ। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ଘରୋଇ ଉପଚାର ସମ୍ବନ୍ଧରେ।

୧. ବନ୍ଧୁଗଣ ଏହି ଘରୋଇ ଉପଚାର ନିମନ୍ତେ ପ୍ରଥମେ ଆପଣ ଗ୍ୟାସ ରେ ଏକ ପାତ୍ର ବସାଇ ଦିଅନ୍ତୁ ଏବଂ ସେଥିରେ ଦେଶୀ ଗାଈ ର ଘିଅ କୁ ପକାଇ ଗରମ କରନ୍ତୁ। ଏହାପରେ ଏଥିରେ କିଛି ପରିମାଣରେ ପୋସ୍ତ ପକାନ୍ତୁ। ବନ୍ଧୁଗଣ ଆପଣ ମାନଙ୍କୁ ଲୋକାଲ ମାର୍କେଟ ରେ ପୋସ୍ତ ସହଜରେ ମିଳିଯିବ।

୨. ବନ୍ଧୁଗଣ ଏହାପରେ ଏଥିରେ କ୍ଷୀର ପକାନ୍ତୁ। ଆପଣ ଯେତେ ମାତ୍ରା ରେ କ୍ଷୀର ପିଇ ପାରିବେ ସେତିକି ମାତ୍ରାରେ କ୍ଷୀର ପକାନ୍ତୁ। ଏହାପରେ ଏଥିରେ ପଦ୍ମମଞ୍ଜି ପକାନ୍ତୁ। ପଦ୍ମ ମଞ୍ଜି କୁ ହିନ୍ଦୀ ରେ ମାଖାନା ଓ ଇଂରାଜୀ ରେ ଫକ୍ସନଟ କୁହାଯାଏ।ଏଥିରେ ଭରପୁର ମାତ୍ରା ରେ କ୍ୟାଲସିୟମ ରହିଥାଏ। ପଦ୍ମମଞ୍ଜି ରେ ଥିବା ପୋଷକ ତତ୍ତ୍ୱ ଆମ ହାଡ଼କୁ ମଜବୁତ କରିଥାଏ। ତେବେ ଆପଣ ଅଳ୍ପ କିଛି ପଦ୍ମ ମଞ୍ଜି କୁ ସେଥିରେ ମିଶାଇ ଦିଅନ୍ତୁ।

୩. ବନ୍ଧୁଗଣ ଏହି ସବୁ ସାମଗ୍ରୀ ପରେ ଶେଷରେ ଏକ ଛୋଟ ଖଣ୍ଡ ମିଶ୍ରି ପକାନ୍ତୁ। କିନ୍ତୁ ମନେ ରଖନ୍ତୁ ଯେ, ଡାଇବେଟିସ ରୋଗୀ ମାନେ ଆଦୋୖ ମିଶ୍ରି ପକାନ୍ତୁ ନାହଁ। କାରଣ ମିଠା ସେମାନଙ୍କ ଶରୀର ପାଇଁ ଅତ୍ୟନ୍ତ ହାନିକାରକ ହୋଇଥାଏ। ତେଣୁ ଧ୍ୟାନ ରଖିବେ ଯେ ଯେପରି ଆପଣ ମିଶ୍ରି ର ସେବନ ନ କରିବେ। ତେବେ ବନ୍ଧୁଗଣ ବର୍ତ୍ତମାନ ଏହାକୁ ଲୋ ଫ୍ଲେମ ରେ ରଖନ୍ତୁ ଏବଂ କିଛି ସମୟ ପରେ ଏହାକୁ ଏକ ଗ୍ଲାସ ରେ ଛାଣି ରଖନ୍ତୁ।

ବନ୍ଧୁଗଣ ପ୍ରସ୍ତୁତ ହୋଇଥିବା ମିଶ୍ରଣ କୁ ଆପଣ ସକାଳେ ଖାଲି ପେଟରେ ସେବନ କରିପାରିବେ ଅଥବା ଏହାକୁ ରାତିରେ ଶୋଇବାର ଏକ ଘଣ୍ଟା ପୂର୍ବରୁ ସେବନ କରିପାରିବେ।ଏହାକୁ ସପ୍ତାହ ରେ ଦୁଇଥର ସେବନ କରନ୍ତୁ। ଏହାକୁ ସେବନ କରିବା ଦ୍ୱାରା ଆପଣଙ୍କ ଆଣ୍ଠୁ ଗଣ୍ଠି ବିନ୍ଧା ସମସ୍ୟା ତୁରନ୍ତ ଦୂର ହୋଇଯିବ। ତେବେ ବନ୍ଧୁଗଣ ନିଶ୍ଚିତ ଭାବରେ ଏହି ଘରୋଇ ଉପଚାର କୁ ପ୍ରୟୋଗ କରନ୍ତୁ। ଏହାର ଚମତ୍କାରୀ ଫାଇଦା ଆପଣ ମାନଙ୍କୁ ନିଶ୍ଚିତ ଭାବରେ ମିଳିବ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ନୂଆ ନୂଆ ହେଲ୍ଥ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *