ମାତ୍ର ଗୋଟିଏ ସପ୍ତାହରେ କମିବ ପେଟ, କେବଳ କରନ୍ତୁ ଏହି ଘରୋଇ ଉପାୟ, ପେଟର ସବୁ ଚର୍ବି ମହମ ପରି ତରଳିଯିବ- Health Tips

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ମନୁଷ୍ୟ ଜୀବନ ରେ ଓଜନ ବଢିବା ହେଉଛି ସବୁଠାରୁ ବଡ଼ ସମସ୍ୟା । ଓଜନ ବଢିବା ଦ୍ଵାରା ଅନେକ ପ୍ରକାର ରୋଗ ହୋଇଥାଏ । ଏହି ରୋଗ ରୁ ଆମର ବହୁତ ପ୍ରକାର ଯନ୍ତ୍ରଣା ପାଇଥାଉ । ଏହି ଯନ୍ତ୍ରଣା କୁ ଲାଘବ କରିବା ପାଇଁ ଆମେ ବଜାର ରୁ ବିଭିନ୍ନ ପ୍ରକାର ଔଷଧ କିଣି କରି ଖାଇଥାଉ । କିନ୍ତୁ ସେଥିରୁ ବିଶେଷ କିଛି ଲାଭ ମିଳି ନ ଥାଏ । ଆମେ ଅନେକ ସମୟ ରେ ଡାକ୍ତର ଙ୍କ ପରାମର୍ଶ ମଧ୍ୟ ନେଇଥାଉ । କିନ୍ତୁ ଡାକ୍ତର ଙ୍କ ପରାମର୍ଶ ରେ ଔଷଧ ଖାଇବା ଦ୍ୱାରା କେବଳ କିଛି ଦିନ ପାଇଁ ହିଁ ଯନ୍ତ୍ରଣା ରୁ ମୁକ୍ତି ମିଳିଥାଏ ।

ବନ୍ଧୁଗଣ ଏହି ସବୁ ସମସ୍ୟା ର ମୂଳ କାରଣ ହେଉଛି ଆମ ଓଜନ । ଏହା ବହୁତ ଅଳ୍ପ ଲୋକଙ୍କୁ ଜଣାଥିବ ଯେ ଶରୀର ପ୍ରାୟତଃ ରୋଗ ପାଇଁ ଦାୟୀ ହୋଇଥାଏ ଆମର ଓଜନ । ଏହି ଓଜନ କମିଗଲେ ଆମ ଶରୀର ରୁ ରୋଗ ମଧ୍ଯ ଦୁରେଇ ଯାଇଥାଏ । ତେବେ ବନ୍ଧୁଗଣ ଆଜି ଆମେ ଆପଣଂକୁ ଏପରି ଏକ ଘରୋଇ ଉପଚାର ସମ୍ବନ୍ଧ ରେ ଜଣାଇବାକୁ ଯାଉଛୁ ଯାହାର ପ୍ରୟୋଗ କରିବା ଦ୍ୱାରା ଆପଣଂକର ଓଜନ ଅଳ୍ପ ଦିନ ରେ ହିଁ କମିଯିବ ।

ତେବେ ଆସନ୍ତୁ ଜାଣିବା ସେହି ଘରୋଇ ଉପଚାର ସମ୍ପର୍କରେ ଅନେକ କଥା । ବନ୍ଧୁଗଣ ପ୍ରଥମ ଉପାୟ ଟି ହେଉଛି ଗୋଟିଏ ଗ୍ଲାସ ପାଣି ରେ ଲେମ୍ବୁ ରସ ପକାଇ ପିଅନ୍ତୁ । ଏହା ଦ୍ବାରା ଆମର ହଜମ ଶକ୍ତି ବଢିଥାଏ । ଯାହା ଦ୍ୱାରା ଆମର ଓଜନ ମଧ୍ୟ କମିଥାଏ ।

ଦ୍ଵିତୀୟ ଉପାୟ ଟି ହେଉଛି ପ୍ରତିଦିନ ସକାଳେ ଗୋଟିଏ ଗ୍ଲାସ ଗରମ ପାଣି ରେ ଲେମ୍ବୁ ରସ ଓ ମହୁ ପକାଇ ପିଅନ୍ତୁ ଓ ଏହାର ଅଧ ଘଣ୍ଟା ପରେ ଜଳଖିଆ କରନ୍ତୁ । ଏହା ଦ୍ବାରା ଆମର ପେଟ ସଫା ହୋଇଥାଏ । ଏଥିରେ ବିଭିନ୍ନ ପ୍ରକାର ଭିଟାମିନ ଥିବାରୁ ଆମର ଚର୍ମ ମଧ୍ୟ ଅଧିକ ଗ୍ଲୋ କରିଥାଏ । ଏହା ଆମ ପେଟ କମାଇବାରେ ମଧ୍ୟ ବହୁତ ସାହାଯ୍ୟ କରିଥାଏ ।

ତୃତୀୟ ରେ ଗୋଟିଏ ଗ୍ଲାସ ଉଷୁମ ପାଣି ନେଇ ସେଥିରେ ଲେମ୍ବୁ ରସ ଓ ଜିରା ଗୁଣ୍ଡ ପକାଇ ପ୍ରତିଦିନ ସକାଳେ ଓ ସନ୍ଧ୍ୟା ରେ ଖାଲି ପେଟ ରେ ଏହାକୁ ସେବନ କରନ୍ତୁ । ଏହାକୁ ସେବନ କରିବାର ଗୋଟିଏ ଘଣ୍ଟା ପରେ ଜଳଖିଆ ଗ୍ରହଣ କରନ୍ତୁ । ଏହା ଦ୍ୱାରା ଆମ ଶରୀର ରେ ଥିବା ବିଷାକ୍ତ ପଦାର୍ଥ ଗୁଡିକ ନିଷ୍କାସିତ ହୋଇଥାଏ ଓ ହଜମ ଶକ୍ତି ମଧ୍ୟ ବହୁତ ବଢି ଯାଇଥାଏ ।

ଚତୁର୍ଥ ଉପାୟ ଟି ହେଉଛି ପ୍ରଥମେ ଗୋଟେ ଗ୍ଲାସ ପାଣି ନେଇ ତାହାକୁ ଗରମ କରନ୍ତୁ । ଫୁଟିବା ସମୟ ରେ ସେଥିରେ କିଛି ଭୃସଙ୍ଗ ପତ୍ର ପକାନ୍ତୁ । ଭଲ ଭାବରେ ଫୁଟି ଯିବା ପରେ ଏହାକୁ ଭଲ ରେ ଛାଣି ଉଷୁମ ଅବସ୍ଥାରେ ପିଇ ଦିଅନ୍ତୁ । ଏହା ହଜମ ପ୍ରକ୍ରିୟା କୁ ଦୃତ ତର କରିଥାଏ । ପେଟ ରେ ଥିବା ସମସ୍ତ ବିଷାକ୍ତ ପଦାର୍ଥ କୁ ବାହାର କରି ଦେଇଥାଏ । ଏହା ଦ୍ବାରା ଆମର ଓଜନ କମିଥାଏ ।

ପଞ୍ଚମ ଉପାୟ ଟି ହେଉଛି ଗୋଟିଏ ଗ୍ଲାସ ପାଣି ନେଇ ସେଥିରେ ଏକ ଚାମଚ ଜୁଆଣି ଓ ମେଥି ପକାନ୍ତୁ । ଏହାକୁ ଗୋଟେ ରାତି ରଖିଦିଅନ୍ତୁ । ଏହା ପରେ ସକାଳେ ଏହାକୁ ଭଲ ଭାବରେ ଛାଣି ଖାଲି ପେଟ ରେ ପିଇ ଦିଅନ୍ତୁ । ଏହା ଦ୍ୱାରା ଆମ ପେଟ ଭିତରେ ଥିବା ସମସ୍ତ ବିଷାକ୍ତ ପଦାର୍ଥ ନଷ୍ଟ ହୋଇଥାଏ ଓ ଆମ ପେଟ ରେ ବଢୁଥିବା ଚର୍ବି କୁ ରୋକିଥାଏ । ଏହା ଦ୍ୱାରା ଆମର ଓଜନ କମିଥାଏ ।

ଷଷ୍ଠ ଉପାୟ ଟି ହେଉଛି କିଛି ଅଦା ଓ କିଛି ରସୁଣ ନେଇ ଏହାକୁ ଭଲ ଭାବରେ ଛେଚି ଦିଅନ୍ତୁ ଏବଂ ଏହାକୁ ଗୋଟିଏ ଗ୍ଲାସ ପାଣି ରେ ପକାନ୍ତୁ ଏହାପରେ ସେଥିରେ କିଛି ଜୁଆଣି ପକାନ୍ତୁ ଓ ଭଲ ଭାବରେ ଫୁଟାଇ ଦିଅନ୍ତୁ । ଏହା ପରେ ଏହାକୁ ଛାଣି ଖାଇବା ପରେ ଦିନ କୁ ଥରେ ପିଅନ୍ତୁ । ଏହା ଦ୍ବାରା ଆମର ଓଜନ ହ୍ରାସ ପାଇଥାଏ ।

ଆପଣଙ୍କୁ ଆମର ଏହି ଟିପ୍ସ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଏମିତି କିଛି ନୂଆ ନୂଆ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *