ମାତ୍ର ୭ ଦିନରେ ୧୦ କିଲୋ ଓଜନ ବଢାଇବାର ଜବରଦସ୍ତ ଉପାୟ- Health Tips

ନମସ୍କାର ବନ୍ଧୁଗଣ,ବନ୍ଧୁଗଣ ଆମ ଜୀବନ ରେ ଅନେକ ପ୍ରକାର ରୋଗ ସମସ୍ୟା ଦେଖା ଦେଇଥାଏ।ଏହା ଆମକୁ ବହୁତ ଯନ୍ତ୍ରଣା ମଧ୍ୟ ଦେଇଥାଏ।ଏହି ଯନ୍ତ୍ରଣା ରୁ ମୁକ୍ତି ପାଇବା ପାଇଁ ଆମେ ଅନେକ ପ୍ରକାର ଔଷଧ ସେବନ କରିଥାଉ କିନ୍ତୁ ସେଥିରୁ ବିଶେଷ କିଛି ଲାଭ ମିଳି ପାରି ନ ଥାଏ।ଆମକୁ ସେହିପରି ହିଁ ଯନ୍ତ୍ରଣା ଭୋଗିବାକୁ ପଡିଥାଏ।ତେଣୁ ଆମେ ଅନେକ ଡାକ୍ତର ଙ୍କ ସହିତ ମଧ୍ୟ ପରାମର୍ଶ କରିଥାଉ ଓ ବଜାର ରୁ ଅନେକ ପ୍ରକାର ଆଧୁନିକ ଔଷଧ କୁ କିଣି ବ୍ୟବହାର କରିଥାଉ କିନ୍ତୁ ସେଥିରୁ ମଧ୍ୟ ଆମକୁ ସମ୍ପୂର୍ଣ୍ଣ ଭାବରେ ଉପଶମ ମିଳି ପାରି ନ ଥାଏ।

ଆମକୁ ଆମ ପ୍ରକୃତି ରୁ ଅନେକ ଔଷଧ ମିଳିଥାଏ କିନ୍ତୁ ଆମେ ତାହାର ସଠିକ ବ୍ୟବହାର ବିଷୟ ରେ ଜାଣି ନ ଥାଉ ତେଣୁ ବଜାର ରେ ମିଳୁଥିବା ଆଧୁନିକ ଔଷଧ ଉପରେ ଭରସା କରିଥାଉ।ଯେଉଁମାନଙ୍କ ର ଓଜନ ବହୁତ କମ ରହିଛି ସେମାନଙ୍କୁ ହିଁ ଅଧିକ ରୋଗ ହୋଇଥାଏ।ତେବେ ଓଜନ ବଢ଼ାଇବା ପାଇଁ ମଧ୍ୟ ଅନେକ ପ୍ରାକୃତିକ ଔଷଧ ରହିଛି।ତେବେ ଆଜି ଆମେ ଆପଣଂକୁ ସେହି ଵିଷୟ ରେ ଜଣାଇବୁ।ମାତ୍ର କିଛି ଦିନ ଏହାକୁ ସେବନ କରିବା ଦ୍ୱାରା ଆପଣ ଙ୍କ ଓଜନ ୧୦ କିଲୋ ବଢିଯିବ।ତେବେ ଆସନ୍ତୁ ଜାଣିବା ସେହି ବିଷୟରେ।

ବନ୍ଧୁଗଣ ଆଜି ଆମେ ଆପଣଂକୁ ଏହି ପରି ଏକ ଉପାୟ କହିବୁ ଯାହା ଦ୍ୱାରା ଶତ ପ୍ରତିଶତ ଆପଣଙ୍କ ର ଓଜନ ବଢିବ।ବନ୍ଧୁଗଣ ପ୍ରଥମେ ଏକ କଦଳୀ ନିଅନ୍ତୁ।ଓଜନ ବଢ଼ାଇବା ପାଇଁ କଦଳୀ ବହୁତ ସାହାଯ୍ୟ କରିଥାଏ।କଦଳୀ ରେ ଅନେକ ପ୍ରକାର ପୋଷକ ତତ୍ତ୍ଵ ରହିଥାଏ ଯାହା ଆମ ଶରୀର ପାଇଁ ବହୁତ ଆବଶ୍ୟକୀୟ ହୋଇଥାଏ।ସେହି କଦଳୀ ର ଚୋପା ଛଡାଇ ଦିଅନ୍ତୁ।ତାପରେ ଏହାକୁ ଛୋଟ ଛୋଟ ଖଣ୍ଡ କରି କାଟି ଦିଅନ୍ତୁ।

ଏହି ଉପାୟ କୁ ବନାଇବା ପାଇଁ ୪ଟି କଦଳୀ ର ଆବଶ୍ୟକ ହେବ।ସବୁ କଦଳୀ କୁ ସେହିପରି ଛୋଟ ଛୋଟ ଖଣ୍ଡ କରି କାଟି ଦିଅନ୍ତୁ।ଏହା ପରେ ଗୋଟିଏ ଗ୍ଲାସ ଉଷୁମ କ୍ଷୀର ବା ଫୁଟା କ୍ଷୀର ନିଅନ୍ତୁ।ଏଥିରେ ଆପଣ ଶୁଦ୍ଧ ଗାଈ କ୍ଷୀର ର ବ୍ୟବହାର କଲେ ବହୁତ ଭଲ ପରିଣାମ ମିଳିଥାଏ।ତେବେ ଏହି କ୍ଷୀର ଓ କଦଳୀ କୁ ମିଶାଇ ଭଲ ଭାବରେ ଗ୍ରାଇଡିଂ କରିଦିଅନ୍ତୁ।ଯଦି ଆପଣ ପୂର୍ବ ରୁ ବାନାନା ଶେକ ଖାଇଛନ୍ତି ତେବେ ସେହି ପରି ହିଁ କରନ୍ତୁ।

ବର୍ତ୍ତମାନ ଆପଣଙ୍କ ର ଓଜନ ବଢ଼ାଇବା ପାଇଁ ଘରୋଇ ଔଷଧ ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ ହୋଇଯାଇଛି।କଦଳୀ ଓ କ୍ଷୀର ର ଏହି ମିଶ୍ରଣ ଆପଣଙ୍କ ଓଜନ ବଢ଼ାଇବା ପାଇଁ ବହୁତ ସହାୟକ ହୋଇଥାଏ।ଏଥିରୁ ଆପଣଂକୁ ବହୁତ ପୃଷ୍ଟିକର ପୋଷକ ମିଳିଥାଏ।ଯାହା ଦ୍ୱାରା ଆପଣଙ୍କ ଓଜନ ବଢିଥାଏ।ତେବେ ଆସନ୍ତୁ ଜାଣିବା ଏହାକୁ ଆପଣ କିପରି ସେବନ କରିବେ।ବନ୍ଧୁଗଣ ଏହାକୁ ଆପଣ ପ୍ରତିଦିନ ଦୁଇ ରୁ ତିନି ଥର ସେବନ କରନ୍ତୁ।ଏହାକୁ ସେବନ କରିବା ର ମାତ୍ର କିଛି ଦିନ ମଧ୍ୟରେ ହିଁ ଆପଣ ନିଜର ଓଜନ ବଢ଼ୁଥିବାର ଅନୁଭବ କରିବେ।

ଏହି ମିଶ୍ରଣ କୁ ବୃଦ୍ଧ ଙ୍କ ଠାରୁ ନେଇ ଶିଶୁ ପର୍ଯ୍ୟନ୍ତ ସମସ୍ତେ ଏହାକୁ ସେବନ କରିପାରିବେ।ଏହା ଆପଣଙ୍କ ଶରୀର ପାଇଁ ବହୁତ ଲାଭ ଦାୟକ ଅଟେ।ଆପଣଙ୍କ ଶରୀର ର ଓଜନ ବଢିଲେ ଆପଣଂକୁ ବିଶେଷ କିଛି ରୋଗ ହେବାର ଦେଖିବାକୁ ମିଳି ନ ଥାଏ।ତେବେ ବନ୍ଧୁଗଣ ଆପଣଙ୍କ ର ଯଦି ଓଜନ ବଢୁ ନାହିଁ ତେବେ ଆପଣ ଏହି ମିଶ୍ରଣ କୁ ଘରେ ବନାଇ ନିଶ୍ଚିତ ପିଅନ୍ତୁ।

ଆପଣଙ୍କୁ ଆମର ଏହି ପୋଷ୍ଟ ଟି ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି ଅନେକ ନୂଆ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *