କନ୍ଯାର ପ୍ରଥମ ଋତୁଶ୍ରାବ କେବେ ହେଲେ କନ୍ୟା ହୋଇଥାଏ ସୌଭାଗ୍ୟଶାଳୀ ଓ ସଦା ସୁଖି ? ଏହା ସହିତ ପଢନ୍ତୁ ଆଜିର 15 Anuchinta

ବନ୍ଧୁଗଣ ଏହି ଦୁନିଆର ସମସ୍ତ କନ୍ୟା ମାନଙ୍କର ପ୍ରଥମ ଋତୁସ୍ରାବ ଅଲଗା ମାସ, ତିଥି ଓ ବାରରେ ହୋଇଥାଏ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ କନ୍ୟା ମାନେ କେଉଁ ମାସ, ବାର, ତିଥିରେ ପ୍ରଥମ ଋତୁମତୀ ହେଲେ ସେମାନଙ୍କ ଉପରେ କଣ ପ୍ରଭାବ ପଡିଥାଏ ତାହା ବିଷୟରେ । ଏହି ତଥ୍ୟ ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ଯଦି କନ୍ୟା ପ୍ରତିପଦ ତିଥିରେ ପ୍ରଥମ ଋତୁମତୀ ହୁଏ ତେବେ ସେ ଚିର ରୋଗିଣୀ ହୋଇଥାଏ ଓ ଖୁବ ଶୀଘ୍ର ସେ କାଳଗ୍ରସ୍ତ ହୋଇଥାଏ । ୨. କନ୍ୟା ଯଦି ଦ୍ଵିତୀୟ ତିଥିରେ ପ୍ରଥମ ଋତୁମତୀ ହୋଇଥାଏ ତେବେ ତାର ସ୍ମରଣ ଶକ୍ତି ବୃଦ୍ଧି ପାଇଥାଏ ଓ ଭବିଷ୍ୟତରେ ସେ ପୁତ୍ରବତୀ ହୋଇଥାଏ ।

୩. କନ୍ୟା ତୃତୀୟ ତିଥିରେ ପ୍ରଥମ ଋତୁମତୀ ହେଲେ ସେ ପୁତ୍ରହୀନା ହୋଇଥାଏ ।

୪. କନ୍ୟା ଚତୁର୍ଥୀ ତିଥିରେ ପ୍ରଥମ ଋତୁମତୀ ହେଲେ ତାର ଗର୍ଭ ନଷ୍ଟ ହେବା ର ବହୁତ ସମ୍ଭାବନା ରହିଥାଏ ।

୫. ଯଦି କନ୍ୟା ପଞ୍ଚମ ତିଥିରେ ପ୍ରଥମ ଋତୁମତୀ ହୋଇଥାଏ ତା ହେଲେ ସେମାନଙ୍କର ଅଳ୍ପ ଆୟୁଷ ମଧ୍ୟ ହୋଇଥାଏ ।

୬. କନ୍ୟା ଯଦି ଷଷ୍ଠୀ ତିଥିରେ ପ୍ରଥମ ଋତୁମତୀ ହୋଇଥାଏ ତା ହେଲେ ସେ ସୌଭାଗ୍ୟବତୀ ହୋଇଥାଏ ।

୭. କନ୍ୟା ଯଦି ସପ୍ତମୀ ତିଥିରେ ପ୍ରଥମ ଋତୁମତୀ ହୋଇଥାଏ ତା ହେଲେ ସେ ରାଗି ସ୍ଵଭାବର ହୋଇଥାଏ ?

୮. କନ୍ୟା ଯଦି ଅଷ୍ଟମୀ ତିଥିରେ ପ୍ରଥମ ଋତୁମତୀ ହୁଏ ତା ହେଲେ ସେ ସଦା ସୁଖୀ ହୋଇଥାଏ ।

୯. କନ୍ୟା ଯଦି ନବମୀ ତିଥିରେ ଜନ୍ମ ହୋଇଥାଏ ତା ହେଲେ ସେ ସୁଖଭାଗିନୀ ହେବା ସହ ସଦା ସୁହାଗିନୀ ହୋଇଥାଏ ।

୧୦. କନ୍ୟା ଯଦି ଦଶମୀ ତିଥିରେ ପ୍ରଥମ ଋତୁମତୀ ହୋଇଥାଏ ତା ହେଲେ ତାର ସନ୍ତାନ ହାନି ହେବାର ସମ୍ଭାବନା ରହିଥାଏ ।

୧୧. କନ୍ୟା ଯଦି ଏକାଦଶୀ ତିଥିରେ ପ୍ରଥମ ଋତୁମତୀ ହୋଇଥାଏ ତା ହେଲେ ସେ ସବୁବେଳେ ସ୍ଵାମୀ ସୁଖ ଲାଭ କରିଥାଏ ।

୧୨. କନ୍ୟା ଯଦି ଦ୍ଵାଦଶୀ ତିଥିରେ ପ୍ରଥମ ଋତୁମତୀ ହୋଇଥାଏ ତା ହେଲେ ସେ ଧାର୍ମିକ, ଧର୍ମଶିଳା ହୋଇଥାଏ ।

୧୩. କନ୍ୟା ଯଦି ପୂର୍ଣ୍ଣିମା ତିଥିରେ ପ୍ରଥମ ଋତୁମତୀ ହୋଇଥାଏ ତା ହେଲେ ସେ ଭାଗ୍ୟବତି, ପୁତ୍ରମତି ଓ ଲକ୍ଷ୍ମୀଯୁକ୍ତା ହୋଇଥାଏ । ଏହି କନ୍ୟା ଯେଉଁ ଘରକୁ ଯାଇଥାନ୍ତି ସେହି ଘର ସୁଖ ସମୃଦ୍ଧିରେ ଭରିଯାଇଥାଏ ।

୧୪. କନ୍ୟା ଯଦି ଅମାବାସ୍ୟା ତିଥିରେ ପ୍ରଥମ ଋତୁମତୀ ହୋଇଥାନ୍ତି ତା ହେଲେ ସେହି କନ୍ୟା ଗର୍ଭିତା, ଅପ୍ରିୟ ଭାଷିଣୀ ଓ ରୋଗିଣୀ ପ୍ରକୃତିର ହୋଇଥାଏ ।

୧୫. ଯେଉଁ କନ୍ୟା ରବିବାର ଦିନ ପ୍ରଥମ ଋତୁମତୀ ହୁଏ ତେବେ ତାକୁ ଜୀବନରେ ବହୁତ ପ୍ରକାରର କଷ୍ଟ ସହିବାକୁ ପଡିଥାଏ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *