ପବ୍ଲିସିଟି ପାଇଁ ସବୁ ସୀମା ଟପିଗଲେ Nushrat Bharucha ଓ Urvashi Rautela, ପିନ୍ଧିଲେ Priyanka Chopra ଙ୍କ ଠାରୁ ବି ଅଧିକ ବୋଲ୍ଡ ଡ୍ରେସ

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡର ସମସ୍ତ ଅଭିନେତ୍ରୀ ମାନଙ୍କୁ ଦେଖିଥିବେ । ସାଧରଣତଃ ବଲିଉଡର ସମସ୍ତ ଅଭିନେତ୍ରୀ ସୁନ୍ଦର ଦେଖାଯିବା ପାଇଁ ବହୁତ କିଛି ଉପାୟ କରିଥାନ୍ତି । ସେମାନେ ଲାଇମ ଲାଇଟରେ ରହିବା ପାଇଁ କିଛି ବୋଲ୍ଟ ଡ୍ରେସ ଓ କସ୍ମେଟିକ୍ସର ସାହାରା ନେଇଥାନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ବଲିଉଡର ଏପରି କିଛି ଫେମସ ଅଭିନେତ୍ରୀ ମାନଙ୍କ ବିଷୟରେ କହିବୁ ଯେଉଁ ମାନେ ବହୁତ ଛୋଟ ଡ୍ରେସ ପିନ୍ଧି ଚର୍ଚାରେ ରହିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀଙ୍କ ବିଷୟରେ ।

ପ୍ରିୟାଙ୍କା ଚୋପଡା- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ବଲିଉଡ ଓ ହଲିଉଡର ଫେମସ ଅଭିନେତ୍ରୀ ପ୍ରିୟଙ୍କା ଚୋପଡା । ଆପଣ ମାନେ ସମସ୍ତେ ପ୍ରିୟଙ୍କାଙ୍କର ବହୁତ ସୁପର ହିଟ ଫିଲ୍ମ ଦେଖିଥିବେ । ପ୍ରିୟଙ୍କା ସବୁବେଳେ କିଛି ନା କିଛି କଥା ପାଇଁ ଚର୍ଚାରେ ରୁହନ୍ତି । ହେଲେ ପ୍ରିୟଙ୍କା ୬୨ତମ ଗ୍ରାମୀ ଆୱାର୍ଡରେ ବହୁତ ସୁନ୍ଦର ନଜର ଆସୁଥିଲେ ।

ସେହି ସ୍ଥାନରେ ପ୍ରିୟଙ୍କା ଏକ ଧଳା ରଙ୍ଗର ଗାଉନ ପିନ୍ଧି ଥିଲେ । ସେହି ଗାଉନ ପିନ୍ଧିବା ଦ୍ଵାରା ପ୍ରିୟଙ୍କାଙ୍କର କ୍ଲିଭେଜ ରୁ ନାଭି ପର୍ଯ୍ୟନ୍ତ ସ୍ପଷ୍ଟ ଦେଖା ଯାଉଥିଲା । ପ୍ରିୟଙ୍କାଙ୍କର ଏହି ଲୁକକୁ ବହୁତ ଲୋକ ପସନ୍ଦ କରିଥିଲେ ଓ ଅନ୍ୟ କେତେଜଣ ପସନ୍ଦ କରିନଥିଲେ । ହେଲେ ବନ୍ଧୁଗଣ ପ୍ରିୟଙ୍କା ନିଜର ଏହି ଲୁକ୍ ପାଇଁ ବହୁତ ଚର୍ଚାରେ ରହିଥିଲେ ।


ଉର୍ବଶୀ ରୋତେଲା- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ପୂର୍ବ ମିସ ଇଣ୍ଡିଆ ଓ ଅଭିନେତ୍ରୀ ଉର୍ବଶୀ ରୋତେଲା । ଉର୍ବଶୀ ଅଧିକାଂଶ ସମୟ ନିଜ ଡ୍ରେସ ପାଇଁ ବହୁତ ଚର୍ଚାରେ ରୁହନ୍ତି । ଏହି କିଛି ଦିନ ତଳେ ନେହା କକ୍କଡଙ୍କ ବିବାହ ସମୟରେ ଉର୍ବଶୀଙ୍କ ଡ୍ରେସକୁ ନେଇ ବହୁତ ବିବାଦ ସାମ୍ନାକୁ ଆସିଥିଲା । ଏହା ବ୍ଯତୀତ ୨୦୨୦ ଫିଲ୍ମ ଫେୟାର ଆୱାର୍ଡ ସମୟରେ ଉର୍ବଶୀ ଏକ କଳା ରଙ୍ଗର ଥାଇ ହାଇ ସ୍ଳିଟ ଡ୍ରେସ ପିନ୍ଧିଥିଲେ । ଏହି ଡ୍ରେସରେ ସେ ବହୁତ ଅଧିକ ସେକ୍ସି ଓ ଗ୍ଲାମରସ ନଜର ଆସୁଥିଲେ ।

ନୁସରତ ଭରୁଚା- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ନୁସରତ ଭରୁଚା । ଏହି ଅଭିନେତ୍ରୀ ଜଣକ ବର୍ତ୍ତମାନ ବହୁତ ଚର୍ଚାରେ ରହୁଛନ୍ତି । ଫିଲ୍ମ ଫେୟାର ୨୦୨୦ରେ ନୁସରତ ଏକ ସବୁଜ ରଙ୍ଗର ଗାଉନ ପିନ୍ଧି ଆସିଥିଲେ । ସେହି ଡ୍ରେସରେ ବହୁତ ଅଧିକ ବୋଲ୍ଟ ଓ ସେକ୍ସି ନଜର ଆସୁଥିଲେ । ଏହି ଡ୍ରେସ ପାଇଁ ନୁସରତ ବହୁତ ସମୟ ଚର୍ଚାରେ ରହୁଛନ୍ତି ।

ନୁସରତ ବର୍ତ୍ତମାନ ପର୍ଯ୍ୟନ୍ତ ବଲିଉଡରେ ବହୁତ କମ ଫିଲ୍ମ କରିଛନ୍ତି । ହେଲେ ତାଙ୍କର ସମସ୍ତ ଫିଲ୍ମ ସୁପର ହିଟ ହୋଇଛି । ଏହି ଅଭିନେତ୍ରୀ ଜଣକ ସୋସିଆଲ ମିଡିଆରେ ମଧ୍ୟ ବହୁତ ଅଧିକ ଆକ୍ଟିଭ ରୁହନ୍ତି । ନୁସରତଙ୍କର ସେକ୍ସି ଲୁକକୁ ଦର୍ଶକ ମାନେ ବହୁତ ଅଧିକ ପସନ୍ଦ କରନ୍ତି ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *