Vastu Tips- ଭଗବାନ କୃଷ୍ଣ କହିଛନ୍ତି, ଯେଉଁ ଘରେ ମହିଳାମାନେ ଏମିତି ଶୋଇଥାନ୍ତି, ସେହି ଘରେ ହେଇଥାଏ ଟଙ୍କାବର୍ଷା, ସ୍ଵାମୀ ହେଇଯାନ୍ତି କୋଟିପତି

ବନ୍ଧୁଗଣ ଆମେ ମାନେ ସମସ୍ତେ ରାତ୍ରି ସମୟରେ ଶୋଇଥାଉ । ଆମ ଶରୀର ପାଇଁ ଯେମିତି ଖାଦ୍ୟର ଆବଶ୍ୟକତା ରହିଛି ସେହିପରି ନିଦ୍ରାର ମଧ୍ୟ ଆବଶ୍ୟକତା ରହିଛି । ସାଧାରଣତଃ ମଣିଷ ରାତିରେ ଶୋଇଥାଏ ଓ ସଖାଳେ ଉଠିବା ପରେ ସେ ପୁଣି ଊର୍ଜାରେ ପରିପୂର୍ଣ୍ଣ ହୋଇଥାଏ । ଶୋଇବା ପରେ ତାର ସମସ୍ତ କ୍ଳାନ୍ତପଣ ଦୂର ହୋଇଯାଇଥାଏ । ହେଲେ ବନ୍ଧୁଗଣ କେତେକେ ମଣିଷ ଯେତେବେଳେ ଇଛା ଯେଉଁଠି ଇଛା ସେହି ସ୍ଥାନରେ ଶୋଇ ଯାଇଥାନ୍ତି । ବନ୍ଧୁଗଣ ସାଧାରଣତଃ ମହିଳା ମାନଙ୍କ ଶୋଇବା ନିୟମକୁ ନେଇ ଶାସ୍ତ୍ରରେ କିଛି ଗୁରୁତ୍ଵ ପୂର୍ଣ୍ଣ କଥା ବର୍ଣ୍ଣନା କରାଯାଇଛି ।

ଯଦି ମହିଳା ଚାହିଁବ ତା ହେଲେ ଘରକୁ ନର୍କ ବା ସ୍ଵର୍ଗରେ ପରିଣତ କରିଦେବ । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ମହିଳା ମାନଙ୍କ ଶୋଇବା ସ୍ଥିତି ବିଷୟରେ କହିବାକୁ ଯାଉଛି । ଯାହାଦ୍ୱାରା ଆପଣ ଧନୀ ହୋଇପାରନ୍ତି ଅଥବା ଦରିଦ୍ର ମଧ୍ୟ ହୋଇପାରନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ବନ୍ଧୁଗଣ ଯେଉଁ ମହିଳା ମାନେ ଅଧିକ ରାତ୍ରି ସମୟରେ ଶୋଇଥାନ୍ତି ସେହି ଘର ଧ୍ଵଂସ ହୋଇଯାଇଥାଏ । ଯଦି ମହିଳା ଅଧିକ ରାତିରେ ଶୋଇବ ତା ହେଲେ ମା ଲକ୍ଷ୍ମୀ ସେହି ଘରକୁ ଛାଡି ଚାଲିଯିବେ । ଏହା ବନ୍ଧୁଗଣ ବହୁତ ଅଶୁଭ ମାନା ଯାଇଛି । ଏହି ଭୁଲ ପାଇଁ ଘରେ ବିଶୃଙ୍ଖଳା ଓ କଳହ ମଧ୍ୟ ଲାଗିଥାଏ । ତେଣୁ ବନ୍ଧୁଗଣ କୌଣସି ମହିଳାକୁ ଅଧିକ ରାତିରେ ଶୋଇବା ଉଛି ନୁହେଁ । ଆପଣ ଯେତେ ଶୀଘ୍ର ପାରିବେ ଶୋଇଯିବେ ।

୨. ବନ୍ଧୁଗଣ ଧର୍ମଶାସ୍ତ୍ର ଅନୁସାରେ ଯେକୌଣସି ଧର୍ମର ମହିଳା ଯଦି ଅଧିକ ସମୟ ପର୍ଯ୍ୟନ୍ତ ଶୋଇବ ତା ହେଲେ ସେହି ମହିଳା ଉପରେ ରାହୁ, କେତୁ ବା ଶନିଙ୍କର ଦ୍ରୁଷ୍ଟି ନିଶ୍ଚୟ ପଡିବ । ଯେଉଁ ମହିଳା ନିଜର ଅଧିକାଂଶ ସମୟ ଶୋଇବାରେ ଅତିବାହିତ କରିଥାଏ ସେହି ମହିଳା ଉପରେ ଦେବୀ ଦେବତା ମାନେ ମଧ୍ୟ କ୍ରୋଧିତ ହୋଇଯାଇଥାନ୍ତି । ତେଣୁ ବନ୍ଧୁଗଣ ସୀମିତ ସମୟ ପର୍ଯ୍ୟନ୍ତ ମହିଳା ମାନଙ୍କୁ ଶୋଇବା ଉଚିତ । ଅଧିକ ସମୟ ପର୍ଯ୍ୟନ୍ତ ଶୋଇଲେ ଧନର ହାନୀ ହେବା ସହ ସେହି ଘରକୁ ବହୁତ ସମସ୍ଯା ଆସିଥାଏ ।

୩. ମହିଳା ମାନଙ୍କୁ ବୁଧବାର, ଗୁରୁବାର ଓ ଶନିବାର ଦିନ ଶୀଘ୍ର ଉଠିବା ଉଚିତ । ଏହି ତିନୋଟି ଦିନରେ ଅଧିକ ସମୟ ପର୍ଯ୍ୟନ୍ତ ଶୋଇଲେ ସେହି ମହିଳାଙ୍କ ଘରେ ନକରାତ୍ମକ ଶକ୍ତିର ପ୍ରଭାବ ବଢିଯାଇଥାଏ । ତେଣୁ ବନ୍ଧୁଗଣ ଯେତେ ଶୀଘ୍ର ହୋଇପାରିବ ମହିଳା ମାନେ ଉଠିଯିବା ଉଚିତ ନଚେତ ଏହି ସମୟ ସେହି ମହିଳା ମାନଙ୍କ ବିନାଶ କରିପାରେ ।

୪. ବନ୍ଧୁଗଣ ଯେଉଁ ମହିଳା ପୂର୍ବ ଓ ଦକ୍ଷିଣ ଦିଗ ଆଡକୁ ମୁଣ୍ଡ ରଖି ଶୋଇଥାଏ ସେହି ମହିଳା ଘରେ ଧନର ବର୍ଷ ହୋଇଥାଏ । ଏହି ଦିଗରେ ପୁରୁଷ ଓ ମହିଳା ଉଭୟଙ୍କୁ ଶୋଇବା ଉଚିତ । ଏହି ଦିଗରେ ଶୋଇବା ଦ୍ଵାରା ଆପଣଙ୍କ ଘରେ ସୁଖ ସମୃଦ୍ଧିର ବୃଦ୍ଧି ହୋଇଥାଏ ଓ ଆପଣଙ୍କ ଆର୍ଥିକ ସ୍ଥିତି ମଝବୁତ ହୋଇଥାଏ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *