TV ଇଣ୍ଡଷ୍ଟ୍ରି ର ଏହି 4 ଜଣ ଫେମସ Actress ଡିଭୋର୍ସ ପରେ ନେଉଛନ୍ତି ଜୀବନର ଅସଲ ମଜା, 2 ନମ୍ବର Actress ତ ସମସ୍ତଙ୍କ ଫେବ୍ରେଟ

ବନ୍ଧୁଗଣ ଆପଣ ମାନେ ସାମସ୍ତେ ଆମ ଟିଭି ଓ ବଲିଉଡ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ବିବାହ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ଏହା ବ୍ଯତୀତ ଏହି ଅଭିନେତ୍ରୀ ମାନେ ନିଜ ଲଭ ଅଫେୟାର ଓ ନିଜ ବିବାହ ପାଇଁ ମଧ୍ୟ ବହୁତ ଚର୍ଚାରେ ରୁହନ୍ତି । ହେଲେ ବନ୍ଧୁଗଣ କିଛି ବିବାଦ ହେତୁ ଏହି ଅଭିନେତ୍ରୀ ମାନଙ୍କ ତଲାକ ମଧ୍ୟ ହୋଇଯାଏ ।

ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଟିଭି ଇଣ୍ଡଷ୍ଟ୍ରିରେ କାମ କରୁଥିବା ଏପରି କିଛି ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ତଲାକ ନେଇ ସାରିଛନ୍ତି ହେଲେ ନିଜ କାରିୟରରେ ସଫଳତ ହୋଇଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ମାନଙ୍କ ବିଷୟରେ ।

ସ୍ନେହା ୱାଗ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଟିଭି ଇଣ୍ଡଷ୍ଟ୍ରିର ଫେମସ ଅଭିନେତ୍ରୀ ସ୍ନେହା ୱାଗ । ଆପଣ ମାନେ ସ୍ନେହାଙ୍କୁ ‘ଏକ ବୀର କି ଅରଦାସ ବୀରା’ରେ ନିଶ୍ଚୟ ଦେଖିଥିବେ । ଏହି ସିରିଏଲରେ ବୀରାର ମା ଭୂମିକାରେ ନଜର ଆସିଥିଲେ ସ୍ନେହା । ସ୍ନେହାଙ୍କ ବିବାହ କେବଳ ୧୯ ବର୍ଷ ବୟସରେ ଅଭିସ୍କାର ଦିବେଗକରଙ୍କ ସହ ହୋଇଥିଲା । ହେଲେ ଏହି ଦୁଇଜଣଙ୍କର ତଲାକ ହୋଇଗଲା । ଏହାପରେ ସ୍ନେହା ଅନୁରାଗ ସୁଳଙ୍କି ପରସ୍ପରକୁ ପ୍ରେମ କରି ବିବାହ କରିଥିଲେ ହେଲେ ବନ୍ଧୁଗଣ ଏହି ବିବାହ ମଧ୍ୟ ଭାଙ୍ଗି ଯାଇଥିଲା ।

ରଶ୍ମୀ ଦେସାଇ- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି ଟିଭି ଇଣ୍ଡଷ୍ଟ୍ରିର ଫେମସ ଅଭିନେତ୍ରୀ ରଶ୍ମୀ ଦେଶାଇ । ଆପଣ ମାନେ ରଶ୍ମୀଙ୍କୁ ‘ଉତୁରନ’ ସିରିଏଲରେ ନିଶ୍ଚୟ ଦେଖିଥିବେ । ବନ୍ଧୁଗଣ ରଶ୍ମୀ ନିଜର କୋଷ୍ଟାର ନନ୍ଦିସ ସିଂହ ସନ୍ଧୁଙ୍କ ସହ ୨୦୧୧ ମସିହାରେ ପ୍ରେମ ବିବାହ କରିଥିଲେ । କିନ୍ତୁ ବନ୍ଧୁଗଣ ଏହି ଦୁଇଜଣ ୨୦୧୩ ମସିହାରେ ଅଲଗା ହୋଇଯାଇଥିଲେ ଓ ଶେଷରେ ୨୦୧୫ ମସିହାରେ ଏହି ଦୁଇଜଣଙ୍କ ତଲାକ ହୋଇଯାଇଥିଲା ।

ମୁସକାନ ମୀହାନି- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଟିଭି ଇଣ୍ଡଷ୍ଟ୍ରିର ସୁନ୍ଦର ଅଭିନେତ୍ରୀ ମୁସକାନ ମୀହାନି । ଆପଣ ମାନେ ସମସ୍ତେ ମୁସକାନଙ୍କୁ ‘ଦିଲ ମିଲ ଗେୟା’ ଆଦି କେତେକ ସିରିଏଲରେ ନିଶ୍ଚୟ ଦେଖିଥିବେ । ମୁସକାନ ବିବାହ ୨୦୧୩ ମସିହାରେ ମୁମ୍ବାଇର ବିଜନେସ ମ୍ୟାନ ତୁଷାl ଶୋଭନୀଙ୍କ ସହ ହୋଇଥିଲା । ଏହି ଦୁଇଜଣଙ୍କର ଗୋଟେ ଝିଅ ମଧ୍ୟ ଅଛି ହେଲେ କିଛି ବିବାଦ ହେତୁ ଏହି ଦୁଇଜଣଙ୍କ ମଧ୍ୟରେ ତଲାକ ହୋଇଯାଇଛି ।

ଦଲଜିତ କୌର- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଦଲଜିତ କୌର । ଆପଣ ମାନେ ସମସ୍ତେ ଦଲଜିତଙ୍କୁ ବହୁତ ସିରିଏଲ ଗୁଡିକରେ ନିଶ୍ଚୟ ଦେଖିଥିବେ । ବନ୍ଧୁଗଣ ଦଲଜିତଙ୍କ ବିବାହ ସାଲିନ ଭାନୋଟଙ୍କ ସହ ୯ ଡିସେମ୍ବର ୨୦୦୯ ମସିହାରେ ହୋଇଥିଲା । ୨୦୧୩ ମସିହାରେ ଏହି ଦୁଇଜଣଙ୍କର ଗୋଟେ ପୁଅ ମଧ୍ୟ ଜନ୍ମ ହୋଇଥିଲା ହେଲେ ବିବାହର ପାଞ୍ଚ ବର୍ଷ ପରେ ଏହି ଦୁଇଜଣଙ୍କର ତଲାକ ହୋଇଯାଇଥିଲା  ।

Leave a Reply

Your email address will not be published. Required fields are marked *