ସ୍ଵାମୀଙ୍କ ଆଗରେ ବୁଢି ଭଳି ଲାଗନ୍ତି Bollywood ର ଏହି 5 ଜଣ Actress, 2 ନମ୍ବର Actress ତ ନିଜ ସ୍ଵାମୀଙ୍କ ଠାରୁ ୧୩ ବର୍ଷ ବଡ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଲୁକ୍ କୁ ନେଇ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଏହା ବ୍ଯତୀତ ଏହି ଅଭିନେତ୍ରୀ ମାନେ ନିଜର ଲଭ ଅଫେୟାର ଓ ନିଜ ବିବାହ ପାଇଁ ମଧ୍ୟ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହିଥାନ୍ତି । ଆଜି ଆମେ ଆପଣ ମାନଙ୍କୁ ଏପରି କିଛି ବଲିଉଡ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ବିବାହ ବନ୍ଧନରେ ବାନ୍ଧି ହୋଇସାରିଛନ୍ତି ହେଲେ ବନ୍ଧୁଗଣ ଏହି ଅଭିନେତ୍ରୀ ମାନେ ନିଜ ସ୍ଵାମୀଙ୍କ ଠାରୁ ବଡ ନଜର ଆସିଥାନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ମାନଙ୍କ ବିଷୟରେ ।

ପ୍ରିୟାଙ୍କା ଚୋପଡା- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ବଲିଉଡ ଓ ହଲିଉଡର ଦିଗଜ ଅଭିନେତ୍ରୀ ପ୍ରିୟାଙ୍କା ଚୋପଡା । ଆପଣ ମାନେ ସମସ୍ତେ ପ୍ରିୟାଙ୍କାଙ୍କର ବହୁତ ସୁପର ହିଟ ଫିଲ୍ମ ଦେଖିଥିବେ । ପ୍ରିୟାଙ୍କା ହେଉଛନ୍ତି ଜଣେ ଏପରି ଅଭିନେତ୍ରୀ ଯିଏ ବଲିଉଡରେ ବହୁତ କଷ୍ଟ ଓ ସଂଘର୍ଷ କରି ସଫଳତା ହାସଲ କରିଛନ୍ତି । ପ୍ରିୟାଙ୍କା ଆମେରିକାର ସିଙ୍ଗର ନିକ ଜୋନସଙ୍କର ସହ ବିବାହ କରିଛନ୍ତି । ବନ୍ଧୁଗଣ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ପ୍ରିୟାଙ୍କା ନିକଙ୍କ ଠାରୁ ୧୦ ବର୍ଷ ବଡ ଅଛନ୍ତି । ସେଥିପାଇଁ ଏହି ଦୁଇଜଣଙ୍କୁ ବହୁତ ଥର ଟ୍ରୋଲିଙ୍ଗର ଶିକାର ମଧ୍ୟ ହେବାକୁ ପଡିଛି ।

ଅମୃତା ସିଂହ- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି ବଲିଉଡର ଦିଗଜ ଅଭିନେତ୍ରୀ ଅମୃତା ସିଂହ । ୯୦ ଦଶକରେ ଅମୃତା ବଲିଉଡକୁ କେତେକ ସୁପର ହିଟ ଫିଲ୍ମ ଦେଇଛନ୍ତି । ସେ ବଲିଉଡ ଅଭିନେତା ସେଫ ଅଲି ଖାନଙ୍କୁ ବିବାହ କରିଛନ୍ତି । ହେଲେ ସେତେବେଳେ ଅମୃତାଙ୍କ ବୟସ ୩୪ ବର୍ଷ ଥିଲା ଓ ସେଫଙ୍କୁ ମାତ୍ର ୨୧ ବର୍ଷ ବୟସ ହୋଇଥିଲା । ଏହି ଦୁଇଜଣଙ୍କର ତଲାକ ମଧ୍ୟ ହୋଇସାରିଛି ।

ଐଶ୍ଵର୍ଯ୍ୟ ରାୟ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଐଶ୍ଵର୍ଯ୍ୟ ରାୟ । ଐଶ୍ଵର୍ଯ୍ୟଙ୍କୁ ଆପଣ ମାନେ ବଲିଉଡର କେତେକ ସୁପର ହିଟ ଫିଲ୍ମରେ ଦେଖିଥିବେ । ଐଶ୍ଵର୍ଯ୍ୟ ବଲିଉଡ ଅଭିନେତା ଅଭିଷେକ ବଚନଙ୍କ ସହ ୨୦୦୭ ମସିହାରେ ବିବାହ କରିଥିଲେ । ହେଲେ ବନ୍ଧୁଗଣ ଐଶ୍ଵର୍ଯ୍ୟ ଅଭିଷେକଙ୍କ ଠାରୁ ବୟସରେ ଦୁଇ ବର୍ଷ ବଡ ଅଛନ୍ତି । ବର୍ତ୍ତମାନ ଐଶ୍ଵର୍ଯ୍ୟଙ୍କ ବୟସ ହେଉଛି ୪୫ ବର୍ଷ ତ ଅନ୍ୟ ପକ୍ଷରେ ଅଭିଷେକଙ୍କର ୪୩ ବର୍ଷ । କିନ୍ତୁ ଏମାନେ ବହୁତ ଖୁସିରେ ନିଜର ଜୀବନ ଅତିବାହିତ କରୁଛନ୍ତି ।

ଅର୍ଚନା ପୁରନ ସିଂହ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତ୍ରୀ ଅର୍ଚନା ପୁରନ ସିଂହ । ଅର୍ଚନାଙ୍କୁ ଆପଣ ମାନେ କେତେକ ଟିଭି ସିରିଏଲ ଓ ଫିଲ୍ମରେ ନିଶ୍ଚୟ ଦେଖିଥିବେ । ଅର୍ଚନା ନିଜ ଠାରୁ ୭ ବର୍ଷ ସାନ ପରମିତ ସେଠିଙ୍କ ସହ ବିବାହ କରିଛନ୍ତି । ଏହି ଦୁଇଜଣଙ୍କ ବୟସର ଅନ୍ତର ବହୁତ ରହିଛି ।

ନମ୍ରତା ସିରୋଡକର- ନମ୍ରତା ସିରୋଡକର ଗୋଟେ ସମୟରେ ବଲିଉଡର ହିଟ ଅଭିନେତ୍ରୀ ଥିଲେ, ନମ୍ରତା କଚେ ଧାଗେ ଓ ବାସ୍ତବ ଭଳି ସୁପର ହିଟ ଫିଲ୍ମରେ କାମ କରିଛନ୍ତି , ମିସ ଇଣ୍ଡିଆ ରହି ସାରିଥିବା ନମ୍ରତା ସିରୋଡକର ଫିଲ୍ମ କ୍ୟାରିୟରର ଆରମ୍ଭ ୧୯୯୮ ରେ ଆସିଥିବା ଫିଲ୍ମ୍ ‘ଜବ ପ୍ୟାର କିସି ସେ ହୋତା ହେ’ ରୁ କରିଥିଲେ , ଶେଷଥର ସେ ୨୦୦୪ ରେ ରୋକ୍ ସକୋ ତୋ ରୋକ୍ ଲୋ ରେ ନ୍ୟାରେଟର ଭୂମିକାରେ ନଜର ଆସିଥିଲେ , ନମ୍ରତା ସାଉଥର ସୁପର ଷ୍ଟାର ମହେଶ ବାବୁଙ୍କ ସହିତ ବିବାହ କରିଛନ୍ତି ଯିଏ ତାଙ୍କ ଠାରୁ ବୟସରେ ୪ ବର୍ଷ ସାନ ଅଟନ୍ତି ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *